Browsing Tag

IPL

ସିଏସକେର ଐତିହାସିକ ଯୁଗ ଅନ୍ତ, ୧୮ ବର୍ଷ ପରେ ଟିମରୁ ଅଲଗା ହେଲେ ଷ୍ଟିଫନ ଫ୍ଲେମିଂ

ଚେନ୍ନାଇର ଏକ ଐତିହାସିକ ଯୁଗର ଅନ୍ତ । ଚେନ୍ନାଇ ସହିତ ୧୮ ବର୍ଷର ସଂପର୍କ ତୁଟାଇଲେ ମୁଖ୍ୟକୋଚ୍ ଷ୍ଟିଫନ ଫ୍ଲେମିଂ । ଷ୍ଟିଫନ ଫ୍ଲେମିଂ ନିଜ ସହମତିରେ ଚେନ୍ନାଇ ଠାରୁଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ଫ୍ରାଞ୍ଚାଇକ ମୁତାବକ ଫ୍ଲେମିଂ ଏବଂ ସିଏସକେ ମ୍ୟାନେଜମେଣ୍ଟ ଭିତରେ ହୋଇଥିବା ଆପୋଷ…

ଆଇପିଏଲକୁ ଫେରିବେ ସିକ୍ସର କିଙ୍ଗ, ଆଗାମୀ ସିଜିନରେ ଦିଲ୍ଲୀ କ୍ୟାପିଟାଲ୍ସ ସହ ଯୋଡ଼ି ହେବେ

ନୂଆ ରୂପରେ ଆସିପାରେ ଆଇପିଏଲ ୨୦୨୭ । ଆଉ ଏଥିରେ ପୂର୍ବତନ ଟିମ୍ ଇଣ୍ଡିଆ ଅଲରାଉଣ୍ଡର ଯୁବରାଜ ସିଂହ.ନୂଆ ଭୂମିକା ଗ୍ରହଣ କରିପାରନ୍ତି । ଖବର ମୁତାବକ, ଦିଲ୍ଲୀ କ୍ୟାପିଟାଲ୍ସ (DC) ଯୁବରାଜଙ୍କୁ ସପୋର୍ଟ ଷ୍ଟାଫରେ ଯୋଡିବାକୁ ପ୍ରସ୍ତୁତ ହେଉଛି । ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ IPL…

ଆଇପିଏଲ୍ ୨୦୨୬ ପୁରସ୍କାର ରାଶି, ଜାଣନ୍ତୁ କାହାକୁ କେତେ ମିଳିଲା

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ୍ ୨୦୨୬ର ଟ୍ରଫି ହାତେଇଛି । ଗୁଜରାଟ ଟାଇଟନ୍ସକୁ ୫ ୱିକେଟରେ ହରାଇ ଲଗାତାର ଦ୍ୱିତୀୟ ଥର ପାଇଁ ବିଜେତା ହୋଇଛି ଆରସିବି । ଆରସିବି ଟାଇଟଲ ହାତେଇବା ପରେ ଟିମ ଉପରେ ବିସିସିଆଇ ଟଙ୍କା ବର୍ଷା କରିଛି । କେବଳ ଚାମ୍ପିଅନ୍ କିମ୍ବା ରନର୍ସଅପ୍ ଦଳ ନୁହେଁ,…

ଆଇପିଏଲ ଫାଇନାଲରୁ ବାଦ୍ ପଡିବା ପରେ କାନ୍ଦିଲେ ବୈଭବ, ବୁଝାଇଲେ ଜାଡେଜା

କୋଟି କୋଟି ଫ୍ୟାନ୍ସଙ୍କ ହୃଦୟରେ ରାଜ କରୁଥିବା ବୈଭବ ସୂର୍ଯ୍ୟବଂଶୀଙ୍କ ଟିମ୍ ଆଇପିଏଲ ୨୦୨୬ରୁ ବାଦ୍ ପଡିଛି । ଶୁକ୍ରବାର ଖେଳାଯାଇଥିବା କ୍ବାଲିଫାୟର ୨ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ଗୁଜରାଟ ଟାଇଟନ୍ସ ୭ ୱିକେଟରେ ହରାଇଛି । ଏହାସହିତ ରାଜସ୍ଥାନ ଟିମ ଫାଇନାଲରେ ପ୍ରବେଶ କରିବା ସ୍ବପ୍ନ…

