Browsing Tag

ipl 2021

ପନ୍ତଙ୍କୁ ମିଳିଲା ଗୁରୁ ଦାୟିତ୍ବ, ଶ୍ରେୟସ ସ୍ଥାନରେ ହେଲେ ଦିଲ୍ଲୀ କ୍ଯାପିଟାଲ୍ସର ଅଧିନାୟକ

ନିକଟରେ ଇଂଲଣ୍ଡ ବିପକ୍ଷ ସିରିଜରେ ଦମଦାର ପ୍ରଦର୍ଶନ କରିଥିଲେ ପନ୍ତ। ତେଣୁ ଏବେ ତାଙ୍କ କାନ୍ଧରେ ଗୁରୁ ଦାୟିତ୍ବ। ୨୦୨୧ ଆଇପିଏଲ ସିଜିନରେ ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ଅଧିନାୟକ ହେଲେ ଋଷଭ ପନ୍ତ। ଶ୍ରେୟସ୍ ଆୟର ଆହତ ହୋଇ ଚଳିତ ଆଇପିଏଲ ସିଜିନରୁ ବାଦ୍ ପଡ଼ିଥିବାରୁ ଋଷଭଙ୍କୁ ଚଳିତ ଆଇପିଏଲ…

ଅଲଗା ଅନ୍ଦାଜରେ ଦେଖିବାକୁ ମିଳିବ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ, ଟିମର ନୂଆ ଜର୍ସି ଲଞ୍ଚ

ଆଇପିଏଲ୍-୨୦୨୧ ସିଜିନ ୧୪ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏମିତିରେ ସବୁ ଟିମ୍ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ୫ ଥର ଚମ୍ପିଆନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ପାଇଁ ନୂଆ ଜର୍ସି ଲଞ୍ଚ କରିଛି । ନିକଟରେ ସିଏସକେ ନୂଆ ଜର୍ସି ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଲଞ୍ଚ କରିଥିଲେ।…

ଆଇପିଏଲ୍‌ ର ୧୦ ନୂଆ ନିୟମ ଯାହାକୁ ଟିମ୍‌ ଠୁ ଆରମ୍ଭ କରି ଖେଳାଳୀଙ୍କ ପରିବାର ପର୍ଯ୍ୟନ୍ତ ସମସ୍ତଙ୍କୁ ମାନିବାକୁ ହେବ

ନୂଆଦିଲ୍ଲୀ :  ଆଇପିଏଲ୍‌ ର ୧୪ ତମ ସିଜିନ ଆଗାମୀ ୯ ଏପ୍ରିଲରୁ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ମୁକାବିଲା ମୁମ୍ବାଇ ଇଣ୍ଡିଆନ୍ସ ଓ ରୟଲ୍‌ ଚାଲେଞ୍ଜର୍ସ ବେଙ୍ଗାଲୁର ମଧ୍ୟରେ ଅନଷ୍ଠିତ ହେବ । ଯଦିଓ ଏଥରର ଖେଳ ଭାରତରେ ହେବାକୁ ଯାଉଛି ତେବେ ଏଥରର ଖେଳରେ କିଛି ପରିବର୍ତ୍ତନ କରାଯାଇଛି । ଏଥର…

ରାଜସ୍ଥାନ ରୟାଲ୍ସ ପାଇଁ ଖରାପ ଖବର, ଆଇପିଏଲ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିପାରନ୍ତି ଜୋଫ୍ରା ଆର୍ଚର

ଇଂଲଣ୍ଡ କ୍ରିକେଟ ଟିମର ଦ୍ରୁତତମ ବୋଲର ଜୋଫ୍ରା ଆର୍ଚର ଭାରତ ବିପକ୍ଷରେ ହେବାକୁ ଥିବା ତିନିଟି ଦିନିକିଆ ସିରିଜରୁ ବାଦ୍ ପଡିପାରନ୍ତି। ଦୁଇ ଟିମ ମଧ୍ୟରେ ୨୩ ମାର୍ଚ୍ଚରୁ ପୁଣେରେ ଦିନିକିଆ ସିରିଜ ଖେଳାଯିବ। ଆର୍ଚର ଭାରତ ବିପକ୍ଷରେ ଚତୁର୍ଥ ଟି-୨୦ ମ୍ଯାଚରେ ଖେଳୁଥିବା ବେଳେ ଆହତ ହୋଇଥିଲେ।…

