Browsing Tag

international story

ଦୁନିଆର ଏହି ପାଞ୍ଚଟି ଭୟଂକର ଓ ବିଷାକ୍ତ ସାପ, ଗୋଟିଏ କାମୁଡ଼ାର ବିଷ ଯୋଗୁଁ ହୋଇପାରେ ୧୦୦ ଲୋକଙ୍କ ମୃତ୍ୟୁ

ସାପର ନାମ ଶୁଣିବା ପରେ ପ୍ରାୟତ ଅନେକ ଲୋକ ଡରି ଯାଆନ୍ତି। ଅନେକ ଲୋକ ସାପର ଫଟୋ ଦେଖି ମଧ୍ୟ ଭୟଭୀତ ହୁଅନ୍ତି ଏବଂ ଏପରିକି ସେମାନଙ୍କ ସ୍ୱପ୍ନରେ ମଧ୍ୟ ସାପ ଆସିଥାଏ। କିନ୍ତୁ ଆପଣ କଣ ଜାଣନ୍ତି କି ଆମେ ରହୁଥିବା ପୃଥିବୀରେ ଏହି ସାପ ସବୁଠାରୁ ବିପଦପୂର୍ଣ୍ଣ ପ୍ରାଣୀମାନଙ୍କ ମଧ୍ୟରୁ ଅନ୍ୟତମ।…

NASA ଓ SpaceXର ଗୁରୁତ୍ୱପୂର୍ଣ୍ଣ ଲଞ୍ଚ୍‌; ଆଷ୍ଟ୍ରୋଏଡ୍‌କୁ ଆକ୍ରମଣ କରିବ ମହାକାଶଯାନ, ପୃଥିବୀକୁ ରକ୍ଷା କରିବା ପାଇଁ…

ଆମେରିକୀୟ ସ୍ପେସ୍‌ ଏଜେନ୍ସି National Aeronautics and Space Administration (NASA) ଏବଂ ମହାକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଘରୋଇ କମ୍ପାନୀ ସ୍ପେସ୍‌ଏକ୍ସ (SpaceX) ବୁଧବାର ଅର୍ଥାତ୍‌ ୨୪ ନଭେମ୍ବରରେ ଏକ ମହାକାଶଯାନ ଲଞ୍ଚ୍‌ କରିବାକୁ ଯାଉଛନ୍ତି। ଏହା ସୁଦୂର ମହାକାଶରେ ଚକ୍କର…

ଫେସ୍‌ ମାସ୍କ ଜାଗାରେ ମୁହଁରେ ପେଣ୍ଟ୍‌ କରାଇଥିଲେ ଯୁବତୀ, ଧରାପଡ଼ିବା ପରେ ମିଳିଲା ଏମିତି ଦଣ୍ଡ

କରୋନାର ଏହି ସଙ୍ଗୀନ ସ୍ଥିତିରେ ବୈଜ୍ଞାନିକ ଓ ଡାକ୍ତରମାନେ ସଂକ୍ରମଣରୁ ବର୍ତ୍ତିବା ପାଇଁ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଉଛନ୍ତି। କିନ୍ତୁ କିଛି ଲୋକ ଏହାକୁ ହେୟଜ୍ଞାନ କରୁଛନ୍ତି। ମାସ୍କ ସୁନ୍ଦରତାକୁ ନଷ୍ଟ କରି ଦେଉଛି ବୋଲି ସେମାନେ ଭାବୁଛନ୍ତି। ଏହାରି ଭିତରେ ବାଲିରୁ ଏମିତି…

ଆସିଲା ପ୍ରଥମ ବିଶ୍ୱଯୁଦ୍ଧର ରିପୋର୍ଟ: ବ୍ରିଟିଶ ସାମ୍ରାଜ୍ୟରେ ଶହିଦ ଭାରତୀୟ ସୈନିକଙ୍କ ପ୍ରତି ହୋଇଥିଲା…

ପ୍ରଥମ ବିଶ୍ୱଯୁଦ୍ଧରେ ବ୍ରିଟିଶ ସାମ୍ରାଜ୍ୟ ପାଇଁ ଶହିଦ ହୋଇଥିବା ହଜାର ହଜାର ଭାରତୀୟ ଏବଂ ଅନ୍ୟ କଳା ସୈନିକମାନଙ୍କୁ ଗୋରା ସୈନିକଙ୍କ ଭଳି ସମ୍ମାନ ଦିଆଯାଇ ନ ଥିଲା। Commonwealth War Grave Commission ଏ ସମ୍ବନ୍ଧରେ ରିପୋର୍ଟ ଦେବା ପରେ ବ୍ରିଟେନ ବର୍ଣ୍ଣବିଦ୍ୱେଷ ପାଇଁ କ୍ଷମା…

