Browsing Tag

ipl 2020

ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟ୍‌କା, ଆଗାମୀ ମ୍ୟାଚରୁ ବାଦ୍‌ ପଡିଲେ ଋଷଭ ପନ୍ତ

ଚଳିତ ଆଇପିଏଲ ସିଜିନରେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଦର୍ଶନ ଭଲ ରହିଛି। କିନ୍ତୁ ଠିକ୍‌ ସମୟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଶକ୍ତ ଝଟ୍‌କା ଲାଗିଛି। ଦିଲ୍ଲୀର ଓ୍ଵିକେଟକିପର ତଥା ବ୍ୟାଟସମ୍ୟାନ ଋଷଭ ପନ୍ତ ଆହତ ହେବା କାରଣରୁ କିଛି ଦିନ ପାଇଁ ଦଳରୁ ବାଦ୍‌ ପଡିଛନ୍ତି। ଏବେ ଦଳ ପଏଣ୍ଟ ଟେବୁଲରେ…

ଆଇପିଏଲ : କୋହଲିଙ୍କ ବାଙ୍ଗାଲୋରଠାରୁ ପରାସ୍ତ ହେଲା ଧୋନିଙ୍କ ଚେନ୍ନାଇ

ଦୁବାଇ : ଭାରତୀୟ କ୍ରିକେଟ ଦଳର ବର୍ତ୍ତମାନ ଓ ପୂର୍ବତନ ଅଧିନାୟକଙ୍କ ଭିତରେ ଆଇପିଏଲ ଲଢେଇ ଭଲ ଜମିଲା ନାହିଁ । କୋହଲି ବନାମ ଧୋନି ଲଢେଇରେ ଧୋନିଙ୍କ ଚେନ୍ନାଇ ହାରିଗଲା । ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଚେନ୍ନାଇ ସୁପର କିଙ୍ଗସକୁ ୩୭ ରନରେ ହରାଇ ମ୍ୟାଚ ଜିତି ନେଇଛି । ୧୭୦ ରନ ବିଜୟ ଲକ୍ଷ୍ୟ…

ଆଇପିଏଲରୁ ଭୁବନେଶ୍ୱର କୁମାର ଓହରିବା ପରେ ଏବେ ତାଙ୍କ ସ୍ଥାନ ନେବେ ପୃଥ୍ଵୀରାଜ ୟାରା

ସନରାଇଜର୍ସ ହାଇଦ୍ରାବାଦର ଦ୍ରୁତ ବୋଲର ଭୁବନେଶ୍ବର କୁମାର ଆହତ ହୋଇ ଆଇପିଏଲରୁ ସଂପୂର୍ଣ୍ଣ ବାଦ୍ ପଡ଼ିବା ପରେ ଏବେ ତାଙ୍କ ସ୍ଥାନ ନେବେ ନବାଗତ ବାମହାତୀ ଦ୍ରୁତ ବୋଲର ପୃଥ୍ବୀରାଜ ୟାରା। ଅକ୍ଟୋବର ୨ ତାରିଖରେ ଚେନ୍ନାଇ ସୁପର୍ କିଙ୍ଗ୍ସ ବିପକ୍ଷ ମ୍ୟାଚ୍ ବେଳେ ଭୁବନେଶ୍ୱର କୁମାର ଆହତ ହେବା…

IPL 2020: ଟିକିଏ ଫୁରସତ ପାଇ ଗିଟାର ଧରି ଗୀତ ଅଭ୍ୟାସ କରୁଛନ୍ତି ଏହି ଷ୍ଟାର ଖେଳାଳି, ଦେଖନ୍ତୁ Video

ଇଣ୍ଡିଆନ ପ୍ରିମିୟର ଲିଗ(IPL)ର ୧୩ତମ ସିଜନ କରୋନା ମହାମାରୀ ଯୋଗୁ ୟୁଏଇରେ ଖେଳାଯାଉଛି। ଲିଗର ସମସ୍ତ ମ୍ୟାଚ ୩ଟି ଭେନ୍ୟୁ ୟୁଏଇ, ଦୁବାଇ ଏବଂ ଶାରଜାହରେ ଚାଲିଛି। ତେବେ ଚଳିତ ସିଜନ ବାୟୋ ବବଲରେ ଖେଳାଯାଉଛି, ଯାହାଫଳରେ ଖେଳାଳିମାନେ ବାୟୋ ବବଲରେ ହିଁ ମ୍ୟାଚ ଖେଳୁଛନ୍ତି ଏବଂ ଅଭ୍ୟାସ…

