Sabuthi Sabubele Hata Muthare Khabar
Browsing Tag

international space station

ଶୌଚାଳୟ ଖରାପ ହେବା କାରଣରୁ ଅନ୍ତରୀକ୍ଷ ଷ୍ଟେଶନର ଯାତ୍ରୀମାନେ ଚିନ୍ତିତ, ପିନ୍ଧିବାକୁ ପଡ଼ୁଛି ଡାୟପର

ଅନ୍ତରାଷ୍ଟ୍ରୀୟ ଅନ୍ତରୀକ୍ଷ ଷ୍ଟେଶନ(ଆଇଏସ୍‌ଏସ୍‌)ର କୌଣସି ବି ଶୌଚାଳୟ ଚାଲୁ ସ୍ଥିତିରେ ନାହିଁ। ଏହି କାରଣରୁ ଅନ୍ତରୀକ୍ଷ ଯାତ୍ରୀମାନଙ୍କୁ ଡାୟପର ପିନ୍ଧି କାମ କରିବାକୁ ପଡ଼ୁଛି ବୋଲି ବୁଧବାର ନାସା ସୂଚନା ଦେଇଛି। ଆଇଏସ୍‌ଏସ୍‌ କମାଣ୍ଡର ଲୁସା ପରମିଟାନୋଙ୍କ ଅନୁସାରେ, ଆମେରିକୀୟ ଭାଗରେ…

ଏହି ଦୁଇ ମହିଳା ଅନ୍ତରୀକ୍ଷରେ ରଚିବାକୁ ଯାଉଛନ୍ତି ଇତିହାସ, ଜାରିହେଲା ଏପରି ଭିଡିଓ

ଦୁଇଜଣ ମହିଳା ମିଶି ଅନ୍ତରୀକ୍ଷରେ ଇତିହାସ ରଚିବାକୁ ଯାଉଛନ୍ତି । ସ୍ପେସୱାକ କରିବେ ମହିଳା । ଅନ୍ତରୀକ୍ଷ ବିଜ୍ଞାନର ଇତିହାସରେ ଏପରି ପ୍ରଥମ ଥର ଦେଖିବାକୁ ମିଳିବ ଯେଉଁଠି ଦୁଇଜଣ ମହିଳା ଏକାସାହିତ ସ୍ପେସୱାକ କରିବାକୁ ଯାଉଛନ୍ତି । ଅକ୍ଟୋବର ୨୧ ତାରିଖରେ ଏହି ଇତିହାସ ରଚାଯିବ । ଏହି…

ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନରେ ପ୍ରଥମ ଫସଲ କରିବା ପ୍ରସ୍ତୁତିରେ ନାସା

ଆମେରିକାର ସ୍ପେସ୍ ଏଜେନ୍ସୀ ନ୍ୟାସନାଲ ଏରୋନଟିକ୍ସ ଏଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ (ନାସା) ଦ୍ବାରା ଅନ୍ତରିକ୍ଷରେ ଫଳ ଫସଲ କରିବା ପ୍ରୟାସ ଶୀଘ୍ର ହିଁ ସଫଳ ହୋଇପାରେ। ଯଦି ସବୁ କିଛି ଠିକ ଭାବରେ ହୋଇଗଲା ତେବେ ନଭେମ୍ବରରେ ନାସା ଅନ୍ତରାଷ୍ଟ୍ରୀୟ ଅନ୍ତରୀକ୍ଷ ଷ୍ଟେସନରେ ଏକ ନୂତନ ଜିନିଷର ଫସଲ…