Browsing Tag

international

ଓଡ଼ିଶାକୁ ନିତି ଆୟୋଗର ପ୍ରଶଂସା, ଗତ ୧୦ ବର୍ଷରେ ରାଜ୍ୟରେ ଶସ୍ୟ ଉତ୍ପାଦନରେ ହୋଇଛି ବଡ଼ ଅଭିବୃଦ୍ଧି

ଓଡ଼ିଶା କୃଷି ଅଭିବୃଦ୍ଧିକୁ ନିତି ଆୟୋଗର ପ୍ରଶଂସା ।  ଗତ ୧୦ ବର୍ଷରେ ରାଜ୍ୟରେ ଶସ୍ୟ ଉତ୍ପାଦନରେ ବଡ଼ ଅଭିବୃଦ୍ଧି ହୋଇଛି ।  ଦେଶର ଉତ୍ପାଦନଠୁ ୨ ଗୁଣା ଅଧିକ ହୋଇଛି କୃଷି ଉତ୍ପାଦନ। ଭୁବନେଶ୍ବରରେ ଦୁଇଦିନିଆ ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀରେ ନିତି ଆୟୋଗ ସଦସ୍ୟ ରମେଶ…

Reliance Jio ଲଞ୍ଚ କଲା ୩୯ ଟଙ୍କାର ରିଚାର୍ଜ ପ୍ଲାନ୍‌, ଏହି ସବୁ ଦେଶକୁ ଶସ୍ତାରେ କରିପାରିବେ ଇଣ୍ଟରନ୍ୟାସନାଲ୍‌…

ଦେଶରେ ପ୍ରମୁଖ ଟେଲିକମ୍‌ କମ୍ପାନୀ Reliance Jio ୩୯ ଟଙ୍କା ମୂଲ୍ୟର ଏକ ନୂଆ ରିଚାର୍ଜ ପ୍ଲାନ୍‌ ଲଞ୍ଚ କରିଛି । ଏହା ହେଉଛି କମ୍ପାନୀର ସବୁଠାରୁ ଶସ୍ତା ISD ପ୍ଲାନ୍‌ । ଯଦି ଆପଣଙ୍କୁ ଇଣ୍ଟରନ୍ୟାସନାଲ୍‌ କଲ୍‌ କରିବାକୁ ପଡେ, ତେବେ ଆପଣ ଏହି ପ୍ଲାନର ଲାଭ ଉଠାଇ ପାରିବେ । ଏହା ବ୍ୟତୀତ…

ଆମେରିକାରେ କ୍ବାଡ୍ ବୈଠକ, ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ୪ ନେତା

ଆମେରିକାରେ କ୍ବାଡ୍ ବୈଠକ । ଏକାଠି ହେଲେ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ରାଷ୍ଟ୍ରନେତା ।  ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ୪ ନେତା ।  ବିଶ୍ବବ୍ୟାପୀ ଚାଲିଥିବା ସୀମା ବିବାଦ ଏବଂ ଏହାର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଆଲୋଚନା ହୋଇଛି । …

ନାଇଜେରିଆର ସମସ୍ତ କ୍ଷମତା ହାସଲ କଲା ସେନା, ରାଷ୍ଟ୍ରପତିଙ୍କୁ କଲା ବନ୍ଦୀ

ଆଫ୍ରିକୀୟ ଦେଶ ନାଇଜେରିଆରେ ସେନାର କ୍ଷମତା ଦଖଲ । ରାଷ୍ଟ୍ରପତିଙ୍କୁ ଗାଦିଚ୍ୟୁତ କରି କ୍ଷମତା ଦଖଲ କରିଛି ସେନା । ଏଥିସହ ରାଷ୍ଟ୍ରପତି ମହମ୍ମଦ ବାଜୁମଙ୍କୁ ବନ୍ଦୀ କରାଯାଇଛି । କ୍ଷମତା ଦାଖଲ ପରେ ଦେଶର ସବୁ ଶିକ୍ଷାନୁଷ୍ଠାନକୁ ସସପେଣ୍ଡ କରାଯାଇଛି । ଶେଷଥର ପାଇଁ ୧୯୯୩ରେ କ୍ଷମତା ଦଖଲ…

ମିସ୍‌ ଓ ମିସ୍ ସମଲିଙ୍ଗୀ ବିବାହ, ଯୋଡ଼ି ହେଲେ ମିସ୍ ଆର୍ଜେଣ୍ଟିନା ଓ ମିସ୍ ପୁଏର୍ଟୋରିକୋ; ଅନେକ ଦିନରୁ ଥିଲା ପ୍ରେମ…