ଆଇପିଏଲ୍‌ ୨୦୨୦: ଆଜି ମୁମ୍ବାଇ ଇଣ୍ଡିଆନ୍ସକୁ ଟକ୍କର ଦେବ ରାଜସ୍ଥାନ ରୟାଲ୍ସ, ତେଓ୍ଵାତିଆଙ୍କ ଉପରେ ରହିଛି ରୋହିତଙ୍କ…

ଆଇପିଏଲ୍‌ ୨୦୨୦ରେ ମ୍ୟାଚ ୨୦ରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ପରସ୍ପର ମୁହାଁମୁହିଁ ହେବେ। ଏହି ମ୍ୟାଚର ଆବୁଧାବିର ଶେଖ ଜାଏଦ ଷ୍ଟାଡିଅମରେ ଖେଳାଯିବ। ପୂର୍ବରୁ ରାଜସ୍ଥାନ ୨୦୦୮ରେ ଆଇପିଏଲ ଟାଇଟଲ ଜିତିଥିବା ବେଳେ ମୁମ୍ବାଇ ଚାରି ଥର ଚାମ୍ପିଅନ ହୋଇସାରିଛି। ଦୁଇଟି ଯାକ ଦଳ…

ଦିଲ୍ଲୀ ଏବଂ ହାଇଦ୍ରାବାଦ୍‌କୁ ବଡ ଝଟ୍‌କା, ଟୁର୍ଣ୍ଣାମେଣ୍ଟରୁ ଓହରିଲେ ଅମିତ ମିଶ୍ରା ଏବଂ ଭୁବନେଶ୍ୱର କୁମାର

ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ୧୩ତମ ସଂସ୍କରଣରେ ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସକୁ ଲାଗିଛି ଜୋରଦାର ଝଟକା। ଦୁଇ ଫ୍ରାଞ୍ଚାଇଜିର ମ୍ୟାଚ୍ ଓ୍ଵିନର ବୋଲର ଆଘାତଜନିତ କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଛନ୍ତି। ହାଇଦ୍ରାବାଦର ଭୁବନେଶ୍ଵର କୁମାର ଜଙ୍ଘରେ ଏବଂ ଅମିତ୍…

ଶୀର୍ଷରେ ପହଞ୍ଚିବା ପାଇଁ ଆଜି ଦିଲ୍ଲୀ ଓ ବାଙ୍ଗାଲୋର ମଧ୍ୟରେ ହେବ ଜୋରଦାର ଟକ୍କର, ଦମ୍‌ଦାର ହେବ ମ୍ୟାଚ୍‌

ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଜି ଦୁବାଇରେ ପରସ୍ପରକୁ ଭେଟିବେ। ଉଭୟ ଟିମ୍‌ ଭଲ ଫର୍ମରେ ଅଛନ୍ତି ଓ ଏବେ ଯାଏଁ ୪ରୁ ୩ଟି ମ୍ୟାଚ୍‌ ଜିତିଛନ୍ତି। ସ୍କୋର ବୋର୍ଡରେ ଉଭୟ ଟିମ୍‌ ଯଥାକ୍ରମେ ୨ୟ ଓ ୩ୟ ସ୍ଥାନରେ ଅଛନ୍ତି। ଆଜିର ମ୍ୟାଚ୍‌ରେ ଯେଉଁ ଟିମ୍‌ ଜିତିବ ସେ…

IPL 2020 : ୩୪ ରନରେ ମ୍ୟାଚ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ

ରୋହିତ ଶର୍ମାଙ୍କ ଅଧିନାୟକ ମୁମ୍ବାଇ ଇଣ୍ଡିଆନ୍ସ ରବିବାରର ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୩୪ ରନରେ ପରାସ୍ତ କରିଛି। ସାରଜା କ୍ରିକେଟ୍ ଷ୍ଟାଡିୟମ୍‌ରେ ରବିବାର ଖେଳାଯାଉଥିବା ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଟିମ୍…

