Browsing Tag

international news

ବିବାହ ବନ୍ଧନରେ ବାନ୍ଧିହେଲେ ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ, ଏକାଠି ହେଲେ ପୁରା ପାରିବାର

କେନ୍ୟୁଜ୍‌(ବ୍ୟୁରୋ): ରବିବାର ଦିନ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଟିଫାନି ଟ୍ରମ୍ପ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଟିଫନି ତାଙ୍କ ପ୍ରେମିକ ମାଇକେଲ ବୋଲସଙ୍କୁ ବିବାହ କରିଛନ୍ତି । ରିପୋର୍ଟ ଅନେୁସାରେ ଡୋନାଲ୍ଡ ଟ୍ରମ୍ପ, ଝିଅ ଟିଫାନି ଟ୍ରମ୍ପଙ୍କୁ…

ଇସ୍ତାନବୁଲରେ ବୋମା ବିସ୍ଫୋରଣ; ଜଣେ ଗିରଫ, ୬ ମୃତ, ୮୧ ଆହତ

ତୁର୍କୀର ଇସ୍ତାନବୁଲରେ ଭୟଙ୍କର ବିସ୍ଫୋରଣରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୮୧ ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ପୋଲିସ ଜଣେ ସନ୍ଦିଗ୍ଧକୁ ଗିରଫ କରିଛି। ବିସ୍ଫୋରଣର ଶବ୍ଦ ଏତେ ଭୟଙ୍କର ଥିଲା ଯେ ଲୋକେ ଭୟଭୀତ ହୋଇ ଏଣେତେଣ ଦୌଡ଼ିଥିଲେ । ବିସ୍ଫୋରଣ ପରେ ପୂରା ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା ।…

ଖବର ପାଇ ରାସ୍ତାରେ ପହଞ୍ଚିଲେ ଆମ୍ବୁଲାନ୍ସ ଡ୍ରାଇଭର, ନିଜ ପୁଅକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖି ଉଡ଼ିଗଲା ହୋସ

କେନ୍ୟୁଜ୍‌ : ମାଲେସିଆରେ ଏମିତି ଏକ ଘଟଣା ଘଟିଛି  ଯାହା ଆପଣଙ୍କ ଛାତି ଥରାଇ ଦେବ । ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଏକ ସଡ଼କ ଦୁର୍ଘଟଣାର ଖବର ଆସିଲା,ସେ ପହଞ୍ଚିଲା ବେଳକୁ ସେଠାରେ ତାଙ୍କର ପୁଅର ଦୁର୍ଘଟଣା ହୋଇଥିଲା ଆଉ ମୃତ ପୁଅର ଶବ ପଡ଼ିଥିଲା ।  ରିପୋର୍ଟ ଅନୁସାରେ ଜଣେ ୪୯ ବର୍ଷୀୟ…

୨୦୨୨ ବାଲିଯାତ୍ରାରେ ମୁଖ୍ୟ ଆକର୍ଷଣ ଲେଜର ଲାଇଟ୍ ଶୋ, ଜମୁଛି ଲୋକଙ୍କ ଭିଡ଼

ଆଜି ଅର୍ଥାତ୍ ନଭେମ୍ବର ୮ ତାରିଖରୁ ଆରମ୍ଭ ହେଉଛି ବିଶ୍ଵ ପ୍ରସିଦ୍ଧ ବାଲିଯାତ୍ରା। ଯାହାକି ଏସିଆର ସବୁଠାରୁ ବଡ ଓପନ୍ ଟ୍ରେଡ ଫେୟାର। ଓଡ଼ିଶାର ସଂସ୍କୃତି ଓ ପରମ୍ପରା ପାଇଁ ପ୍ରତିବର୍ଷ ହୁଏ ଏହି ବିଶ୍ଵ ପ୍ରସିଦ୍ଧ ବାଲିଯାତ୍ରା। ତେବେ ଚଳିତ ବର୍ଷର ଆକର୍ଷଣ ରହିଛି ଲେଜର୍ ଲାଇଟ୍ ଶୋ।…

ଚୀନ୍-ପାକିସ୍ତାନ ମିଶି ତିଆରି କରୁଛନ୍ତି ବିଶ୍ୱ ବିନାଶକାରୀ ଭାଇରସ୍, ଗୁପ୍ତ ଲ୍ୟାବରେ ଚାଲିଛି ପରୀକ୍ଷା