ପଞ୍ଜାବ କିଙ୍ଗସ ବାଦ୍ ପଡିବା ପରେ ଟ୍ରୋଲର୍ସଙ୍କ ଶିକାର ହେଲେ ଶ୍ରେୟସଙ୍କ ଭଉଣୀ ଶ୍ରେଷ୍ଠା ଆୟର, ପୁରୁଣା ଭିଡିଓକୁ ନେଇ…

ଆଇପିଏଲ ୨୦୨୬ ପ୍ଲେ ଅଫରୁ ପଞ୍ଜାବ କିଙ୍ଗସ ବାଦ୍ ପଡିବା ପରେ ସୋସିଆଲ ମିଡିଆରେ ପୁରୁଣା ଭିଡିଓ ଭାଇରଲ ହେଉଛି । ଏହି ଭିଡିଓକୁ ନେଇ ଲଗାତାର ଟ୍ରୋଲିଂର ଶିକାର ହେଉଥିବା ଶ୍ରେୟସ ଆୟରଙ୍କ ଭଉଣୀ ଶ୍ରେଷ୍ଠା ଆୟର ଏବେ ଟ୍ରୋଲର୍ସଙ୍କୁ କଡ଼ା ଜବାବ ଦେଇଛନ୍ତି । ସେ ଅଭିଯୋଗ କରିଛନ୍ତି, ଲୋକ କେବଳ…

ଚେନ୍ନାଇ ସୁପର କିଙ୍ଗସକୁ ଡବଲ ଝଟକା, ମ୍ୟାଚ୍ ହାରିବା ସହ ସମସ୍ତ ଟିମ ଖେଳାଳିଙ୍କୁ ଲାଗିଲା ଜରିମାନା

ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ପାଇଁ ଋତୁରାଜ ଗାଏକ୍ବାଡଙ୍କୁ ଜରିମାନା ଲାଗିଛି । ସ୍ଲୋ ଓଭର ରେଟ୍ ପାଇଁ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଋତୁରାଜ ଗାଏକ୍ବାଡଙ୍କ ଉପରେ ୨୪ ଲକ୍ଷ ଟଙ୍କାର…

ବୈଭବଙ୍କୁ ସାକ୍ଷାତ କଲେ ସଂଜୀବ ଗୋଏଙ୍କା, ଗାଭାସ୍କର କହିଲେ.. ଖୁବଶୀଘ୍ର କିଣିବି…

ଆଇପିଏଲରେ କମାଲ କରୁଛନ୍ତି ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ । ବୈଭବ ଲକ୍ଷ୍ନୌ ସୁପର ଜାଏଣ୍ଟସ ବିପକ୍ଷରେ ଧୂଆଁଦାର ବ୍ୟାଟିଂ କରିଛନ୍ତି । ଏହି ମ୍ୟାଚରେ ବୈଭବ ୩୮ ବଲରେ ୯୩ ରନ୍ କରି ରାଜସ୍ଥାନ ରୟାଲ୍ସ ଲକ୍ଷ୍ନୌକୁ ୭ ଓ୍ବିକେଟରେ ହରାଇଲା । ୨୨୧ ରନର ବିଜୟ ଲକ୍ଷ୍ୟକୁ ୫ ବଲ୍ ପୂର୍ବରୁ ବିଜୟ…

ପଞ୍ଜାବକୁ ସପୋର୍ଟ କରିବାକୁ ଯାଇ ଆହତ ହେଲେ ସାଜିଦ ଖାନ, ଭିଡିଓ କଲେ ସେୟାର

ବଲିଉଡ ଫିଲ୍ମରେ ଅନେକ ଗୀତ ଗାଇଛନ୍ତି ସାଜିଦ-ୱାଜିଦ । ସଲମାନ ଖାନଙ୍କ ଫିଲ୍ମ ଦବଙ୍ଗର ସମସ୍ତ ଗୀତ ଦୁଇ ଭାଇ ମିଶି କମ୍ପୋଜ କରିଥିଲେ । ୨୦୨୧ରେ ୱାଜିଦ କୋଭିଡ କାରଣରୁ ଚାଲିଗଲେ । ତାଙ୍କ ନିଧନ ପରେ ସାଜିଦ ଖାନ ଏକୁଟିଆ ମ୍ୟୁଜିକ କମ୍ପୋଜ କରୁଛନ୍ତି । ନିକଟରେ ସାଜିଦ ଖାନଙ୍କ ଏକ ଭିଡିଓ…