ମିସ୍‌ ଆର୍ଜେଣ୍ଟିନା ମାରିୟାନା ଭରେଲା ଓ ମିସ୍‌ ପୁଏର୍ଟୋରିକୋ ଫ୍ୟାବିୟୋଲା ଭ୍ୟାଲେଣ୍ଟିନ୍‌ ଦୁହେଁ ଦୁହିଁଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେମାନେ ଏ ନେଇ ସୋସିଆଲ ମିଡିଆ ଜରିଆରେ ଘୋଷଣା କରିଛନ୍ତି। ନବବିବାହିତା ଦମ୍ପତି ଦୀର୍ଘ ଦିନ ଧରି ଏହି ସମ୍ପର୍କକୁ ଗୁପ୍ତ ରଖିବା ପରେ…

ଇଜିପ୍ଟର ରହସ୍ୟମୟ ମମି ପରିବାର ଠାବ ହେଲା ୨ହଜାର ବର୍ଷ ପୁରୁଣା ମମି, ପ୍ରତ୍ନତତ୍ତ୍ୱବିତ୍‌ମାନେ ଦେଲେ ଆଶ୍ଚର୍ଯ୍ୟଜନକ…

ଇଜିପ୍ଟର ମମି । ସାରା ଦୁନିଆରେ ଇଜିପ୍ଟ ହେଉଛି ଏକମାତ୍ର ଦେଶ ଯେଉଁଠାରେ ମମି ଦେଖିବାକୁ ମିଳେ। ଇଜିପ୍ଟର ମିସରରେ ଯେତେବେଳେ ଲୋକମାନେ ମରି ଯାଆନ୍ତି, ସେମାନଙ୍କ ଶରୀରକୁ ଏକ ସ୍ୱତନ୍ତ୍ର ରାସାୟନିକ ପଦାର୍ଥ ମିଶାଇ ସୁରକ୍ଷିତ ଭାବେ ରଖାଯାଏ। ଆଉ ସେହି ମୃତ ଶରୀରକୁ ହିଁ ମମି କୁହାଯାଏ। ଆପଣ…

ଓମିକ୍ରନ୍ ଚିନ୍ତା: ଜାନୁୟାରୀ ୩୧ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଉଡାଣ ସ୍ଥଗିତ

ନୂଆଦିଲ୍ଲୀ : ଜାନୁଆରୀ ୩୧ ଯାଏ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନକୁ ସ୍ଥଗିତ ରଖିଲେ ସରକାର । ବିମାନ ଚଳାଚଳ ନିୟାମକ ସଂସ୍ଥା ଡିଜିସିଏ ଗୁରୁବାର ଏହି ସୂଚନା ଦେଇଛନ୍ତି। ମହାମାରୀ କରୋନାର ମାରାତ୍ମକ ରୂପ ଓମିକ୍ରନ୍ ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଡିସେମ୍ବର ୧୫ରୁ ଆରମ୍ଭ…

କରୋନାକୁ ରୋକିବା ପାଇଁ ହେଲା ନୂଆ ବୈଜ୍ଞାନିକ ଅଧ୍ୟୟନ, ଗମ୍ଭୀର ସଂକ୍ରମଣରୁ ରକ୍ଷା କରିବ ଭିଟାମିନ୍‌-ଡି!

କରୋନାର ଗମ୍ଭୀର ସଂକ୍ରମଣରୁ ବଞ୍ଚେଇ ପାରିବ ଭିଟାମିନ୍‌-ଡି। କରୋନା ଭାଇରସ୍‌ଠୁ ରକ୍ଷା ପାଇବାକୁ ନେଇ ଏକ ନୂଆ ବୈଜ୍ଞାନିକ ଅଧ୍ୟୟନ କରାଯାଇଛି। ଏଥିରେ କରୋନାର ଗମ୍ଭୀର ସଂକ୍ରମଣକୁ ରୋକିବାରେ ଭିଟାମିନ ଡିର ଭୂମିକା ମିଳିପାରିଛି। ଅଧ୍ୟୟନ ଅନୁସାରେ, ଶରୀରରେ ଭିଟାମିନ୍‌ ଡିର ପର୍ଯ୍ୟାପ୍ତ…

ସମୁଦ୍ରରେ ଶତ୍ରୁ ଦେଶକୁ ଆକ୍ରମଣ କରିବ ଚୀନର ଯୁଦ୍ଧ ବିମାନ ”ରୋବୋ-ସାର୍କ”

