Browsing Tag

IPL 2022

ରାଜସ୍ଥାନ ରୟାଲସ୍‌କୁ ୭ ଓ୍ଵିକେଟରେ ହରାଇଲା କୋଲକାତା

ରାଜସ୍ଥାନ ରୟାଲ୍ସକୁ ହରାଇ ପରାଜୟ ଧାରା ଭାଙ୍ଗିଲା କୋଲକାତା । କ୍ରମାଗତ ପଞ୍ଚମ ପରାଜୟ ପରେ ଶେଷରେ ପରାଜୟ ଧାରା ଭାଙ୍ଗିଛି କୋଲକାତା । ରାଜସ୍ଥାନକୁ ୭ ଓ୍ଵିକେଟରେ କୋଲକାତା । ରାଜସ୍ଥାନକୁ ହରାଇ ପ୍ଲେ ଅଫ୍‌ ଆଶା ଉଜ୍ଜିବୀତ ହୋଇଛି । କେକେଆର ଚତୁର୍ଥ ବିଜୟ ହାସଲ କରିଥିବା ବେଳେ ରାଜସ୍ଥାନ…

ଲାଇଭ୍‌ ମ୍ୟାଚ ଚାଲିଥିବା ବେଳେ ରାଗରେ ଗାଳି କରିଦେଲେ ଗୌତମ ଗମ୍ଭୀର, ଭାଇରଲ ହେଉଛି ଭିଡିଓ

ଚଳିତ ଆଇପିଏଲ୍‌ ସିଜିନର ୪୫ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ମୌ ସୁପରଜିଆଣ୍ଟସ ମଧ୍ୟରେ ରୋମାଞ୍ଚ ଦେଖିବାକୁ ମିଳିଥିଲା । ଏହି ମ୍ୟାଚରେ ଲକ୍ଷ୍ମୌ ମାତ୍ର ୬ ରନରେ ମ୍ୟାଚ ଜିତିଥିଲା। ଲକ୍ଷ୍ମୌ ସୁପରଜିଆଣ୍ଟସ ଜିତିବା ପରେ ଟିମ୍‌ ମେମ୍ବର ଖୁସିରେ ଡ୍ୟାନ୍ସ କରିବାକୁ ଲାଗିଥିଲେ। ଏହା…

ପୃଥୀ ଶ’ଙ୍କୁ ଝଟକା, କଟିଲା ମ୍ୟାଚ୍‌ ଫିର ୨୫ ପ୍ରତିଶତ

ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଲଗାତର ଭାବେ ପରାସ୍ତ ହେଉଛି । ଟିମ୍‌ ରବିବାର ଦିନ ଓ୍ଵାଙ୍ଖଡେ ଷ୍ଟାଡିଅମରେ ଖେଳାଯାଇଥିବା ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷରେ ପଞ୍ଚମ ପରାଜୟର ସାମ୍ନା କରିଥିଲା । ଏହି ମ୍ୟାଚରେ ଦିଲ୍ଲୀକୁ ଲକ୍ଷ୍ନୌ ୬ ରନରେ ମାତ୍ ଦେଇଥିଲା । ଏହାସହ ଦଳ ପଏଣ୍ଟ…

ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ରାହୁଲ, ହେଲେ ପନ୍ତ ମଧ୍ୟ ମ୍ୟାଚ୍‌ ହାତେଇବାକୁ ପ୍ରସ୍ତୁତ

ଆଜିର ଆଇପିଏଲ୍ର ୪୫ତମ ଲିଗ୍ ମ୍ୟାଚରେ ମୁହାଁମୁହିଁ ହେବେ ଲକ୍ଷ୍ମୌ ସୁପରଜିଆଣ୍ଟସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ସୁପରଜିଆଣ୍ଟସ ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ରହିଛି । ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ମ୍ୟାଚ ଜିତି ପଏଣ୍ଟ ତାଲିକାରେ ଉପରକୁ ଉଠିବାକୁ ଚେଷ୍ଟା କରିବ। ନିକଟରେ ଦିଲ୍ଲୀ…

ପୂର୍ବ ମ୍ୟାଚର ପ୍ରତିଶୋଧ ନେବା ପାଇଁ ମଇଦାନକୁ ଓହ୍ଲାଇବ ଗୁଜରାଟ ଟାଇଟନ୍ସ, ହାଇଦ୍ରବାଦ ମଧ୍ୟ ପ୍ରସ୍ତୁତ

