IPL ୨୦୨୧: ଫାଇନାଲରେ ପ୍ରବେଶ କଲା କୋଲକାତା ନାଇଟ୍ ରାଇଡର୍ସ, କିନ୍ତୁ ଦିନେଶ କାର୍ତ୍ତିକଙ୍କୁ ବଡ଼ ଝଟ୍କା
ଚଳିତ ଆଇପିଏଲ୍ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି। ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ କୋଲକାତା ନାଇଟ ରାଇଡର୍ସ ଆଇପିଏଲ୍ର ଫାଇନାଲରେ ପ୍ରବେଶ କରିଛି। ଏବେ ଫାଇନାଲରେ ମୁହାଁମୁହିଁ ହେବେ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗସ୍ ଓ କୋଲକାତା ନାଇଟ୍ ରାଇଡର୍ସ। ଏଣୁ…