ପୁଣି ପୃଥିବୀକୁ ଆସିପାରେ ବିନାଶକାରୀ ଭାଇରସ୍‌। କୋଭିଡ୍‌ ୧୯ ପାଇଁ ସାରା ବିଶ୍ୱର ଭିଲେନ୍‌ ସାଜିଥିବା ଚୀନ୍‌ ଏହି ଭାଇରସ୍‌ ତିଆରି କରୁଛି । ଆଉ ତା ସହ ମିଶିଛି ପାକିସ୍ତାନ । ଗୁପ୍ତ ଲାବରେଟୋରୀରେ ଚଲିଛି ପରୀକ୍ଷା ନିରୀକ୍ଷା।ଏଭଳି କିଛି ଭୟଙ୍କର ଖବର ଏବେ ଚର୍ଚ୍ଚାକୁ ଆସିଛି। ଏକଥା…

Microsoft ସିଇଓ ସତ୍ୟ ନଡେଲାଙ୍କୁ ମିଳିଲା ଦେଶର ତୃତୀୟ ସର୍ବୋଚ୍ଚ ସମ୍ମାନ ପଦ୍ମ ଭୂଷଣ

ମାଇକ୍ରୋସଫ୍ଟର CEO ଙ୍କୁ ମିଳିଛି ଭାରତର ତୃତୀୟ ସର୍ବୋଚ୍ଚ ସମ୍ମାନ ପଦ୍ମ ଭୂଷଣ। ଏହି ଅବସରରେ ସତ୍ୟ ନଡେଲା କହିଛନ୍ତି, ଏହି ସମ୍ମାନ ପାଇବା ତାଙ୍କ ପାଇଁ ଗର୍ବର କଥା। ଏହି ସମ୍ମାନ ତାଙ୍କୁ ଆହୁରି ଅଧିକ କରିବା ପାଇଁ ପ୍ରେରଣା ଦେବ। ସେ କହିଛନ୍ତି ରାଷ୍ଟ୍ରପତି ଓ ପ୍ରଦାନମନ୍ତ୍ରୀଙ୍କ ପରି…

ଭାରି ପଡ଼ିଲା ଭାରତ ବିରୋଧୀ ମନ୍ତବ୍ୟ, ବ୍ରିଟିଶ ଗୃହମନ୍ତ୍ରୀ ସୁଏଲା ବ୍ରେୱରମୈନଙ୍କୁ ଛାଡିବାକୁ ପଡିଲା ନିଜ ପଦବୀ

ବ୍ରିଟେନରେ ରାଜନୈତିକ ଓ ଆର୍ଥିକ ସମସ୍ୟା ଭିତରେ ଗୃହ ମନ୍ତ୍ରୀ ସୁଏଲା ବ୍ରେୱରମୈନ ନିଜ ପଦବୀ। ସେ ସରକାରୀ ନିୟମର ଉଲଂଘନ କରିଥିବା କହି ଇସ୍ତଫା ଦେଇଛନ୍ତି। ପ୍ରଧାମନ୍ତ୍ରୀ ଜିଲ ଟ୍ରସଙ୍କ କ୍ୟାବିନେଟକୁ ଏକ ସପ୍ତାହ ହେବାରେ ଆଉ ଜଣେ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଏହା ପୁର୍ବରୁ ଜିଲ୍…

୧,୦୦୦ ରୁ ଅଧିକ କର୍ମଚାରୀଙ୍କୁ ଚାକିରିରୁ କାଢ଼ିଲା Microsoft, ୨୦୨୨ ଜୁଲାଇ ଠାରୁ ୧ ପ୍ରତିଶତ କର୍ମଚାରୀଙ୍କୁ…

ମାଇକ୍ରୋସଫ୍ଟର ପ୍ରାୟ ୧ ଲକ୍ଷ ୮୦ ହଜାର କର୍ମଚାରୀ ଅଛନ୍ତି। ୨୦୨୨ ଜୁଲାଇ ଠାରୁ କମ୍ପାନୀ ପ୍ରାୟ ୧ ପ୍ରତିଶତ ଲୋକଙ୍କୁ ବରଖାସ୍ତ କରିଛି। କହିବାକୁ ଗଲେ ଏହି ବଡ଼ ଆଇଟି କମ୍ପାନୀ ମାଇକ୍ରୋସଫ୍ଟ ପ୍ରାୟ ୧ ହଜାର ଲୋକଙ୍କୁ ବରଖାସ୍ତ କରିଛି। ଜୁଲାଇ ପରଠାରୁ ଏହା ହେଉଛି ତୃତୀୟ ଥର ପାଇଁ କମ୍ପାନୀ…

