Browsing Tag

international plane

କରୋନା ଭାଇରସ୍ ଯୋଗୁଁ ପୁଣି ଘୁଞ୍ଚିଲା ଅନ୍ତଃରାଷ୍ଟ୍ରୀୟ ବିମାନ ଚଳାଚଳ, ୧୪ ଏପ୍ରିଲ ଯାଏଁ ଉଡିବ ନାହିଁ ବିମାନ

ଦିଲ୍ଲୀ: କରୋନା ଭାଇରସ୍ ସହ ଲଢିବା ପାଇଁ ସାରା ଦେଶକୁ ଲକଡାଉନ୍ ଘୋଷଣା କରିବା ପରେ ସରକାର ଆଜି ପୁଣି ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସୂଚନା ଅନୁଯାୟୀ ଅନ୍ତଃରାଷ୍ଟ୍ରୀୟ ବିମାନ ଉଡାଣ ଉପରେ ପୁଣିଥରେ ୧୪ ଏପ୍ରିଲ ପର୍ଯ୍ୟନ୍ତ ରୋକ୍ ଲଗାଇ ଦିଆଯାଇଛି । ତେବେ ଗତ ସପ୍ତାହରେ ଏହାକୁ ଏକ ସପ୍ତାହ…