ଆଜି IPLର ୪୦ତମ ଲିଗ୍ ମୁକାବିଲାରେ ପରସ୍ପରକୁ ଟକ୍କର ଦେବେ ଗୁଜରାଟ ଟାଇଟନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚକୁ ନେଇ ଫ୍ୟାନ୍ସ ବେଶି ଉତ୍ସାହିତ ରହିଛନ୍ତି। ପୂର୍ବରୁ ହାଇଦ୍ରାବାଦ ପାଖରୁ ପରାଜିତ ହୋଇସାରିଥିବା ଟାଇଟନ୍ସ ପ୍ରତିଶୋଧ ନେବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ। ମୁମ୍ବାଇର…

ବାଙ୍ଗାଲୋରକୁ ୨୯ ରନରେ ହରାଇ ଚଳିତ ଆଇପିଏଲ୍‌ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ରାଜସ୍ଥାନ ରୟାଲ୍ସ

କେନ୍ୟୁଜ୍: ଆଇପିଏଲରେ ରାଜସ୍ଥାନ ରୟାଲ୍ସର ରାଜୁତି । ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ୨୯ ରନରେ ହରାଇ ଚଳିତ ଆଇପିଏଲ୍‌ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନକୁ ଉଠିଛି ରାଜସ୍ଥାନ ରୟାଲ୍ସ । ଗତକାଲି ରାଜସ୍ଥାନର ୧୪୫ ରନ ଟାର୍ଗେଟକୁ ପିଛା କରୁଥିବା ବାଙ୍ଗାଲୋର ୧୧୫ ରନରେ ଅଲଆଉଟ ହୋଇ ୯ଟି ମ୍ୟାଚରେ…

ଚେନ୍ନାଇ ସୁପର କିଙ୍ଗସର ଷଷ୍ଠ ପରାଜୟ, ୧୧ ରନରେ ଜିତିଲା ପଞ୍ଜାବ କିଙ୍ଗସ୍‌

କେନ୍ୟୁଜ୍(ବ୍ୟୁରୋ): ପରାଜୟ ପରେ ପରାଜୟ । ପୁଣି ଚେନ୍ନାଇ ସୁପର କିଙ୍ଗସର ଷଷ୍ଠ ପରାଜୟ । ୧୧ ରନରେ ଜିତିଲା ପଞ୍ଜାବ କିଙ୍ଗସ୍‌ । ଅମ୍ବତି ରାୟୁଡୁଙ୍କ ବିସ୍ଫୋରକ ବ୍ୟାଟିଂ ସତ୍ତ୍ୱେ ଚେନ୍ନାଇ ପରାଜିତ ହୋଇଛି । ପଞ୍ଜାବ ଚତୁର୍ଥ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ଶିଖର…

ଲକ୍ଷ୍ମୌ ବିପକ୍ଷ ମ୍ୟାଚରେ ଈଶାନ କିଶନଙ୍କ ଆଉଟ୍‌କୁ ଗ୍ରହଣ କରିପାରୁନାହାନ୍ତି ଫ୍ୟାନ୍ସ, ଭାଇରଲ ହେଉଛି ଭିଡିଓ

ଚଳିତ ଆଇପିଏଲ୍‌ ସିଜନ ମୁମ୍ବାଇ ପାଇଁ ଖରାପ ରହିଛି। ଟିମ୍‌ ଚଳିତ ସିଜନରେ ୮ଟି ମ୍ୟାଚ ହାରିସାରିଲାଣି। ଗତକାଲି ଖେଳାଯାଉଥିବା ମୁମ୍ବାଇ ଏବଂ ଲକ୍ଷ୍ମୌ ମ୍ୟାଚ ମଧ୍ୟ ଈଶାନଙ୍କ ପାଇଁ ଭଲ ନଥିଲା। ଈଶାନ କିଶନ ଏହି ମ୍ୟାଚରେ ୨୦ ବଲର ମାତ୍ର ୮ ରନ କରି ଆଉଟ୍‌ ହୋଇଥିଲେ। ଆଉ ଏହି ଆଉଟ୍‌ ଅଦ୍ଭୁତ…