ଅଜବ ଘଟଣା: ନିଜର ହିଁ ସନ୍ତାନ ସହିତ ବିବାହ କରିବାକୁ ବାତୁଳ ହେଲେ ବ୍ୟକ୍ତି, କୋର୍ଟଙ୍କ ଦ୍ୱାରସ୍ଥ ହୋଇ କହିଲେ, ‘ମୋତେ…

କୁହାଯାଏ, ବିବାହ ଦୁଇଟି ହୃଦୟର ମିଳନ। ଯେତେବେଳେ ଦୁଇଜଣ ପରସ୍ପର ସହ ଜୀବନ ବିତାଇବା ପାଇଁ ସହମତ ହୋଇଯାଆନ୍ତି, ତ ବିବାହ ବନ୍ଧନରେ ବାନ୍ଧି ହୁଅନ୍ତି। ଆମ ଦେଶ ଭାରତରେ ବିବାହ କେବଳ ଦୁଇ ଲୋକଙ୍କୁ ନେଇ ହୋଇ ନ ଥାଏ, ବରଂ ଏଥିରେ ଯୋଡ଼ି ହୋଇଯାଆନ୍ତି ଦୁଇଟି ପରିବାରର ସଦସ୍ୟ। ଏଠି ବିବାହ…

ନିଜ ବ୍ରେନ୍‌ ସର୍ଜରୀ ପାଇଁ ଲେମ୍ବୁ ପାଣି ବିକି ପଇସା ଜମା କରୁଛନ୍ତି ୭ ବର୍ଷର ଏହି ବାଳିକା, ପରିବାର ବୋଝ କମ୍‌…

କୁହାଯାଏ, ସମସ୍ୟା କେବେ କାହାକୁ ଜଣାଇ ଆସେ ନାହିଁ। ଏହା କୌଣସି ବି ସମୟରେ ହଠାତ୍‌ କଳା ବାଦଲ ଭଳି ମାଡ଼ି ଆସିଥାଏ। କିଛି ଲୋକ ଅଛନ୍ତି, ଯେଉଁମାନେ ଏହି ସମସ୍ୟା ଆଗରେ ହାର୍‌ ମାନି ନିଅନ୍ତି, ହେଲେ କିଛି ଲୋକ ଏମିତି ବି ଅଛନ୍ତି, ଯେଉଁମାନେ ନିର୍ଭୟରେ ଏହାକୁ ସାମ୍ନା କରିବାକୁ ଦମ୍ଭ…

୫୦୦ ବର୍ଷ ପୁରୁଣା ଚିନାମାଟି ଗିନାର ନିଲାମୀ, ୨୫୦୦ ଟଙ୍କାର ଜିନିଷ ବିକ୍ରି ହେବ ୩.୬ କୋଟି ଟଙ୍କାରେ

ଆମେରିକାରେ ୨୫୦୦ ଟଙ୍କାର ଏକ ଚିନାମାଟି ଗିନା ୩.୬ କୋଟି ଟଙ୍କାରେ ବିକ୍ରି ହୋଇପାରେ। ଏବେ ଆପଣ ଭାବୁଥିବେ, ଏମିତି କ’ଣ ଅଛି ଏହି ଗିନାରେ ଯେ ଲୋକେ ଏତେ କୋଟି ଟଙ୍କା ଦେଇ ଏହାକୁ କିଣିବାକୁ ପ୍ରସ୍ତୁତ ଅଛନ୍ତି। ରିପୋର୍ଟ ମୁତାବକ, ଏହି ଗିନା ଏଥିପାଇଁ ଖାସ୍‌, କାହିଁକି ନା, ୧୫ଶ ଶତାବ୍ଦୀର…

ପ୍ରେମିକ ସହିତ ହାତକଡ଼ି ଲଗାଇ ଜୀବନ ବିତାଉଥିଲେ ପ୍ରେମିକା, ହେଲେ ଏବେ ହୋଇଗଲେ ଏଭଳି ଅବସ୍ଥା, ହସ୍ପିଟାଲରେ ଭର୍ତ୍ତି

ୟୁକ୍ରେନ୍‌ର ଜଣେ କପଲ୍‌ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସେମାନେ ହେଲେ ଆଲେକ୍ସଜ୍ୟାଣ୍ଡର ଓ ଭିକ୍ଟୋରିଆ। ଏହି କପଲ୍‌ ଭ୍ୟାଲେଣ୍ଟାଇନ୍‌ ଡେ’ପରଠାରୁ ନିଜକୁ ହାତକଡ଼ିରେ ବାନ୍ଧି ରଖିଛନ୍ତି। କିନ୍ତୁ ସେମାନଙ୍କର ଏଭଳି ପ୍ରୟୋଗ ଏବେ ସେମାନଙ୍କୁ ଭାରୀ ପଡ଼ିଯାଇଛି। ଏଥିଯୋଗୁ…

ଦେଖନ୍ତୁ Photo: ଟ୍ରକ୍‌ରେ ଲଦି ୧୩୯ ବର୍ଷର ପୁରାତନ କୋଠାକୁ କରି ଦିଆଗଲା ଶିଫ୍ଟ, ଖର୍ଚ୍ଚ ହେଲା ୩ କୋଟି !

