ରକ୍ତରେ ଜୁଡୁବୁଡୁ ହେବା ପରେ ମଧ୍ୟ ଯୋଦ୍ଧା ଭଳି ଖେଳି ଚାଲିଥିଲେ ସେନ ୱାଟସନ, ପରଜୟ ପରେ ବି ଜିତି ନେଲେ ସମସ୍ତଙ୍କ…
ଗତ ୧୨ ମେ’ରେ ହୋଇଥିବା ଆଇପିଏଲ୍ ୧୨ତମ ସିଜନର ଫାଇନାଲ୍ ମ୍ୟାଚ୍ । ଟାଇଟଲ୍ ଲଢ଼େଇରେ ଚେନ୍ନାଇ ସୁପର କିଙ୍ଗସ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ହାରି ୧ ରନ୍ରେ ହାରି ଯାଇଛି। ଏହି ମ୍ୟାଚ୍ରେ ଚେନ୍ନାଇ ତରଫରୁ ଚମତ୍କାର ବ୍ୟାଟିଂ କରିଥିଲେ ଅଲ୍ରାଉଣ୍ଡର ସେନ୍ ଓ୍ଵାଟ୍ସନ୍ । ହେଲେ ଶେଷ…