ଦୁନିଆର ଏକ ଏଭଳି ଦେଶ, ଯେଉଁଠାରେ ଲୋକେ ଆଦୌ ବ୍ୟବହାର କରନ୍ତି ନାହିଁ ଇଣ୍ଟରନେଟ୍
ଦୁନିଆରେ ସବୁଆଡେ ଇଣ୍ଟରନେଟ୍ ବ୍ୟବହାର କରାଯାଇଥାଏ । ହେଲେ ଏମିତି ଗୋଟିଏ ଦେଶ ଅଛି ଯେଉଁଠାରେ ଆଜିର ଯୁଗରେ ବି ଇଣ୍ଟରନେଟ୍ ଆଦୌ ବ୍ୟବହାର କରାଯାଉ ନାହିଁ । ଯେଉଁଠାରେ ଆମ ଜୀବନ ଇଣ୍ଟରନେଟ୍ ସହିତ ସଂଯୁକ୍ତ, ସେଠାରେ ଏକ ଦେଶ ଅଛି ଯେଉଁଠାରେ ୦% ଇଣ୍ଟରନେଟ୍ ବ୍ୟବହାର କରାଯାଏ ।…