ଆମେ ରହୁଥିବା ଘର କୌଣସି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଶିଫ୍ଟ ହୋଇପାରିବ କି? ନିଶ୍ଚିତ ଭାବେ ନା। କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ କାର୍ଲିଫର୍ଣ୍ଣିଆର ସାନ୍‌ ଫ୍ରାନ୍ସିସ୍କୋରେ ଏବେ ଏହା ସମ୍ଭବ ହୋଇଛି। ୫୦୦୦ ବର୍ଗଫୁଟରେ ନିର୍ମିତ ଏକ ବିଶାଳ କୋଠାକୁ ଟ୍ରକରେ ଲଦି ଗୋଟିଏ ସ୍ଥାନରୁ…

ଦୁନିଆର ସେହି ନିଆରା ଦେଶ, ଯାହା ‘ମିନି ହିନ୍ଦୁସ୍ତାନ’ ନାଁରେ ଜଣାଶୁଣା, ହିନ୍ଦୀ ଭାଷାରେ ଲୋକେ ହୋଇଥାଆନ୍ତି…

ବିଶ୍ୱରେ ଏମିତି ଅନେକ ଦେଶ ଅଛିି, ଯେଉଁଠି ଭାରତୀୟମାନଙ୍କ ସଂଖ୍ୟା ବହୁତ ଅଧିକ ରହିଛି। ଦକ୍ଷିଣ ପ୍ରଶାନ୍ତ ମହାସାଗରର ମେଲାନେଶିଆରେ ମଧ୍ୟ ଏମିତି ହିଁ ଏକ ଦ୍ୱୀପୀୟ ଦେଶ ଅଛି, ଯେଉଁଠି ପାଖାପାଖି ୩୭ ପ୍ରତିଶତ ହେଉଛନ୍ତି ଭାରତୀୟ। ଏମାନେ ଶହ ଶହ ବର୍ଷ ଧରି ଏଠାରେ ରହି ଆସୁଛନ୍ତି। ଏହି କାରଣରୁ…

ଅତି ଜଘନ୍ୟ କାଣ୍ଡ: ପ୍ରେମିକାକୁ ମାରି ବ୍ରେନ୍‌ ଭାଜି ଖାଇଲା ପ୍ରେମିକ, ରକ୍ତ ପିଇ ବଳକା ରକ୍ତରେ ବନାଇଲା ପେଣ୍ଟିଂ,…

ଅନେକ ସମୟରେ ଏମିତି କିଛି ଅପରାଧ ଘଟଣା ସାମ୍ନାକୁ ଆସିଥାଏ, ଯାହା ଉପରେ ସହଜରେ ବିଶ୍ୱାସ କରି ହୁଏନି। ଆଜି ଆମେ ଆପଣଙ୍କୁ ଠିକ୍‌ ଏମିତି ଏକ ଅପରାଧୀ ବିଷୟରେ କହିବୁ, ଯିଏ ନିଜ ଏକ୍ସ ଗାର୍ଲଫ୍ରେଣ୍ଡକୁ ନା କେବଳ ହତ୍ୟା କରିଛି, ବରଂ ତା’ ରକ୍ତ ପିଇ, ବ୍ରେନ୍‌ ଭାଜି ଖାଇଯାଇଛି। ଏଥିରେ…

ନାତିକୁ ପଢ଼ାଉ ପଢ଼ାଉ ଫିଟିଗଲା ଜେଜେମା’ର ଭାଗ୍ୟ, ବହିରୁ ମିଳିଲା ଏମିତି ସମ୍ପତ୍ତି ଯେଉଁଥିପାଇଁ…

କେବେ ଆପଣ କାହାକୁ ପଢ଼ାଉ ପଢ଼ାଉ ଧନୀ ହୋଇଯାଇଛନ୍ତି କି? ଏବେ ଆପଣ ଭାବୁଥିବେ ଏ କେମିତିକା ପ୍ରଶ୍ନ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ ବିଷୟରେ କହିବାକୁ ଯାଉଛୁ, ଯାହାକୁ ପଢ଼ି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଗତ ଏପ୍ରିଲ ୩ ତାରିଖରେ କାନାଡ଼ାରେ ଜଣେ କପଲ ୧୦ ଲକ୍ଷ କାନାଡିଆନ ଡଲାର…