Browsing Tag

iphone

ଚାଉଳରେ ଓଦା ଫୋନ୍‌ ରଖୁଥିଲେ ସାବଧାନ୍‌, ଆଇଫୋନ୍‌ ୟୁଜର୍ସଙ୍କୁ କଡ଼ା ଚେତାବନୀ ଦେଲା ଆପଲ୍‌

ଆମେ ବ୍ୟବହାର କରୁଥିବା ଫୋନ୍‌ ଯଦି ହଠାତ ପାଣିରେ ପଡ଼ିଯାଏ । ତେବେ ଆମେ ବ୍ୟସ୍ତ ହୋଇପଡ଼ୁ । କାରଣ ଫୋନ୍‌ ଟିକେ ଓଦା ହୋଇଗଲେ ଏହା ଖରାପ ହେବାର ସମ୍ଭାବନା ଥାଏ । ତେଣୁ କିଛି ଲୋକ ତୁରନ୍ତ ଫୋନକୁ ଚାଉଳ ଭିତରେ ରଖି ଦିଅନ୍ତି । କାରଣ ଲୋକମାନେ ଭାବନ୍ତି ଯେ ଚାଉଳରେ ଫୋନ ରଖିଦେଲେ ଏହା ଶୁଖିଯିବ…

Iphone 15 pro max ପାଇଁ ଜିଦ୍ ଧରିଲା ୧୧ ବର୍ଷର ଝିଅ, ବାପା ମନା କରିବାରୁ କହିଲା, ‘ତମେ ମୋ ଜୀବନ ନଷ୍ଟ…

ଆଜିକାଲି ଅଧିକାଂଶ ପିତାମାତା ସେମାନଙ୍କ ପିଲାମାନଙ୍କୁ ଖୁବ ଛୋଟ ବୟସରୁ ମୋବାଇଲ୍ ଫୋନ୍ ଦେଉଛନ୍ତି ଯାହା ଦ୍ୱାରା ସେମାନେ ନିଜ ପିଲାଙ୍କ ଉପରେ ସବୁବେଳେ ନଜର ରଖିପାରିବେ । କିନ୍ତୁ ଏହି ମୋବାଇଲ୍ ପରେ ସେମାନଙ୍କୁ ଅସୁବିଧାରେ ପକାଇବା ଆରମ୍ଭ କରେ, କାରଣ ତା'ପରେ ପିଲାମାନେ ମୋବାଇଲ୍ ଛାଡନ୍ତି…

କାହିଁକି Iphone ୟୁଜରଙ୍କୁ ପସନ୍ଦ ଆସେ ନାହିଁ Android? ଏହା ହେଉଛି କାରଣ

ଆପଣ ନିଶ୍ଚିତ ଭାବରେ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ୟୁଜରଙ୍କୁ ଅନେକ ଥର ଆପଲ୍ ଆଇଫୋନ୍ କିଣୁଥିବାର ଦେଖିଥିବେ, କିନ୍ତୁ ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ଆଇଫୋନ୍ ବ୍ୟବହାର କରିବା ପରେ ଆଣ୍ଡ୍ରଏଡକୁ ଯାଆନ୍ତି । ପ୍ରଶ୍ନ ହେଉଛି, ଏହା କ’ଣ ଯାହା ଆଇଫୋନ୍ ୟୁଜରଙ୍କୁ ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମକୁ…

Iphone ଯୁଜର୍ସଙ୍କ ପାଇଁ whatsapp ଆଣିଛି ଧମାକାଦାର ଫିଚର, ମିଳିବ ଅନେକ ସୁବିଧା

ହ୍ୱାଟ୍ସ ଆପ୍ ଚଳିତ ମାସ ଆରମ୍ଭରେ ଆକାଉଣ୍ଟ ପାଇଁ ଇମେଲ୍ ଆଡ୍ରେସ ଭେରିଫିକେସନ ଟେଷ୍ଟିଂ ଆରମ୍ଭ କରିଛି । ବର୍ତ୍ତମାନ, ଏହି ଫିଚର iOS ଯୁଜର୍ସଙ୍କ ପାଇଁ ଉପଲବ୍ଧ । ପୂର୍ବରୁ ହ୍ୱାଟ୍ସ ଆପ୍ କେବଳ ଫୋନ୍ ନମ୍ବର ଭେରିଫିକେସନ ପ୍ରୋସେସର ଉପଯୋଗ କରୁଥିଲା । କିନ୍ତୁ ନୂଆ ସୁବିଧା ସହିତ, ଆପଣ…

