Browsing Tag

international daughters day

ଆଜି ଅନ୍ତର୍ଜାତୀୟ କନ୍ୟା ଦିବସ: କନ୍ୟା ଆଣିଦିଏ ଖୁସିର ସମ୍ଭାର, ଘରେ ଭରିଯାଏ ସୁଖ ଅପାର

ସୃଷ୍ଟିକୁ ଆଗକୁ ନେବାରେ ନାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ମହିଳାଙ୍କ ବିନା ସୃଷ୍ଟିର ସର୍ଜନା ଅସମ୍ଭବ। ବିଭିନ୍ନ ରୂପରେ ନାରୀଟିଏ ସବୁବେଳେ ପରିବାରରୁ ସମାଜ ପର୍ଯ୍ୟନ୍ତ ସମସ୍ତଙ୍କର ସେବା କରି ଆସୁଛି। କେତେବେଳେ ମା’ ରୂପେ ତ ଆଉ କେତେବେଳେ ଭଗିନୀ ରୂପେ। ପୁଣି କେତେବେଳେ ଜାୟା ଭାବେ…