Browsing Tag

IPL 2022

ଯୁଜବେନ୍ଦ୍ର ଚହଲଙ୍କୁ ଗୋଇଠା ମାରିଲେ ଆଶିଷ ନେହେରା, ଗୁଜରାଟ ଟାଇଟନ୍ସ ଫଟୋ କଲା ଭାଇରଲ

ଗୁଜରାଟ ଟାଇଟନ୍ସ ଟିମ୍‌ ହେଡ କୋଚ ଆଶିଷ ନେହେରା ଆଇପିଏଲ୍‌ ୨୦୨୨ କ୍ୱାଲିଫାୟାର ପ୍ରଥମ ମ୍ୟାଚ ପୂର୍ବରୁ ରାଜସ୍ଥାନ ରୟାଲ୍ସର ବୋଲର ଯୁଜବେନ୍ଦ୍ର ଚହଲଙ୍କ ପଛକୁ କିକ୍‌ ମାରିଥିଲେ। ଯାହାର ଫଟୋ ଗୁଜରାଟ ଟାଇଟନ୍ସ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛି। ଯାହା ଭାଇରଲ ହେବାରେ ଲାଗିଛି।…

ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚରେ ନଜର ଆସିଲେ ଈଶାନ କିଶନଙ୍କ ଗାର୍ଲଫ୍ରେଣ୍ଡ ଅଦିତି, ଫଟୋ ଦେଖି ଫ୍ୟାନ୍ସ ହେଲେ ପାଗଳ

ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଚାଲିଥିବା ମ୍ୟାଚରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ପୁଣି ଜଣେ ମିଷ୍ଟ୍ରି ଗାର୍ଲ। ମୁମ୍ବାଇର ଓ୍ଵାଙ୍ଖେଡ ଷ୍ଟାଡିୟମରେ ଚାଲିଥିବା ଏହି ମ୍ୟାଚ ଦେଖିବାକୁ ଆସିଥିବା ମିଷ୍ଟ୍ରି ଗାର୍ଲଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରଲ ମଧ୍ୟ…

ଅଶ୍ଵିନଙ୍କ ଧମାକାରେ ପ୍ଲେ ଅଫରେ ରାଜସ୍ଥାନ ରୟାଲ୍ସ,,ପରାଜୟ ସହ ବିଦାୟ ନେଲା ଚେନ୍ନାଇ ସୁପର କିଙ୍ଗ୍ସ

ଅଶ୍ୱିନୀଙ୍କ ଧମାକାରେ ପ୍ଲେ ଅଫରେ ରାଜସ୍ଥାନ ରୟାଲ୍‌ସ ପରାଜୟ ସହ ବିଦାୟ ନେଲା ଚେନ୍ନାଇ ସୁପର କିଙ୍ଗସ୍‌ । ଉଭୟ ବୋଲିଂ ଓ ବ୍ୟାଟିଂରେ ପ୍ରଭାବଶାଳୀ ପ୍ରଦର୍ଶନ ଜରିଆରେ ରାଜସ୍ଥାନ ଶେଷ ମୁକାବିଲାରେ ୫ ଓ୍ଵିକେଟରେ ହରାଇଛି । ଚେନ୍ନାଇ ଦେଇଥିଲା ୧୫୧ ରନର ବିଜୟ ଲକ୍ଷ୍ୟ । ୫ ଓ୍ଵିକେଟ ହରାଇ…

ଲାଇଭ ମ୍ୟାଚରେ ଅମ୍ପାୟର ଉପରକୁ ବ୍ୟାଟ ଫୋପାଡିଲେ ହାର୍ଦ୍ଦିକ ପାଣ୍ଡ୍ୟା, ଦେଖନ୍ତୁ ଭିଡିଓ

ଆଇପିଏଲ ମ୍ୟାଚରେ ଗୁରୁବାର ପରସ୍ପର ସହିତ ଟକ୍କର ଦେଇଥିଲେ ଗୁଜୁରାଟ ଟାଇଟନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚକୁ ଆରସିବି ୮ ଓ୍ୱିକେଟରେ ଜିତି ନେଇଥିଲା । ଏହି ମ୍ୟାଚରେ ଗୁଜୁରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ସହିତ ଏମିତି ଘଟଣା ଘଟିଥିଲା, ଯାହା ପରେ…

