୧୦ ଦିନ ତଳେ ଗର୍ଭବତୀ ଥିବା ଜଣାପଡ଼ିଥିଲା, ୧୧ ତମ ଦିନରେ ହେଲା ଝିଅ ଜନ୍ମ; ଡାକ୍ତର ବି ଜାଣିପାରୁନାହାନ୍ତି କାରଣ
ମାତ୍ର ୧୦ ଦିନ ତଳେ ହିଁ ଜଣାପଡ଼ିଥିଲା ମହିଳା ଗର୍ଭବତୀ ଅଛନ୍ତି ଓ ୧୧ ତମ ଦିନରେ ତାଙ୍କର ଝିଅ ଜନ୍ମ ହୋଇଛି। ବିଶ୍ୱାସ ହେଉନଥିଲେ ମଧ୍ୟ କଥାଟି ଏକଦମ୍ ସତ। ମହିଳା ଗର୍ଭବତୀ ଥିଲେ ମଧ୍ୟ ସେ ନିଜେ ବି ଏକଥା ଜାଣିପାରିନଥିଲେ। ଅଚାନକ ସେ ଏ ବିଷୟରେ ଜାଣିବାକୁ ପାଇଥିଲେ ଓ ସେତେବେଳକୁ ଡେଲିଭରି…