ଆଇପିଏଲ୍ ଚାମ୍ପିଅନ ହେବା ପରେ ହାର୍ଦ୍ଦିକଙ୍କୁ ମିଳିଲା ସ୍ପେଶାଲ ଗିଫ୍ଟ, ଇନଷ୍ଟାରେ ସେୟାର କଲେ ଭିଡିଓ
ଆଇପିଏଲ୍ ୨୦୨୨ ବିଜେତା ହେବା ପରେ ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକଙ୍କ ପାଣ୍ଡ୍ୟାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟୁଛି। କେବଳ ସେତିକି ନୁହେଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜରେ ମଧ୍ୟ ସ୍ଥାନ ପକ୍କା ହୋଇସାରିଛି। ଏହା ମଧ୍ୟରେ ଆଇପିଏଲ ଟାଇଟଲ ଜିତିବା ପରେ…