ଏସ୍ବିଆଇ ଗ୍ରାହକ ଏବେ ଅନ୍ଲାଇନ୍ରେ ବି ପାଇପାରିବେ Interest Certificate, ଜାଣନ୍ତୁ ଷ୍ଟେପ୍ ବାଇ ଷ୍ଟେପ୍…
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଲଗାତାର ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନିଜ ସିଷ୍ଟମ୍ରେ କେତେକ ପରିବର୍ତ୍ତନ କରୁଛି। ଯେଉଁମାନେ ଏସ୍ବିଆଇର ଏଫ୍ଡି ସ୍କିମ୍ରେ ନିବେଶ କରିଛନ୍ତି ସେମାନଙ୍କ ପାଇଁ ବ୍ୟାଙ୍କ ନେଇ ଆସିଛି ଏକ ବଡ଼ ଅପ୍ଡେଟ୍। ନିବେଶକ ଏବେ ଅନ୍ଲାଇନ୍ରେ ହିଁ ଏଫ୍ଡି…