ତିଳକ ବର୍ମାଙ୍କୁ ନେଇ ରଙ୍ଗଭେଦ ଟିପ୍ପଣୀ ଦେଲେ ଅର୍ଶଦୀପ ସିଂ, ବ୍ୟାନ୍ ସହିତ ଦଣ୍ଡିତ କରିବାକୁ କହିଲେ ପୂର୍ବତନ ଖେଳାଳି…

ପଞ୍ଜାବ କିଙ୍ଗସର ଦ୍ରୁତ ବୋଲର ଅର୍ଶଦୀପ ସିଂଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ପୂର୍ବତନ ଭାରତୀୟ ସ୍ପିନର ଲକ୍ଷ୍ମଣ ଶିବରାମକ୍ରିଷ୍ଣନ । ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଭିଡିଓରେ ମୁମ୍ବା ଇଣ୍ଡିଆନ୍ସର ବ୍ୟାଟର ତିଳକ ବର୍ମାଙ୍କ ଉପରେ ରଙ୍ଗଭେଦ ଟିପ୍ପଣୀ କରିବା ପରେ…

ତିଳକ ବର୍ମାଙ୍କ ବିସ୍ଫୋରକ ବ୍ୟାଟିଂ, ରୋମାଞ୍ଚକର ମୁକାବିଲାରେ ବାଜି ମାରିଲା ମୁମ୍ବାଇ ଇଣ୍ଡିଆନ୍ସ

ତିଳକ ବର୍ମାଙ୍କ ବିସ୍ଫୋରକ ବ୍ୟାଟିଂ, ରୋମାଞ୍ଚକର ମ୍ୟାଚରେ ବାଜି ମାରିଲା ମୁମ୍ବାଇ । ପଂଜାବର ଲଗାତାର ୫ମ ପରାଜୟ । ରୋମାଞ୍ଚକର ଏବଂ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ବାଜି ମାରିଲା ମୁମ୍ବାଇ ଇଣ୍ଡିଆନ୍ସ । ତିଳକ ବର୍ମା ଧୂଆଁଧାର ବ୍ୟାଟିଂ କରି ଦଳକୁ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ…

ଅମ୍ପାୟର ସହିତ ଯୁକ୍ତିତର୍କ କରିଥିଲେ ଆରସିବି କୋଚ୍, ଏବେ ବିସିସିଆଇ ନେଲା ଆକ୍ସନ

IPL ୨୦୨୬ ପ୍ଲେଅଫ ମ୍ୟାଚରେ ଶୀର୍ଷରେ ରହିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ରବିବାର ୧୦ ମଇରେ ରାୟପୁର ଶହୀଦ ବୀର ନାରାୟଣ ସିଂ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଆୟୋଜିତ ମ୍ୟାଚରେ ଆରସିବି ୫ଥରି ଆଇପିଏଲ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ୨ ୱିକେଟରେ ହରାଇଛି । ଏହି ପରାଜୟ ସହିତ…

IPL ରେ ହନିଟ୍ରାପ୍ ଆଲର୍ଟ ! ବିସିସିଆଇ ଜାରି କଲା କଡ଼ା ନିୟମ

ଆଇପିଏଲ ୨୦୨୬ ସିଜିନ ଜାରି ରହିଛି । ଆଇପିଏଲକୁ ହନିଟ୍ରାପ୍ ଭୟ । ଆଇପିଏଲ୍ ସିଜିନ୍ ଅଧାରେ ବିସିସିଆଇ ସମସ୍ତ ଫ୍ରାଞ୍ଚାଇଜ୍ ପାଇଁ ନୂଆ ଏବଂ କଡ଼ା ଆଡଭାଇଜରୀ ଜାରି କରିଛି । ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ବୋର୍ଡ ହୋଟେଲ ରୁମକୁ ଆସୁଥିବା ଅତିଥି ଏବଂ ଭିଜିଟର୍ସଙ୍କ…