ଓମିକ୍ରନ୍ ଭୟ: ବିଦେଶୀ ବିମାନ ଯାତ୍ରୀଙ୍କ ପାଇଁ ବିଏମ୍ସି ଜାରି କଲା ନୂଆ ଗାଇଡ୍ଲାଇନ୍
ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଷ୍ଟ୍ରେନ୍ ମିଳିବା ପରେ ସାରା ଦୁନିଆରେ ଏବେ ଭୟର ବାତାବରଣ ଦେଖାଦେଇଛି। ଲୋକମାନେ ପୁଣି ଥରେ ଲକ୍ଡାଉନ୍ ହୋଇଯିବ ଭାବି ଡରିଯାଇଛନ୍ତି। ତେବେ ଇତି ମଧ୍ୟରେ ମୁମ୍ବାଇ ପ୍ରଶାସନ ଏ ନେଇ କଠୋର ହୋଇଛି। ଦକ୍ଷିଣ ଆଫ୍ରିକାରୁ ମୁମ୍ବାଇ ଏୟାରପୋର୍ଟକୁ ଆସୁଥିବା…