ତରଳି ଯାଉଛି iPhone 15 Pro, ଫୋନ ଦେଖିବା ପରେ ୟୁଜରଙ୍କ ଉଡ଼ିଲା ହୋସ

iPhone ଧରିବାକୁ କାହାର ବା ଇଚ୍ଛା ନଥାଏ । ବର୍ତ୍ତମାନ ସମୟରେ iPhone ଧରିବା ଅତି ସାଧାରଣ କଥା । କିନ୍ତୁ ଥରେ ଭାବନ୍ତୁ ତ ଆପଣ ଶୋଇଥିବେ ଆଉ ନିଦରୁ ଉଠି ଦେଖିବେ ଆପଣଙ୍କ ଫୋନ ତରଳି ଯାଇଛି ଆପଣ କଣ କରିବେ । ତେବେ ନିକଟରେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି । ଯାହାକୁ ନେଇ iPhone ୟୁଜର…

ଭାରତରେ iPhone ଉତ୍ପାଦନ କରିବ ଟାଟା ଗ୍ରୁପ୍‌, ଏହି କମ୍ପାନୀକୁ କରିବ ଅଧିଗ୍ରହଣ

ବହୁତ ଜଲ୍‌ଦି ଆଇଫୋନ୍ ଉତ୍ପାଦନ ଆରମ୍ଭ କରିବ ଟାଟା ଗ୍ରୁପ୍। କମ୍ପାନୀ ଉଭୟ ଲୋକାଲ୍‌ ଏବଂ ଗ୍ଲୋବାଲ୍‌ ମାର୍କେଟ୍‌ ପାଇଁ ଆଇଫୋନ୍ ଉତ୍ପାଦନ କରିବ। ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏ ନେଇ ସୋସିଆଲ…

ଲଞ୍ଚ ହେଲା iPhone 15 ସିରିଜର ୪ଟି ମଡେଲ, ଜାଣନ୍ତୁ ରହିଛି କେତେ ଦାମ

ଦୀର୍ଘ ସମୟ ଧରି iPhone 15ର ନୂଆ ମଡେଲକୁ ଅପେକ୍ଷା କରି ରହିଥିବା ଗ୍ରାହକଙ୍କ ପାଇଁ ଆସିଛି ଖୁସି ଖବର । Apple କମ୍ପାନୀ iPhone 15 ସିରିଜ ଲଞ୍ଚ କରି ସାରିଛି । ଏହି ସିରିଜରେ କମ୍ପାନୀ ୪ ଟି ମଡେଲ ଲଞ୍ଚ କରିଛି । ଯଦି ଆପଣ 15 ସିରିଜର କୌଣସି ଏକ ଫୋନ କିଣିବା ପାଇଁ ପ୍ଲାନ କରୁଛନ୍ତି…

ହଠାତ ହ୍ରାସ ପାଇଲା iPhone 11ର ମୂଲ୍ୟ, ମାତ୍ର ୨,୯୯୯ ଟଙ୍କାରେ କିଣି ପାରିବେ ଏହି ଦମଦାର ସ୍ମାର୍ଟଫୋନ

iPhone 11ର ମୂଲ୍ୟ ହଠାତ ହ୍ରାସ ପାଇଛି । ଏବଂ ଆପଣ ଏହାକୁ ବର୍ତ୍ତମାନ ୨,୯୯୯ ଟଙ୍କା ଶସ୍ତାରେ କିଣି ପାରିବେ । ୨,୯୯୯ରେ iPhone, ଆପଣଙ୍କୁ କଥାଟା ହୁଏତ ବିଶ୍ୱାସ ହେଉନଥିବ । କିନ୍ତୁ ଆମେ କହୁଥିବା ଏହି ଆଇଫୋନକୁ ଆପଣ ଫ୍ଲିପକାର୍ଟରେ ମାତ୍ର ୨,୯୯୯ ଟଙ୍କାରେ କିଣିପାରିବେ ।…

ଜାଣିଛନ୍ତି କି ପ୍ରଥମେ Appleର ଆଇଫୋନ୍ ଆସିଥିଲା ନା ଆଣ୍ଡ୍ରଏଡ୍ ଫୋନ୍ ? ଜାଣନ୍ତୁ ଏହି ପ୍ରଶ୍ନର ଉତ୍ତର