ଆଇପିଏଲ ୨୦୨୦: ଆଜି ମୁହାମୁହିଁ ହେବେ ହାଇଦ୍ରାବାଦ ବନାମ ମୁମ୍ବାଇ, ମ୍ୟାଚ ଜିତିବାକୁ ହାଇଦ୍ରାବାଦ କରିବ ସମସ୍ତ ଉଦ୍ୟମ

ଆଇପିଏଲ୍‌ ସିଜିନ ୧୩ର ଆଜି ଦୁଇଟି ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଥମ ମ୍ୟାଚ ଭାରତୀୟ ସମୟ ଅନୁସାରେ ୩.୩୦ ଏବଂ ଦ୍ୱିତୀୟ ମ୍ୟାଚ ୭.୩୦ରେ ଅନୁଷ୍ଠିତ ହେବ। ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ସହିତ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚ ରହିଥିବା ବେଳେ ଦ୍ୱିତୀୟ ମ୍ୟାଚରେ କିଙ୍ଗସ ଇଲେଭେନ…

ଆଇପିଏଲ ୨୦୨୦: ଆଜିର ମ୍ୟାଚରେ ଭେଟିବେ ଚେନ୍ନାଇ ସୁପରକିଙ୍ଗସ ଓ ସନରାଇଜର୍ସ ହାଇଦ୍ରାବାଦ

ଆଇପିଏଲରେ ୧୩ ତମ ସିଜନର ୧୪ ତମ ମୁକାବିଲା ଶୁକ୍ରବାର ଦିନ ଚେନ୍ନାଇ ସୁପରକିଙ୍ଗସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ଆବୁଧାବିର ଶେଖ୍ ଜାୟଦ ଷ୍ଟାଡିୟମ୍ରେ ଏହି ମୁକାବିଲା ସନ୍ଧ୍ୟା ସାଢ଼େ ୭ଟାରେ ଆରମ୍ଭ ହେବ। ଗତ ହାରିବାର ଦୁଃଖକୁ ଭୁଲି ନୂଆ ଜୋସ୍ ସହ ଉଭୟ ଟିମ୍ ମଇଦାନକୁ…

ଆଜି ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ, ଦମ୍‌ଦାର ହେବ ମ୍ୟାଚ୍‌

ଆଇପିଏଲ୍‌ର ୧୩ ତମ ସିଜନ୍‌ର ୧୩ ତମ ମୁକାବିଲା ଗୁରୁବାର ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ ମଧ୍ୟରେ ଖେଳାଯିବ। ଆବୁଧାବିର ଶେଖ୍‌ ଜାୟଦ ଷ୍ଟାଡିୟମ୍‌ରେ ଏହି ମୁକାବିଲା ଭାରତୀୟ ସମୟାନୁସାରେ ସନ୍ଧ୍ୟା ସାଢ଼େ ୭ଟାରେ ଆରମ୍ଭ ହେବ। ଗତ ହାରିବାର ଦୁଃଖକୁ ଭୁଲି ନୂଆ ଜୋସ୍‌ ସହ…

ଆଇପିଏଲ ମ୍ୟାଚକୁ ନେଇ ହେଉଥିଲା କୋଟି କୋଟି ଟଙ୍କାର ଜୁଆ ଖେଳ, ଗିରଫ ହେଲେ ତିନି ଅଭିଯୁକ୍ତ

ରାଜସ୍ଥାନରେ ଆଇପିଏଲକୁ ନେଇ ହେଉଥିଲା ଜୁଆ ଖେଳ । ଜୟପୁର କମିଶନେରେଟ ସ୍ପେଶାଲ ଟିମ ଓ ଶ୍ୟାମ ନଗର ଥାନା ପୋଲିସ ମିଳିତ ଚଢ଼ାଉ କରି ଆଇପିଏଲ କ୍ରିକେଟ ମ୍ୟାଚ ଉପରେ କୋଟି କୋଟି ଟଙ୍କାର ଜୁଆ ଆଡା ଚଲାଇଥିବା ଥିବା ଏକ ଟିମକୁ ଧରିଛନ୍ତି । ଏମାମଲାରେ ପୋଲିସ ତିନି ଜଣଙ୍କୁ ଗିରଫ କରି ସାଢେ ୮…