ଲୁଣ ଛଡ଼ା ଏହି ସବୁ ଜିନିଷରୁ ବି ମିଳିଥାଏ ଭରପୂର ମାତ୍ରାରେ ଆୟୋଡିନ
ଆୟୋଡିନ୍ ମସ୍ତିଷ୍କ ବିକାଶରେ ସହାୟକ ହୋଇଥାଏ। ଏଥିରୁ ଏମିତି ତତ୍ତ୍ୱ ମିଳିଥାଏ, ଯାହାକି ଶରୀର ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ଆଜି ଆମେ ଆପଣଙ୍କୁ ଜଣାଉଛୁ କି, ଆୟୋଡିନ୍ର ଅଭାବ ଦୂର କରିବା ପାଇଁ ଆପଣ ଖାଦ୍ୟରେ କେଉଁ କେଉଁ ଜିନିଷକୁ ସାମିଲ କରିପାରିବେ।
-ଆଳୁରେ…