Browsing Tag

Internet service shut down

ଶମ୍ଭୁ ସୀମାରେ କୃଷକ-ପୋଲିସ ମୁହାଁମୁହିଁ : କୃଷକଙ୍କ ଉପରେ ପୋଲିସର ଲୁହବୁହା ଗ୍ୟାସ ମାଡ଼

ନୂଆଦିଲ୍ଲୀ: ପଞ୍ଜାବ ଏବଂ ହରିୟାଣା ସୀମା ଶମ୍ଭୁ ବର୍ଡରରେ ପୋଲିସ ଓ କୃଷକ ମୁହାଁମୁହିଁ । ଦିଲ୍ଲୀକୁ କୃଷକ ପ୍ରବେଶ କରିବା ବେଳେ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି। ଏଥିରେ କିଛି କୃଷକ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି…

ମଣିପୁର ରାଜଧାନୀ ଇମ୍ଫାଲରେ ଲାଗିଲା କର୍ଫ୍ୟୁ, ୭ ଟି ଜିଲ୍ଲାରେ ଇଣ୍ଟରନେଟ ସେବା ଠପ

ମଣିପୁରର ରାଜଧାନୀ ଇମ୍ଫାଲରେ ଲାଗିଲା କର୍ଫ୍ୟୁ। ଏନେଇ ୭ ଟି ଜିଲ୍ଲାରେ ଇଣ୍ଟରନେଟ ସେବା ଠପ ରହିଛି । ରାଜ୍ୟ ସରକାର ମଣିପୁରରେ ଥିବା ୭ ଟି ଜିଲ୍ଲାରେ ଇଣ୍ଟରନେଟ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମଣିପୁର ସରକାର ଡାକ୍ତରଖାନାରେ ମଧ୍ୟ କର୍ଫ୍ୟୁ ଲଗାଇଛନ୍ତି । ସୋମବାର ମଣିପୁରରେ…

ବାଲେଶ୍ବରରେ ଗୋଷ୍ଠୀ ସଂଘର୍ଷ : ୨୦ ତାରିଖ ଦିନ ୧୦ଟା ଯାଏଁ ଇଣ୍ଟରନେଟ ସେବା ବନ୍ଦ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ୨୦ ତାରିଖ ସକାଳ ୧୦ଟା ଯାଏଁ ଇଣ୍ଟରନେଟ ସେବା ବନ୍ଦ ।  ଆବଶ୍ୟକ ପଡ଼ିଲେ ଇଣ୍ଟରନେଟ ସେବା ବନ୍ଦ ଅବଧି ବୃଦ୍ଧି କରାଯାଇପାରେ। ଘଟଣାରେ ୩୪ ଜଣଙ୍କୁ ଗିରଫ କରାଯାଇଛି । ପୌରପାଳିକା ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ବଳବତ୍ତର ରହିଛି । ସହରରେ…

ହରିୟାଣା ହିଂସା : ନୁହ ସମେତ ଅନ୍ୟ କେତେକ ସ୍ଥାନରେ ୫ ଅଗଷ୍ଟ ପର୍ଯ୍ୟନ୍ତ ମୋବାଇଲ ଇଣ୍ଟରନେଟ ଏବଂ ଏସଏମଏସ ବନ୍ଦ

ହରିୟାଣା ହିଂସାରେ ସାଂପ୍ରଦାୟିକ ଦଙ୍ଗାକୁ ରୋକିବା ପାଇଁ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ ବନ୍ଦ ରଖାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ ସେବା ସ୍ଥଗିତ ଅବଧି ବୃଦ୍ଧି କରିଛନ୍ତି ହରିୟାଣା ସରକାର। ହରିୟାଣା ସମେତ ଅନ୍ୟ କିଛି ସ୍ଥାନର ମୋବାଲ ଇଣ୍ଟରନେଟ ଏବଂ ଏସଏମଏସ ସେବା ୫…

ସମ୍ବଲପୁର ସହରରେ କୋହଳ ହେଲା କର୍ଫ୍ୟୁ, ଆଉ ୪୮ଘଣ୍ଟା ଇଣ୍ଟରନେଟ୍ ସେବା ଠପ୍

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁରକୁ ଫେରୁଛି ଶାନ୍ତି । ସ୍ଥିତି ଅଧିକ ସ୍ୱାଭାବିକ ହେବାରେ ଲାଗିଛି। ଅଧିକ କୋହଳ ହୋଇଛି କର୍ଫ୍ୟୁ । ଦିନରେ କଟକଣା ହଟିଥିବାବେଳେ ଜୀବନ ଯାତ୍ରା ସ୍ୱାଭାବିକ ଚାଲିଛି। ସହରର ସମସ୍ତ ଦୋକାନ ବଜାର ଖୋଲା ରହିଛି। କିନ୍ତୁ ନାଇଟ୍‌ କର୍ଫ୍ୟୁ ଜାରି ରହିଛି। କର୍ପ୍ୟୁ…

ସମ୍ବଲପୁର ହିଂସା : ପୁଣି ୨୪ ଘଣ୍ଟା ପାଇଁ ଇଣ୍ଟର୍‌ନେଟ୍‌ ସେବା ବନ୍ଦ, ସୂଚନା ଦେଲେ ଲୋକ ସମ୍ପର୍କ ଅଧିକାରୀ

ସମ୍ବଲପୁର (କେନ୍ୟୁଜ): ଆଜି ପୁଣି ଥରେ ସମ୍ବଲପୁର ଜିଲ୍ଲାରେ ୨୪ ଘଣ୍ଟା ପାଇଁ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ରହିବ। ସୋସିଆଲ୍‌ ମିଡିଆର ଅପବ୍ୟବହାର ଆଶଙ୍କାରେ ଏହି କଟକଣାକୁ ବୃଦ୍ଧି କରାଯାଇଛି। ଆସନ୍ତାକାଲି ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା…

ସମ୍ବଲପୁରରେ ଆଉ ୨ ଦିନ ଇଣ୍ଟରନେଟ୍ ସେବା ବନ୍ଦ; ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ,  ସ୍ଥିତି ସୁଧୁରିବା ଯାଏଁ ଜାରି…

ସମ୍ବଲପୁର (କେନ୍ୟୁଜ): ହନୁମାନ ଜୟନ୍ତୀ ଶୋଭାଯାତ୍ରା ହିଂସାକାଣ୍ଡ ପରେ ସମ୍ବଲପୁରରେ ଲାଗିଛି କର୍ଫ୍ୟୁ । ମିଛ ଖବର ଓ ଗୁଜବକୁ ନେଇ ଆଇନଶୃଙ୍ଖଳା ସ୍ଥିତି ବିଗିଡିବା ଆଶଙ୍କା ଥିବାରୁ ପୂରା ଜିଲ୍ଲାରେ ଇଣ୍ଟରନେଟ୍‌ ସେବା ବନ୍ଦ ଅବଧିକୁ ଆଉ ୪୮ ବୃଦ୍ଧି କରାଯାଇଛି । ସମ୍ବଲପୁର ଜିଲ୍ଲାପାଳଙ୍କ…