ଚୀନର ଆତଙ୍କ ଦୁନିଆରେ ଏବେ ଭୟାବହ ପରିସ୍ଥିତିରେ ରହିଛି । ଅଧିକାଂଶ ଦେଶ ବିରୁଦ୍ଧରେ ଆକ୍ରାମକ ସ୍ୱଭାବ ରଖିଥିବା ଚୀନ ଏବେ ନୂଆ ଯୁଦ୍ଧ ବିମାନ ବାହାର କରିଛି । ସାରା ଦୁନିଆରେ ଅଧିକାଂଶ ଦେଶ ବିରୁଦ୍ଧରେ ଚୀନ ଏମିତି ଏକ ଯୁଦ୍ଧ ବିମାନ ତିଆରି କରୁଛି । ଯାହାକୁ ଜାଣିବା ପରେ ଏବେ ସମସ୍ତେ…

ଡେଲଟା ପ୍ଲସର ସଂକ୍ରମଣକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଚେତାବନୀ

କରୋନା ସଂକ୍ରମଣ ଏବଂ ଏଥିରେ ହେଉଥିବା ମୃତ୍ୟୁ ଜନିତ ସଂଖ୍ୟାର ବୃଦ୍ଧି ପୁନର୍ବାର ସମସ୍ୟା ବଢ଼ାଇଛି । ସଂକ୍ରମଣର ସଂଖ୍ୟା ବଢ଼ିବା କାରଣରୁ ପୁନର୍ବାର କଡ଼ା ନିୟମ ଲାଗୁ ହେବାର ସମ୍ଭାବନା ରହିଛି । ଏହାଦ୍ୱାରା ଜନ ଜୀବନ ପ୍ରତି ପୁଣି ଥରେ ପ୍ରଭାବ ମଧ୍ୟ ପଡ଼ିବ । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ…

ବିବାହରେ ଶାଶୁ ଉପରେ ୱେଟ୍ରେସ ଢାଳି ପକାଇଲେ ତରକାରୀ, ଖୁସିରେ ବିଭୋର ହୋଇ ବୋହୂ ଟିପ୍‌ରେ ଦାନ କରିଦେଲା ସାଢ଼େ ୭ ହଜାର…

ସବୁ ସମ୍ପର୍କ ମଧ୍ୟରୁ ସବୁଠୁ ନିଆରା ହୋଇଥାଏ ଶାଶୁ ଓ ବୋହୂର ସମ୍ପର୍କ। ଏମିତି ଖଟାମିଠା ସମ୍ପର୍କ, ଯେଉଁଠି ଝଗଡ଼ା ବି ଥାଏ ଆଉ ଭଲ ପାଇବା ବି ଥାଏ। କିନ୍ତୁ କିଛି ମାମଲାରେ ଏହି ସମ୍ପର୍କ ମଧୁର ହୋଇ ପାରି ନ ଥାଏ। ଶାଶୁ-ବୋହୂ ସମ୍ପର୍କ ସହ ଜଡ଼ିତ ଏମିତି ହିଁ ଏକ ମାମଲା ଏବେ ସାମ୍ନାକୁ ଆସିଛି।…

ଇରାନ୍‌ର ମୁସଲିମ୍‌ ଧର୍ମଗୁରୁଙ୍କ ଅଜବ ଦାବି, କରୋନା ଭ୍ୟାକ୍ସିନ୍‌ ଲଗାଇବା ଦ୍ୱାରା ସମଲିଙ୍ଗୀକ ହୋଇଯିବେ ଲୋକେ !

ବିଶ୍ୱରେ କରୋନା ଭ୍ୟାକ୍‌ସିନକୁ ନେଇ ଅନେକ ଭ୍ରାନ୍ତ ଧାରଣା ଏବଂ ମିଛ ଦାବି ସାମ୍ନାକୁ ଆସିଛି, କିନ୍ତୁ ଶେଷରେ ହିଁ ସବୁ ଜାଗାରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ହେଲେ ତଥାପି ଏବେ ବି କିଛି ଲୋକ ଅଛନ୍ତି, ଯେଉଁମାନେ ଭ୍ୟାକ୍‌ସିନ ନ ଲଗାଇବାକୁ ପରାମର୍ଶ ଦେଉଛନ୍ତି ଏବଂ ଟିକାକୁ ନେଇ ଅଜବ କଥା…