ଭାରତର ଏହି ଗାଁରେ ଲୋକେ ଇଂଲିଶ ଶବ୍ଦରେ ରଖି ଥାଆନ୍ତି ପିଲାଙ୍କ ନାମ! ପଚାରିଲେ କୁହନ୍ତି, ‘ଆମେ ଅର୍ଥ ବୁଝୁନା, ରହିଛି…
କୁହନ୍ତି, କୌଣସି ବି ବ୍ୟକ୍ତି ପାଇଁ ତା’ର ନାମ ତା’ ପରିଚୟର ପ୍ରଥମ ସଙ୍କେତ ହୋଇଥାଏ। ଏଥିପାଇଁ ମାଆ, ବାପାମାନେ ବହୁତ ଭାବିଚିନ୍ତି ନିଜ ପିଲାମାନଙ୍କର ନାମ ଦେଇ ଥାଆନ୍ତି। ପିଲାଙ୍କ ନାମକରଣ ପୂର୍ବରୁ ପ୍ରତ୍ୟେକ ମାଆ, ବାପା କିଛି ଟିପ୍ସ ମଧ୍ୟ ଫଲୋ କରନ୍ତି, ଯେପରି ପିଲାଙ୍କ ନାମ ୟୁନିକ୍…