ବଜେଟ ୨୦୨୪ : କୋଟିଏ ଯୁବପିଢି କରିବେ ଇଣ୍ଟର୍ନସିପ, ପ୍ରଥମ ଥର EPFO ପଞ୍ଜୀକରଣ କରୁଥିବା କର୍ମଚାରୀଙ୍କୁ ସରକାର ଦେବେ…
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନା କରିଛନ୍ତି । ବଜେଟରେ ଯୁବପିଢିଙ୍କ ପ୍ରତି ଧ୍ୟାନ ଦେଇଛନ୍ତି ଅର୍ଥମନ୍ତ୍ରୀ । ଅର୍ଥମନ୍ତ୍ରୀ ଯୁବପିଢିଙ୍କ ଇଣ୍ଟର୍ନସିପ ପାଇଁ ଶସ୍ତା ଲୋନ ଘୋଷଣା କରିଛନ୍ତି । ସରକାର ଏକ କୋଟି ଯୁବପିଢିଙ୍କୁ ଇଣ୍ଟର୍ନସିପ ପାଇଁ ସୁଯୋଗ ଦେବେ…