ଏପ୍ରିଲ ୯ରୁ ଆରମ୍ଭ ହେବ ଆଇପିଏଲ୍ ମହାକୁମ୍ଭ, ଦିଲ୍ଲୀ-ମୁମ୍ବାଇ ସମେତ ୬ଟି ସହରରେ ହେବ ମ୍ଯାଚ୍

ଆଇପିଏଲ୍ ଫ୍ଯାନଙ୍କ ପାଇଁ ଖୁସି ଖବର। କ୍ରିକେଟ ମହାକୁମ୍ଭ ଆଇପିଏଲ୍ ଖବୁଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ ଆଇପିଏଲର ୧୪ ତମ ସଂସ୍କରଣ ଏପ୍ରିଲ ୯ ତାରିଖରୁ ଆରମ୍ଭ ହୋଇ ମେ’୩୦ ପର୍ଯ୍ୟନ୍ତ ଚାଲିବ। ୫୧ ଦିନ ପର୍ଯ୍ଯନ୍ତ ଚାଲିବ ଆଇପିଏଲ ମ୍ଯାଚ। ଏହାର…

IPL ରେ ଡେବ୍ୟୁ କରିବେ ଅର୍ଜୁନ ତେନ୍ଦୁଲକର ! ଫେବ୍ରୁଆରୀ ୧୮ ରେ ହେବ ନିଲାମୀ

IPL ୨୦୨୧ ପାଇଁ ହେବ ଅକ୍ସନ୍। ୧୮ ଫେବ୍ରୁଆରୀରେ ଚେନ୍ନାଇରେ ହେବ ନିଲାମୀ। ୨୯୨ ଖେଳାଳିଙ୍କୁ ନେଇ ଏକ ତାଲିକା ବାହାରିଛି। ଏହି ଲିଷ୍ଟ୍ ରେ କ୍ରିକେଟ୍ ଲିଜେଣ୍ଡ ସଚିନ୍ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଓ ଟିମ୍ ଇଣ୍ଡିଆର ଟେଷ୍ଟ୍ ଷ୍ଟାର ଚେତେଶ୍ୱର ପୂଜାରାଙ୍କ ନାଁ ରହିଛି। BCCI…

ସ୍ଥିର ହେଲା IPL ପ୍ରୋଗ୍ରାମ, ଏହି ତାରିଖରେ ଆରମ୍ଭ ହୋଇପାରେ ଆଇପିଏଲ୍‌ ୨୦୨୧ର ଉଦ୍‌ଘାଟନୀ ମ୍ୟାଚ୍‌

ଆଇପିଏଲ୍‌ର ୧୪ ତମ ସିଜନ୍‌ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଖେଳାଳିଙ୍କୁ ରିଟେନ୍‌ ଓ ରିଲିଜ୍‌ ପରେ ଏବେ ମିନି ଅକ୍ସନ୍‌ ତାରିଖ ବି ନିର୍ଦ୍ଧାରିତ ହୋଇଛି। ଫେବ୍ରୁଆରୀ ୧୮ ତାରିଖରେ ଚେନ୍ନାଇରେ ମିନି ଅକ୍ସନ୍‌ ଆୟୋଜିତ ହେବ। ଅନ୍ୟପେଟେ ବିସିସିଆଇ ଆଇପିଏଲ୍‌ ୨୦୨୧ର ଆୟୋଜନ ପାଇଁ ଖୁବ୍‌ଶୀଘ୍ର…

IPL 2021 : ୧୮ ଫେବ୍ରୁଆରୀରେ ହେବ ଆଇପିଏଲ୍‌-୧୪ର ନିଲାମୀ, ଏହି ଖେଳାଳିଙ୍କ ଉପରେ ହୋଇପାରେ ଟଙ୍କା ବର୍ଷା

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୪ତମ ସିଜନ୍‌ ଅର୍ଥାତ୍‌ ଆଇପିଏଲ୍‌ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ ଫେବ୍ରୁଆରୀ ୧୮ରେ ଚେନ୍ନାଇରେ ଆୟୋଜିତ ହେବ। ଆଇପିଏଲ୍‌ର ସମସ୍ତ ୮ଟି ଟିମ୍‌ ଚଳିତଥର ୧୩୯ ଖେଳାଳିଙ୍କୁ ରିଟେନ୍‌ କରିଥିବା ବେଳେ ୫୭ ଖେଳାଳିଙ୍କୁ ନିଜ ଟିମ୍‌ରୁ ରିଲିଜ୍‌ କରିଛନ୍ତି।…

