IOCL ରେ ୪୬୭ ପଦବୀ ଖାଲି, ଇଂଜିନିୟରିଂ କରିଥିଲେ ତୁରନ୍ତ କରନ୍ତୁ ଆବେଦନ
ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ(IOCL) ରେ ଇଂଜିନିୟରିଂ ଆସିଷ୍ଟାଣ୍ଟ, ଟେକ୍ନିକାଲ ଆଟେଣ୍ଡାଣ୍ଟ, ଜୁନିଅର କ୍ୱାଲିଟି କଣ୍ଟ୍ରୋଲ ଆନାଲିଷ୍ଟ ଏବଂ ଅନ୍ୟ ପଦବୀରେ ଭର୍ତ୍ତି ପାଇଁ ଅନଲାଇନ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ ।…