ଫୋନ ବିନା ଲୋକଙ୍କ ଜୀବନ ଅଧା । ସକାଳୁ ଉଠିବା ଠାରୁ ଶୋଇବା ପର୍ଯ୍ୟନ୍ତ ମୋବାଇଲ ନିହାତି ଜରୁରୀ । ବତ୍ତର୍ମାନର ଯୁବପିଢ଼ି ଆଣ୍ଡ୍ରଏଡ ଏବଂ ଆଇଫୋନ ଧରି ମଜା ନେଉଛନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ପ୍ରଥମେ Appleର ଆଇଫୋନ୍ ଆସିଥିଲା ନା ଆଣ୍ଡ୍ରଏଡ୍ ଫୋନ୍ ଆସିଥିଲା । ଏକଥା ଆପଣ ହୁଏତ…

iPhoneର ନୂଆ ଅପ୍‌ଡେଟ: ବଦଳିଗଲା End Call ବଟନ୍‌ର ଜାଗା, ଏବେ ଏହିଠାରୁ କାଟନ୍ତୁ କଲ୍‌

iPhoneର ନୂଆ ଅପ୍‌ଡେଟ ଆସିଛି। ଏଥିରେ End Call ବଟନ୍‌ର ଜାଗା ପରିବର୍ତ୍ତନ ହୋଇଛି। ଟେକ୍ କମ୍ପାନୀ Apple iOS 17 ଅପଡେଟ୍ ଲଞ୍ଚ କରିଛି, ଯେଉଁଥିରେ ୟୁଜରମାନଙ୍କୁ କେତେକ ନୂଆ ଫିଚର୍‌ ଦିଆଯାଇଛି। ଏହାଦ୍ୱାରା ଆଇଫୋନର ଲୁକ୍ ସମ୍ପୂର୍ଣ୍ଣ ରୂପେ ବଦଳିଯାଇଛି। iOS 17 ଅପଡେଟ୍ ଅଧୀନରେ…

ରିଲ୍ସ ପାଇଁ ଭଲ ଆଇଫୋନ ଦରକାର, ତେଣୁ ଟଙ୍କା ପାଇଁ ନିଜ ଛୁଆକୁ ବିକିଦେଲେ ବାପା ମାଆ, ଶେଷରେ ବନ୍ଧା ହୋଇଗଲେ ଜେଲ

ପଶ୍ଚିମବଙ୍ଗରେ ଜଣେ କପଲ ରିଲ୍ସ ପାଇଁ ନିଜ ୮ ମାସର ଛୁଆ କୁ ବିକି ଦେଲେ । ଏଭଳି ଚାଞ୍ଚଲ୍ୟକର ଘଟଣା ଏବେ ସବୁଠି ଚର୍ଚ୍ଚା ଧରିଛି। ଏ କି ରିଲ୍ସ ମାନିଆ ଯୁଗ ଆରମ୍ଭ ହୋଇଛି ଯେ ଏହାକୁ ନେଇ ସମସ୍ତେ ପାଗଳ। ନା ନିଜ ଜୀବନ ପ୍ରତି କିଛି ଲୋଭ ଅଛି ନା ନିଜ ଛୁଆ ପ୍ରତି। ଏମିତି ଅନେକ ଖବର ଆମେ…

ଆପଲ ରିଲିଜ କଲା iOS 16.6 ଏବଂ macOS Ventura 13.5, ଏଭଳି କରନ୍ତୁ ଅପଡେଟ

ଆପଲ, iOS 17, macOS Sonoma ଏବଂ watchOS 10 ବିଟା ପ୍ରସ୍ତୁତ କରିଛି । କମ୍ପାନୀ ଗତ ବର୍ଷର ଅପଡେଟ ପାଇଁ ଛୋଟ ଭର୍ସନ ଉପରେ କାମ ଜାରି ରଖିଛି । ୨୦୨୨ର ଅପରେଟିଂ ସିଷ୍ଟମଗୁଡିକ ଅଧିକାଂଶ ଫିଚର ଏବଂ ଚେଞ୍ଜଗୁଡିକ ଡେଲିଭର କରିଛନ୍ତି ଏବଂ ବର୍ତ୍ତମାନ ସେମାନେ କିଛି ଫାଇନାଲ ପଲିସିଂ ଆବଶ୍ୟକ…