IPL ପାଇଁ ବିସିସିଆଇକୁ ୬ ଜଣ ଓଡ଼ିଆ ଖେଳାଳିଙ୍କ ନାଁ ସୁପାରିଶ କଲା ଓସିଏ

କଟକ(କେ ନ୍ୟୁଜ): ପୁଣି IPLରେ ଚମକିବେ ଓଡ଼ିଆ ଖେଳାଳି । ୬ ଜଣ ଓଡ଼ିଆ ଖେଳାଳି ଆଇପିଏଲ ନିଲାମରେ ସାମିଲ ହେବେ । ବିସିସିଆଇକୁ ୬ ଜଣଙ୍କ ନାଁ ସୁପାରିଶ କରିଛି ଓସିଏ । ଆଗାମୀ ଆଇପିଏଲ ନିଲାମରେ ସାମିଲ ହେବା ନେଇ ସୂଚନା ଦେଇଛି ଓସିଏ । ସେମାନେ ହେଲେ ଶୁଭ୍ରାଂଶୁ ସେନାପତି, ରାଜେଶ ଧୂପର, ପପୁ…

IPL 2021: ସମସ୍ତ ୮ଟି ଟିମ୍‌ ଜାରି କଲେ ନିଜ ନିଜ ଖେଳାଳିଙ୍କ ତାଲିକା, ଜାଣନ୍ତୁ କେଉଁ ଦଳ କେଉଁ ଖେଳାଳିଙ୍କୁ ବିଦା…

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୪ଶ ସିଜନ୍‌ ପୂର୍ବରୁ ସମସ୍ତ ୮ଟି ଯାକ ଟିମ୍‌ ନିଜର ରିଟେନ୍‌ ଏବଂ ରିଲିଜ୍‌ ଖେଳାଳିମାନଙ୍କର ତାଲିକା ଜାରି କରିଛନ୍ତି। ସମସ୍ତ ଟିମ୍‌ ମିଶି ମୋଟ ୧୪୦ଜଣ ଖେଳାଳିଙ୍କୁ ରଖିଥିବା ବେଳେ ୫୫ଜଣ ଖେଳାଳିଙ୍କୁ ବିଦା କରିଦେଇଛନ୍ତି। କେତେକ ଟିମ୍‌ ବଡ଼…

୨୦୨୧ରେ ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ପଦ ଡୁପ୍ଲେସିଙ୍କୁ ହସ୍ତାନ୍ତର କରିବେ ଧୋନୀ: ସଞ୍ଜୟ ବାଙ୍ଗର

ଆଇପିଏଲ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗସର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା। ଏହି କାରଣ ଯୋଗୁଁ ଦଳ ପ୍ଲେ-ଅଫରୁ ବାଦ୍ ପଡିଥିଲା। ତେବେ ଆଇପିଏଲ ୨୦୨୧ରେ ଚେନ୍ନାଇ ତରଫରୁ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଖେଳିବା ସ୍ପଷ୍ଟ ହୋଇଥିବା ବେଳେ ସେ ଅଧିନାୟକ ରହିବେ ନା ନାହିଁ ତାକୁ ନେଇ ଲାଗି ରହିଛି…

ଆଇପିଏଲ୍‌ରେ ହେବାକୁ ଯାଉଛି ଆଉ ଏକ ନୂଆ ଟିମ୍‌ର ଏଣ୍ଟ୍ରି, ଆସନ୍ତା ସିଜନ୍‌ ପୂର୍ବରୁ ହେବ ବଡ଼ ନିଲାମୀ

ଆଇପିଏଲ୍‌ର ୧୩ ତମ ସିଜନ୍‌ ଶେଷ ହୋଇଛି। ଫାଇନାଲ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଟାଇଟଲକୁ ନିଜ ନାଁରେ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ଏଥିସହ ଟୁର୍ଣ୍ଣାମେଣ୍ଟର ଆଗାମୀ ସିଜନ୍‌ର ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଛି ବିସିସିଆଇ। ରିପୋର୍ଟ ମୁତାବକ ବୋର୍ଡ ଆସନ୍ତା ବର୍ଷ ହେବାକୁ ଥିବା…