ଯୁଦ୍ଧ ମଧ୍ୟରେ ୟୁକ୍ରେନକୁ ସହାୟତାର ହାତ ବଢାଇଲା ବ୍ରିଟେନ, ପ୍ରଧାନମନ୍ତ୍ରୀ ଜନସନ କରିବେ ଆର୍ଥିକ ସହାୟତା
ଏକ ମାସ ହେବା ଲାଗିରହିଛି ଋଷ ଓ ୟୁକ୍ରେନ ଯୁଦ୍ଧ। ପୁଟିନ ହଟୁନାହାନ୍ତି କି ଜେଲେନସ୍କି ମଧ୍ୟ ଟଳୁ ନାହାନ୍ତି। ୟୁକ୍ରେନ ନିଜର ଅନେକ ସହର ହରାଇଥିବା ବେଳେ ୟୁକ୍ରେନକୁ ବର୍ତ୍ତମାନ ସହାୟତାର ହାତ ବଢ଼ାଇଛି ବ୍ରିଟେନ। ପ୍ରାୟ ୬ ହଜାର କ୍ଷେପଣାସ୍ତ୍ର ଏବଂ ଆର୍ଥିକ ସହାୟତା ପଠାଇବେ ବ୍ରିଟିଶ…