ମୃତ ଜୀବମାନଙ୍କ ହେତୁ ସମୁଦ୍ରରେ ସବୁଠାରୁ ହୁଏ ବଡ଼ ଭୂକମ୍ପ, ସ୍ପଷ୍ଟ କଲା ଅନୁସନ୍ଧାନକାରୀ ସଂସ୍ଥା

ଅନେକ ସମୟରେ ସମୁଦ୍ରରେ ଝଡ଼ ସୃଷ୍ଟି ହେବାର ଆପଣ ଜାଣିଥିବେ। ଯାହା ପାଇଁ କେବଳ ସାମୁଦ୍ରିକ ପ୍ରାଣୀ ନୁହେଁ ସ୍ଥଳ ଭାଗରେ ଥିବା ପ୍ରାଣୀ ମଧ୍ୟ ଖରାପ ଭାବେ ପ୍ରଭାବିତ ହୋଇ ଥାଆନ୍ତି। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଏହି ସାମୁଦ୍ରିକ ଝଡ଼ର ମୁଖ୍ୟ କାରଣ କ'ଣ ହୋଇପାରେ। ପୁଣି…

ଫରାସୀ ଲେଖିକା ଆନି ଅରନକ୍ସଙ୍କୁ ୨୦୨୨ ସାହିତ୍ୟରେ ନୋବେଲ ପୁରସ୍କାର

ପ୍ରତିବର୍ଷ ନୋବେଲ ପୁରସ୍କାର ପାଇଁ ମାନ୍ୟଗଣ ବ୍ୟକ୍ତିଙ୍କୁ ଚୟନ କରାଯାଇଥାଏ। ଚଳିତ ବର୍ଷ ମଧ୍ୟ ଫ୍ରେଞ୍ଚ ବା ଫରାସୀ ଲେଖିକା ଆନି ଅରନକ୍ସଙ୍କୁ ସାହିତ୍ୟରେ ନୋବେଲ ପୁରସ୍କାର ଦିଆଯାଇଛି। ସ୍ଵିଡେନ ରାଜଧାନୀ ଷ୍ଟାକହୋମରେ ଆଜି ସାହିତ୍ୟ ନୋବେଲ ପୁରସ୍କାର ପାଇଁ ତାଙ୍କ ନାମ ଘୋଷଣା କରାଯାଇଥିଲା।…

ଆମେରିକା ଏବଂ ଭାରତ ମିଳିତ ଭାବେ କରିବେ ଡ୍ରୋନ୍ ନିର୍ମାଣ, ବିସ୍ତାରବାଦୀ ଚୀନ ଉପରେ ରଖିବ ନଜର

ଯେତେବେଳେ ୨୦୧୬ ରେ ଡୋନାଲ୍ଡ ଟ୍ରମ୍ପ ଆମେରିକାରେ କ୍ଷମତା ଗ୍ରହଣ କଲେ, ସେତେବେଳେ ଭାରତ ଏବଂ ଆମେରିକା ମଧ୍ୟରେ ଅନେକ ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା।ତେଣୁ ବର୍ତ୍ତମାନ ଭାରତ-ଆମେରିକା ଏକତ୍ର ହୋଇ ଡ୍ରୋନ୍ ତିଆରି କରିବେ। ଯାହାକି ବିସ୍ତାରବାଦୀ ଚୀନ୍‌ର ମୁକାବିଲା ପାଇଁ…

ଶହେ ବର୍ଷ ପରେ ଖୋଲିବ ମହାରାଣୀଙ୍କ ଚିଠି ରହସ୍ୟ, ଠିକଣାରେ ଅଛି ସିଡନୀ ମେୟରଙ୍କ ନାଁ

କଥାରେ ଅଛି ‘ବଡ଼ ଘର ବଡ଼ ଗୁମର କଥା’। ହେଲେ ବ୍ରିଟିଶ ରାଜ ପରିବାରର ଇତିହାସ ଓ ବର୍ତ୍ତମାନକୁ ବୋଧହୁଏ ଅନେକ ତପସ୍ୟା କରିବାକୁ ହେବ। ଏଠି ରହସ୍ୟ ଫିଟିବା ଭାରି କଷ୍ଟକର। ଗତ ସେପଟେମ୍ବର ୮ ତାରିଖରେ ମହାରାଣୀ ଏଲିଜାବେଥ୍‌-୨ଙ୍କର ମୃତ୍ୟୁ ହୋଇଛି। ଏଯାଏ ଶୋକ ପାଳନ କରୁଛି ପୂରା ରାଜ୍ୟଗୋଷ୍ଠୀ…