Browsing Tag

ipl 2021

ଆଜି ପରସ୍ପରକୁ ଭେଟିବେ ଚେନ୍ନାଇ ଏବଂ ହାଇଦ୍ରାବାଦ, ପଏଣ୍ଟ ତାଲିକାରେ ଚେନ୍ନାଇ ଶୀର୍ଷରେ

ଆଜି ଆଇପିଏଲରେ ୪୪ ତମ ଲିଗ୍ ମ୍ଯାଚରେ ଚେନ୍ନାଇକୁ ଭେଟିବ ହାଇଦ୍ରାବାଦ । ପଏଣ୍ଟ ଟେବୁଲରେ ଚେନ୍ନାଇ ଶୀର୍ଷରେ ଥିବାବେଳେ ସନରାଇଜର୍ସ ହାଇଦ୍ରବାଦ ଶେଷରେ ରହିଛି । ସନରାଇଜର୍ସ ମୋଟ ୧୦ ଟି ମ୍ୟାଚରୁ ୮ଟି ପରାଜିତ ହୋଇଛି। ହେଲେ ୧୦ରୁ ୮ଟି ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ପାଇଛି…

ଆଇପିଏଲ ୨୦୨୧: ଆଜି ରାଜସ୍ଥାନ ଏବଂ ବାଙ୍ଗାଲୋର ମଧ୍ୟରେ ହେବ ଜୋରଦାର ଟକ୍କର

ଆଇପିଏଲର ୪୩ ଲିଗ୍ ମ୍ଯାଜରେ ପରସ୍ପର ସହିତ ମୁହାଁମୁହିଁ ହେବେ ରୟାଲ ଚ୍ଯାଲେଞ୍ଜର୍ସ ବାଙ୍ଗାଲୋର ଏବଂ ରାଜସ୍ଥାନ ରୟାଲ୍ସ। ଗତଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ବାଙ୍ଗାଲୋରର ମନୋବଳ ବଢିଯାଇଛି। ତେଣୁ ବାଙ୍ଗାଲୋର ମ୍ଯାଚ ଜିତିବା ପାଇଁ ସମସ୍ତ ଚେଷ୍ଟା କରିବ କିନ୍ତୁ ରାଜସ୍ଥାନ ପାଇଁ…

IPL 2021: ଦିଲ୍ଲୀ କ୍ୟାପିଟାଲ୍ସକୁ ଧୂଳି ଚଟେଇଲା କେକେଆର

ଆଜିର ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ(କେକେଆର୍) ୩ ୱିକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । ଏହି ବିଜୟ ସହ କେକେଆର୍ ଚଳିତ ଆଇପିଏଲରେ ପ୍ଲେଅଫ୍ ଆଶା ଉଜ୍ଜୀବିତ କରିଛି। ମଙ୍ଗଳବାର ଖେଳାଯାଇଥିବା ଏହି ମ୍ୟାଚରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ୍ ହରାଇ ୧୨୭…

ଆଜି ପରସ୍ପରକୁ ଭେଟିବେ ଦିଲ୍ଲୀ କ୍ଯାପିଟାଲ୍ସ ଓ କୋଲକତା ନାଇଟ ରାଇଡର୍ସ, ପ୍ଲେ ଅଫରେ ଏଣ୍ଟ୍ରି ପାଇଁ ଦିଲ୍ଲୀ…

ଆଜି ଆଇପିଏଲ୍ ମ୍ଯାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ୧୦ଟି ମ୍ୟାଚ୍‌ରୁ ୧୬ ପଏଣ୍ଟ ହାସଲ କରିସାରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଜାରି ରଖି ପ୍ଲେ-ଅଫ୍‌ରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି । ମ୍ଯାଚ ଅପରାହ୍ନ ୩.୩୦ ମିନିଟରେ ଆରମ୍ଭ…

ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ , ପ୍ଲେ ଅଫ୍‌ରେ ପ୍ରବେଶ କରିବାକୁ ରାଜସ୍ଥାନ…

ଆଜି ଆଇପିଏଲ ମ୍ଯାଚରେ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ । ରାଜସ୍ଥାନ ରୟାଲ୍ସ ପାଇଁ ଏହି ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ । ପ୍ଲେ ଅଫ୍‌ରେ ପ୍ରବେଶ କରିବାକୁ ହେଲେ ରାଜସ୍ଥାନ ରୟାଲ୍ସକୁ ଏହି ମ୍ୟାଚ୍‌ ଜିତିବା ଜରୁରୀ । ସନରାଇଜର୍ସ ୯ଟି ମ୍ୟାଚ୍‌ ଖେଳି ମାତ୍ର ୨…

IPL 2021: ପ୍ରଥମ ମ୍ଯାଚରେ ଚେନ୍ନାଇକୁ ଭେଟିବ କୋଲକତା ନାଇଟ ରାଇଡର୍ସ, ରାତିରେ ମୁହାଁମୁହିଁ ହେବେ ବିରାଟ ଓ ରୋହିତ