ଗଗନଚୁମ୍ବୀ ଛକା ମାରି ବଲ୍‌ ହଜାଇ ଦେଲେ ରାଜସ୍ଥାନ ଟିମର ଏହି ବ୍ୟାଟର, ଅମ୍ପାୟର ନେଲେ ଏଭଳି ନିଷ୍ପତ୍ତି

ଆଇପିଏଲ୍‌ ୨୦୨୨ରେ ଫ୍ୟାନ୍ସଙ୍କୁ ଛକା ଦେଖିବାକୁ ମିଳୁଛି। ଆଇପିଏଲ ସିଜିନ ୧୫ରେ ଟୁର୍ଣ୍ଣାମେଣ୍ଟ ଇତିହାସରେ ସବୁଠାରୁ ଅଧିକ ଛକା ଦେଖିବାକୁ ମିଳିଛି। ଏହି ସିଜିନ ପୂର୍ବ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୮୭୨ ଛକା ହେବାର ରେକର୍ଡ ମିଳିଥିଲା। କିନ୍ତୁ ଏଥର ସବୁଠାରୁ ଅଧିକ ରେକର୍ଡ ସଂଖ୍ୟକ ଛକା…

ଆଜି ମଇଦାନରେ ହେବ ମହାଲଢେଇ, କର ବା ମର ସ୍ଥିତିରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗସ

ଆଇପିଏଲରେ ପ୍ଲେଅଫ ମ୍ୟାଚ୍‌ ଦେଖିବା ପାଇଁ ପ୍ରଶଂସକ ଚାହିଁ ରହିଛନ୍ତି। ଚଳିତ ଆଇପିଏଲର ୬୪ତମ ଲିଗ୍ ମୁକାବିଲାରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍ସ। ଉଭୟ ଦଳ ସମାନ ସଂଖ୍ୟକ ୧୨ପଏଣ୍ଟ ଲେଖାଏଁ ପାଇଛନ୍ତି । ଦମଦାର ରନ୍ ରେଟ୍ ଯୋଗୁଁ ଦିଲ୍ଲୀ କ୍ୟାପିଟାଲ୍ସ ୫ମ ଓ…

ଚେନ୍ନାଇକୁ ୫ ଓ୍ଵିକେଟରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ

କେନ୍ୟୁଜ୍(ବ୍ୟୁରୋ): ଚେନ୍ନାଇକୁ ୫ ଓ୍ଵିକେଟରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ । ଟସ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଚେନ୍ନାଇ । ଦଳ ମାତ୍ର ୧୬ ଓଭର ଖେଳି ୯୭ ରନ କରିପାରିଥିଲା । ଜବାବରେ ମୁମ୍ବାଇ ୧୪.୧ ଓଭରରେ ୫ ଓ୍ଵିକେଟ ହରାଇ ମ୍ୟାଚ ଜିତିନେଇଥିଲା । ମୁମ୍ବାଇ ପକ୍ଷରୁ ତିଲକ ବର୍ମା…

ଦିଲ୍ଲୀ ବିପକ୍ଷରେ ଚେନ୍ନାଇର ଦମଦାର ବିଜୟ, ପନ୍ତ ବାହିନୀକୁ ୯୧ ରନରେ ହରାଇଲେ ଧୋନୀ

ଦିଲ୍ଲୀ ବିପକ୍ଷରେ ଚେନ୍ନାଇର ଦମଦାର ବିଜୟ। ପନ୍ତ ବାହିନୀକୁ ୯୧ ରନରେ ହରାଇଲେ ଧୋନୀ। ଏହି ବିଜୟ ସହ ପଏଣ୍ଟ ଟେବୁଲର ନବମରୁ ଅଷ୍ଟମ ସ୍ଥାନକୁ ଉଠିଲା ଚେନ୍ନାଇ ସୁପର କିଙ୍ଗସ୍‌। ଡେଭନ୍‌ କନେଓ୍ଵ ଓ ଋତୁରାଜ ଗାଏକ୍ୱାଡଙ୍କ ଶତକୀୟ ପାର୍ଟନରସିପ୍‌ ସାହାଯ୍ୟରେ ଚେନ୍ନାଇ ୨୦ ଓଭରରେ ୨୦୮ ରନ୍‌…