ଆଇପିଏଲରେ ଧୋନୀ ବ୍ୟସ୍ତ ଥିବା ବେଳେ ମିଳିଲା ୨ ହଜାର କଡକ୍କନାଥ କୁକୁଡା, ଚିନ୍ତାରେ ଧୋନୀ

ଆଇପିଏଲ୍‌ ପାଇଁ ମହେନ୍ଦ୍ର ସିଂ ଧୋନୀ ବ୍ୟସ୍ତ ରହିଛନ୍ତି। ଏପଟେ ଧୋନୀଙ୍କ ଫାର୍ମକୁ ୨ ହଜାର କଡକ୍କନାଥ କୁକୁଡା ପଠାଯାଇଛି। ମଧ୍ୟପ୍ରଦେଶର ଏକ ସହକାରୀ ସଂସ୍ଥା ଧୋନୀଙ୍କ ଫାର୍ମକୁ ଏହି କୁକୁଡା ପଠାଇଛି। ଝାରଖଣ୍ଡର ରାଜଧାନୀ ରାଞ୍ଚିରେ ରହିଛି ଏହି ଫାର୍ମ। ଯାହାର ଦେଖାଶୁଣା ଧୋନୀ କରିଥାନ୍ତି।…

ପୁଣି ଗୋଲଡେନ ଡକ୍‌ରେ ଆଉଟ୍‌ ହେଲେ କୋହଲି, ଚଳିତ ସିଜନରେ ଦୁଇଥର ଶୂନରେ ହେଲେଣି ଆଉଟ୍‌

କ୍ରିକେଟ ପ୍ରେମୀଙ୍କ ପାଇଁ ଆଇପିଏଲର ପ୍ରତ୍ୟେକ ସିଜିନ କୌଣସି ଉତ୍ସବ ଠାରୁ କମ୍‌ ନୁହେଁ। ଆଇପିଏଲ୍‌ ମ୍ୟାଚରେ କେଉଁ ଖେଳାଳି ଉତ୍ତମ ପ୍ରଦର୍ଶନ କରିଥାଏ, ତ ଆଉ କେଉଁ ଖେଳାଳି ଖରାପ ପ୍ରଦର୍ଶନ କରିଥାଏ। ନିଜର ଖରାପ ଫର୍ମକୁ ସୁଧାରିବା ପାଇଁ ସୁଯୋଗ ମିଳିଥାଏ। ଚଳିତ ଆଇପିଏଲ ସିଜିନ ମୁମ୍ବାଇର…

ରାଗି ଯାଇ ବ୍ୟାଟରଙ୍କୁ ପ୍ୟାଭିଲିଅନ ଡାକିଲେ ପନ୍ତ, ତେଣୁ କୁଲଦୀପଙ୍କୁ ଚାପୁଡା ମାରିଲେ ଚହଲ: ଦେଖନ୍ତୁ ଭିଡିଓ

ଆଇପିଏଲ୍‌ ୨୦୨୨ ସିଜିନରେ ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଜବରଦସ୍ତ ମ୍ୟାଚ ଦେଖିବାକୁ ମିଳିଥିଲା। ଏହି ମ୍ୟାଚରେ ସଞ୍ଜୁ ସାମସନଙ୍କ ଟିମ୍‌ ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୫ ରନରେ ହରାଇଥିଲା। ଏହି ମ୍ୟାଚ୍‌ ସମୟରେ ଦିଲ୍ଲୀ ଟିମ୍‌ର ଅଧିନାୟକ ଋଷଭ…

ଆଜି ହେବ ଜବରଦସ୍ତ ଟକ୍କର, ଗୁଜରାଟ ଟାଇଟନ୍ସ ସହିତ ମୁହାଁମୁହିଁ ହେବ କୋଲକତା

ଚଳିତ ଆଇପିଏଲରେ ୩୫ତମ ଲିଗ୍ ମ୍ୟାଚରେ ପରସ୍ପରକୁ ଭେଟିବେ ଗୁଜରାଟ ଟାଇଟନ୍ସ ଓ କୋଲକାତା ନାଇଟ ରାଇଡର୍ସ । ଏହି ମ୍ୟାଚକୁ ନେଇ ଉଭୟ ଦଳ ପ୍ରସ୍ତୁତି ପର୍ବ ଶେଷ କରିଛନ୍ତି । ପଏଣ୍ଟ ତାଲିକାରେ ଟାଇଟନ୍ସ ଉପରେ ରହିବାକୁ ସମସ୍ତ ଚେଷ୍ଟା କରିବ। ଅନ୍ୟ ପଟରେ ଲଗାତାର ୩ଟି ମ୍ୟାଚ ପରାଜିତ ହୋଇ…