ଆଜି ଆଇପିଏଲରେ ଖେଳାଯିବ ଦୁଇ ଦୁଇଟି ମ୍ୟାଚ । ପ୍ରଥମେ ଅପରାହ୍ନରେ ଚେନ୍ନାଇକୁ ଭେଟିବ କୋଲକତା ନାଇଟ ରାଇଡର୍ସ । ମାହିଙ୍କୁ ସାମ୍ନା କରିବେ ଇଓନ ମୋର୍ଗାନ । ପଏଣ୍ଟ ଟେବୁଲରେ CSK ଦ୍ୱିତୀୟ ସ୍ଥାନରେ ଥିବାବେଳେ KKR ୪ ନମ୍ବର ସ୍ଥାନରେ ରହିଛି । ଉଭୟ ଦଳ ନିଜ ନିଜର ପ୍ରଥମ ଦୁଇ ମ୍ୟାଚରେ ବିଜୟ…

ଆଇପିଏଲ ୨୦୨୧: ସନରାଇଜର୍ସ ହାଇଦ୍ରାବାଦକୁ ୫ ରନ୍‌ରେ ପରାସ୍ତ କଲା ପଞ୍ଜାବ କିଙ୍ଗସ

ଆଇପିଏଲ ୨୦୨୧ର ୩୭ତମ ମ୍ୟାଚରେ ହାଇଦ୍ରାବାଦକୁ ୫ ରନ୍‌ରେ ପରାସ୍ତ କରିଛି ପଞ୍ଜାବ । ପ୍ରଥମ ପାଳିରେ ପଞ୍ଜାବ ୨୦ ଓଭରରେ ୭ ୱିକେଟ ହରାଇ ୧୨୫ ରନ୍‌ କରିଥିଲା । ଜବାବରେ ହାଇଦ୍ରାବାଦ ୨୦ ଓଭରରେ ୭ ୱିକେଟ ହରାଇ ୧୨୦ ରନ୍‌ କରି ପରାଜୟ ବରଣ କରିଛି । ପଞ୍ଜାବ ପକ୍ଷରୁ ରବି ବିଷ୍ନୋଇ ୩ଟି ୱିକେଟ…

IPL 2021: ଆଜି ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଆଜି ଆଇପିଏଲ୍‌ର ୩୫ତମ ଲିଗ୍‌ ମୁକାବିଲାରେ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବେ । ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇବା ପରେ ସୁପରକିଙ୍ଗ୍‌ସର ନଜର ଏବେ କୋହଲି ବାହିନୀ ଉପରେ ରହିଛି। ଅପର ପକ୍ଷରେ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ପାଇଁ ପୂର୍ବ ପରାଜୟର…

ପୁଣି IPLରେ ପଶିଲା କରୋନା, ସନରାଇଜର୍ସ ହାଇଦରାବାଦର ଖେଳାଳି ଟି. ନଟରାଜନଙ୍କ ରିପୋର୍ଟ ପଜିଟିଭ

ଆଇପିଏଲରେ ପଶିଲା କରୋନା । ସନରାଇଜର୍ସ ହାଇଦରାବାଦର ଖେଳାଳି ଟି. ନଟରାଜନଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ଜଣାଯାଇଛି । ରିପୋର୍ଟ ଅନୁଯାୟୀ ତାଙ୍କ ଆର୍ଟିପିସିଆର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏବେ ସେ ଆଇସୋଲେସନରେ ଅଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ୬ ଜଣଙ୍କୁ ମଧ୍ୟ…

ରାଜସ୍ଥାନ ରୟାଲ୍ସର ରୋମାଞ୍ଚକ ବିଜୟ, ମାତ୍ର ୨ ରନରେ ପଞ୍ଜାବ କିଙ୍ଗସ ଧୂଳି ଚଟାଇଲା

ରାଜସ୍ଥାନ ରୟାଲ୍ସର ରୋମାଞ୍ଚକ ବିଜୟ। ୧୯ ଓଭର ପର୍ଯ୍ୟନ୍ତ ବିଜୟର ଦ୍ଵାର ଦେଶରେ ଥିବା ପଞ୍ଜାବ କିଙ୍ଗ୍ସ ଶେଷ ଓଭରରେ ଆଉ ମାତ୍ର ୪ ରନ ମଧ୍ୟ ସଂଗ୍ରହ କରିପାରିନଥିଲା। ଆଉ ଜିତିବା ମ୍ୟାଚ୍‌କୁ ହାତଛଡା କଲା ପଞ୍ଜାବ। ଶେଷ ଓଭରରେ କାର୍ତ୍ତିକ ତ୍ୟାଗି ୨ଟି ଓ୍ଵିକେଟ୍ ନେଇ ମ୍ୟାଚ୍‌ର ମଙ୍ଗ…

ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ରାଜସ୍ଥାନ ରୟାଲ୍ସ, ପୂର୍ବ ପରାଜୟର ପ୍ରତିଶୋଧ ନେଇପାରେ RR

ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ରାଜସ୍ଥାନ ରୟାଲ୍ସ। ଆଇପିଏଲ୍‌ର ୩୨ତମ ଲିଗ୍‌ ମୁକାବିଲାରେ ପଞ୍ଜାବ କିଙ୍ଗସ୍‌ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଉଭୟ ଦଳ ପାଇଁ ଏହି ମ୍ୟାଚ୍ ବେଶ୍‌ ଗୁରୁତ୍ୱ ରଖୁଛି। ଏଣୁ ଆଜି ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ।…