ରୟାଲ୍ସ ବ୍ୟାଟର ଓ କିଙ୍ଗ୍ସ ବୋଲରଙ୍କ ମଧ୍ୟରେ ହେବ କଡ଼ା ଟକ୍କର

ଆଜି ଆଇପିଏଲରେ ୫୨ତମ ଲିଗ୍ ମ୍ୟାଚରେ ପରସ୍ପରକୁ ଟକ୍କର ଦେବେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ । ଉଭୟ ଦଳ ୧୦ଟି ଲେଖାଏଁ ମ୍ୟାଚ୍ ଖେଳି ସାରିଥିବା ବେଳେ ପ୍ଲେ- ଅଫ୍ ଦୌଡ଼ରେ ସ୍ଥାନ ଦୃଢ଼ କରିବା ଲକ୍ଷ୍ୟରେ ରହିଛନ୍ତି । ଆଇପିଏଲ୍‌ ପଏଣ୍ଟ ତାଲିକାରେ ରୟାଲ୍ସ ଦଳ ୧୦ଟି ମ୍ୟାଚ୍ରୁ ୬…

ଶୁଭମନ ଗିଲ୍‌ଙ୍କ ଚାଞ୍ଚଲ୍ୟକର ବୟାନ, ସିନିଅରଙ୍କ ବ୍ୟାଟରେ କରନ୍ତି ଏପରି କାମ

ଏବେ କ୍ରିକେଟ ଫ୍ୟାନ୍ସ ଆଇପିଏଲ୍‌ ଦେଖିବାରେ ବ୍ୟସ୍ତ ରହିଛନ୍ତି। ଇଣ୍ଡିଆନ ପ୍ରିମିଅର ଲିଗର ୧୫ ତମ ସିଜିନରେ ଗୁଜୁରାଟ ଟାଇଟନ୍ସ ପଏଣ୍ଟ ତାଲିକାରେ ଉପରେ ରହିଛି। ଏଥିରେ ଖେଳୁଥିବା ଶୁଭମନ ଗିଲ୍‌ ନିଜର ପିଲାଦିନରୁ ଅନୁଭୂତିକୁ ସେୟାର କରିଛନ୍ତି। ଟିମ୍‌ ଖେଳାଳି ଗୁରକୀରତ ମାନ ଏବଂ ଜୟନ୍ତଙ୍କ…

IPL ଲାଇଭ୍‌ ମ୍ୟାଚ୍‌ରେ ପୁରୁଷ ବନ୍ଧୁଙ୍କ ଆଗରେ ଆଣ୍ଠୁମାଡ଼ି ପ୍ରେମ ନିବେଦନ କଲେ ଯୁବତୀ, ଏବେ ଭିଡିଓ ହେଉଛି ଭାଇରାଲ

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ରେ ବୁଧବାର ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ ଖେଳାଯାଇଛି । ଚେନ୍ନାଇର ପାଳି ଯେତେବେଳେ ଚାଲିଥିଲା, ସେହି ସମୟରେ ପଡ଼ିଆରେ କିଛି ବିରଳ ସମୟ ଆସିଥିଲା । ପୁନେସ୍ଥିତ ମହାରାଷ୍ଟ୍ର କ୍ରିକେଟ…

ପଡ଼ିଆର ଛକା ଚୌକା ବର୍ଷାଇଲେ ପଞ୍ଜାବ ବ୍ୟାଟର ଲିଭିଂଷ୍ଟୋନ, ଗୁଜୁରାଟ ଟାଇଟନ୍ସକୁ ୮ ୱିକେଟରେ ହରାଇଲା ପଞ୍ଜାବ

ଆଇପିଏଲରେ ପଞ୍ଜାବର ପଞ୍ଚମ ବିଜୟ । ଗୁଜୁରାଟ ଟାଇଟନ୍ସକୁ ୮ ୱିକେଟରେ ହରାଇଲା ପଞ୍ଜାବ । ପଡ଼ିଆର ଛକା ଚୌକା ବର୍ଷାଇଲେ ପଞ୍ଜାବ ବ୍ୟାଟର ଲିଭିଂଷ୍ଟୋନ । ବିଶାଳ ଛକା ମାରି ଟିମକୁ ଜିତାଇଲେ ଲିଭିଂଷ୍ଟୋନ୍‌ । ଟସ୍‌ ଜିତି ଗୁଜୁରାଟ ପ୍ରଥମେ ବ୍ୟାଟିଂ କରି ୧୪୩ ରନ୍‌ କରିଥିଲା । ୧୪୪ ରନର…