Browsing Tag

interstate bus services in odisha

ଅନଲକ୍‌-୪ ଗାଇଡଲାଇନ୍: ଆଜିଠୁ ଅନ୍ତଃରାଜ୍ୟ ବସ୍ ଚଳାଚଳ ଆରମ୍ଭ, ସବୁ ଯାତ୍ରୀ କୋଭିଡ୍ କଟକଣା ମାନିବାକୁ ବାଧ୍ଯ

ଭୁବନେଶ୍ବର: ସେପ୍ଟେମ୍ବର ପହିଲା ଅର୍ଥାତ୍ ଆଜିଠାରୁ ଲୋକମାନଙ୍କର ଅନ୍ତଃରାଜ୍ୟ ଓ ଆନ୍ତଃରାଜ୍ୟ ଗମନାଗମନ ଉପରେ କୌଣସି  କଟକଣା ରହିବ ନାହିଁ।  ସ୍ୱାଭାବିକ ହେବ ବସ୍‌ ସେବା । ବ୍ୟକ୍ତିଗତ ଯାନ ଓ ମାଲପତ୍ର ପରିବହନ ନିମନ୍ତେ ଏବଂ ପଡ଼ୋଶୀ ରାଜ୍ୟରେ ବ୍ୟବସାୟବାଣିଜ୍ୟ କରୁଥିବା ବ୍ୟବସାୟୀଙ୍କ…