Browsing Tag

international cricket

ବାରଣାସୀରେ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦି, ଖର୍ଚ୍ଚ ହେବ ୩୩୦ କୋଟି…

ପ୍ରଧାନମନ୍ତ୍ରୀ ମୋଦି ବାରଣାସୀର ଗଂଜାରୀରେ ଏକ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମ ପାଇଁ ଶିଳାନ୍ୟାସ କରିଛନ୍ତି । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପୂର୍ବତନ କ୍ରିକେଟର କପିଲ ଦେବ, ସୁନୀଲ ଗାଭାସ୍କର, ସଚିନ ତେନ୍ଦୁଲକର, ରବି ଶାସ୍ତ୍ରୀ, ଦିଲ୍ଲୀପ ଭେଙ୍ଗସକାର ଏବଂ…

ଆଉ ଦେଖିବାକୁ ମିଳିବନି ସୁଇଂ ବୋଲର ଝୁଲଣ ଗୋସ୍ୱମୀଙ୍କ ଜଲୱା, ଅନ୍ତର୍ଜାତୀୟ କ୍ରିକେଟକୁ କଲେ ଅଲବିଦା

କେନ୍ୟୁଜ୍(ବ୍ୟୁରୋ): ଆଉ ଦେଖିବାକୁ ମିଳିବନି ଭାରତୀୟ ମହିଳା କ୍ରିକେଟ ଦଳର ସୁଇଂ ବୋଲର ଝୁଲଣ ଗୋସ୍ୱମୀଙ୍କ ଜଲୱା । ଦୀର୍ଘ ୨୦ ବର୍ଷ ଧରି ଖେଳି ଆସୁଥିବା ଝୁଲଣ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ଇଂଲଣ୍ଡର ଐତିହାସିକ ଲର୍ଡସ ପଡ଼ିଆରେ ସେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌…

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ବିଶ୍ବକପ୍‌ ବିଜେତା ଇଅନ ମୋର୍ଗାନ, ୧୬ ବର୍ଷର ଲମ୍ବା କ୍ୟାରିୟରକୁ କହିଲେ ଅଲବିଦା

ନୂଆଦିଲ୍ଲୀ : ଇଂଲଣ୍ଡର ବିଶ୍ବକପ ବିଜେତା ଅଧିନାୟକ ଇଅନ ମୋର୍ଗାନ ଜୁନ ୨୮ରେ (ମଙ୍ଗଳବାର) ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ନେବେ ବୋଲି ଆଲୋଚନା ହେଉଥିଲା । ଏହାକୁ ନେଇ ବର୍ତ୍ତମାନ ବିଭିନ୍ନ ମିଡିଆରେ ଚର୍ଚ୍ଚା ହେଉଥିଲା । ଯାହା ଆଜି ସତରେ ପରିଣତ ହୋଇଛି । ନିଜର ଖରାପ ଫର୍ମ ଓ…