Browsing Tag

international friendship day

ଦୁହିଁଙ୍କ ମଧ୍ୟରେ ଥିବା ସ୍ନେହର ସମ୍ପର୍କକୁ ହିଁ ତ ବନ୍ଧୁତା କୁହାଯାଏ: ଏଇ ଯେମିତି ସୁକମଣି ଓ ମେଧାଙ୍କ ସମ୍ପର୍କ

ସୁବର୍ଣ୍ଣପୁର(କେନ୍ୟୁଜ୍): ଆଜି ହେଉଛି ଅର୍ନ୍ତଜାତୀୟ ବନ୍ଧୁତା ଦିବସ । ବନ୍ଧୁ ପାଇଁ ଦିନଟିଏ । ସମାଜରେ ଆପଣ ଅନେକ ପ୍ରକାର ବନ୍ଧୁ ଦେଖିଥିବେ । କେଉଁଠି ବନ୍ଧୁଟିଏ ବନ୍ଧୁତାରେ ବିଶ୍ୱାସ ଘାତକତା କରୁଛି ତ ଆଉ କେଉଁଠି ବନ୍ଧୁ ପାଇଁ ବନ୍ଧୁଟିଏ ଜୀବନ ବି ହାରିଦେଉଛି । ହେଲେ ଆଜି ଅମେ ଏଭଳି…