ଆପଲ ଆଣୁଛି ଶସ୍ତା ଆଇଫୋନ, ୨୦୨୪ରେ ହେବ ରିଲିଜ
କେନ୍ୟୁଜ୍(ବ୍ୟୁରୋ): ବଜାରକୁ ଆସୁଛି ଆଇଫୋନର ବଜେଟ ସ୍ମାର୍ଟଫୋନ । ୨୦୨୪ରେ କରିବ ଲଞ୍ଚ । ଏହା ଏକ କମ ଦାମର ହେବାସହ ପ୍ରିମିୟମ ଆଇଫୋନ ସିରିଜର ବିକଳ୍ପ ହୋଇ ରହିବ । ଆଇଫୋନ 15 ସିରିଜ ସହ ଏକ ଏଫୋଡେବଲ ଫୋନ ଆଣିବା ପାଇଁ ଆପଲ ପକ୍ଷରୁ କାର୍ଯ୍ୟ ଜାରି ରହିଛି । ଆଇଫୋନ ପକ୍ଷରୁ ଏସଇ 4କୁ ଲଞ୍ଚ…