ଏହି ଘୋଡାର ଅଜବ ସଉକ ବିଷୟରେ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ !
କେବେ ଆପଣ ଶୁଣିଛନ୍ତି କି କୌଣସି ଘୋଡା ମଦ ପିଇବାର? ଆଜି ଆମେ ଆପଣଙ୍କୁ ଏମିତି ହିଁ ଏକ ଘୋଡା ବିଷୟରେ କହିବୁ, ଯିଏ କେବଳ ଘାସ ଖାଏନାହିଁ, ବରଂ ଏହାସହିତ ବିୟର ମଧ୍ୟ ଜମେଇକି ପିଇଥାଏ। ଏପରିକି, ବିୟର ପିଇସାରିବା ପରେ ଘୋଡା ଝୁମିବାରେ ଲାଗିଥାଏ।
ସାଧାରଣତଃ କୌଣସି ପବରେ ଆପଣ ବିୟର କେବଳ…