Browsing Tag

ipl 2025

ପୁରୁଣା ସମସ୍ତ ଭ୍ୟୁଅରସିପ ରେକର୍ଡ ଭାଙ୍ଗିଲା ଆଇପିଏଲ ୨୦୨୫, ୧ ବିଲିଅନ ଦର୍ଶକ ଦେଖିଲେ ଫାଇନାଲ ମ୍ୟାଚ୍

ଆଇପିଏଲ ୧୮ତମ ଟାଇଟଲ ହାସଲ କରିଥିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଟୁର୍ଣ୍ଣାମେଣ୍ଟରେ ନୂଆ ଚାମ୍ପିଅନ ମିଳିଲା । ଆଇପିଏଲ ୨୦୨୫ ଭ୍ୟୁଅରସିପ ମାମଲାରେ ଗତ ସମସ୍ତ ରେକର୍ଡ ଭାଙ୍ଗିଛି । ଚଳିତବର୍ଷ ଆଇପିଏଲ ସିଜିନକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗସକୁ ହରାଇ ଜିତିଛି ।…

ଆରେ ବାପ୍…ରେ ! ଆର୍ଥିକ ବର୍ଷ ୨୦୨୪ରେ RCB ଆୟ କରିଛି ୬୫୦ କୋଟି ଟଙ୍କା

ଆଇପିଏଲ ୨୦୨୫ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ସ୍ବପ୍ନ ପୂରଣ ହୋଇଛି । ଆରସିବି ୧୮ ତମ ସିଜିନରେ ପ୍ରଥମ ଟ୍ରଫି ଜିତିଛି । ଆରସିବିକୁ ଆଇପିଏଲ ତରଫରୁ ୨୦ କୋଟି ଟଙ୍କା ପୁରସ୍କାର ରାଶି ଦିଆଯାଇଛି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, ଆରସିବି ଆର୍ଥିକ ବର୍ଷ ୨୦୨୪ରେ ବମ୍ପର ଆୟ…

ଆଇପିଏଲକୁ ଏଥର ମିଳିବ ନୂଆ ଚାମ୍ପିଅନ, ଇତିହାସ ରଚିବା ଅପେକ୍ଷାରେ ବେଙ୍ଗାଲୁରୁ-ପଞ୍ଜାବ

ଆଇପିଏଲ ୨୦୨୫ ଫାଇନାଲରେ ଐତିହାସିକ ମୁକାବିଲ ହେବାକୁ ଯାଉଛି । ଜୁନ୍ ୩ରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗସ ଟିମ୍ ପରସ୍ପରକୁ ସାକ୍ଷାତ କରିବେ । ଏହି ଦୁଇଟି ଯାକ ଟିମ ପାଇଁ ଚଳିତବର୍ଷ ଆଇପିଏଲ ବେଶ ରୋମାଞ୍ଚକ ରହିଛି । ଲିଗ୍ ଷ୍ଟେଜରେ…

ଆଜି କ୍ବାଲିଫାୟର-୨ : ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ-ପଞ୍ଜାବ କିଙ୍ଗସ, ବିଜୟୀ ଦଳ ଫାଇନାଲରେ ଆରସିବି ସହିତ…

ଆଜି ଦ୍ବିତୀୟ କ୍ବାଲିଫାୟର । IPL କ୍ବାଲିଫାୟର-୨ରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ-ପଞ୍ଜାବ କିଙ୍ଗସ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ବିଜୟୀ ଦଳ ମଙ୍ଗଳବାର ଫାଇନାଲରେ ଆରସିବିକୁ ଭେଟିବ । ରୋମାଞ୍ଚକର ଏବଂ ସଂଘର୍ଷପୂର୍ଣ୍ଣ ଏଲିମିନେଟର ମ୍ୟାଚରେ ଗୁଜରାଟକୁ ହରାଇ…

ଆଇପିଏଲ ଇତିହାସର ରେକର୍ଡ, ଯାହାକୁ ଭାଙ୍ଗିବା ଅସମ୍ଭବ

ଆଇପିଏଲ ୨୦୨୫ ଫାଇନାଲ ଜୁନ୍ ୩ରେ ଖେଳାଯିବ । ଆଜି ପଞ୍ଜାବ କିଙ୍ଗସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ କ୍ବାଲିଫାୟର-୨ ମ୍ୟାଚ ରହିଛି । ଆଜି ଯେଉଁ ଟିମ୍ ଜିତିବ, ସେ ଆରସିବି ସହିତ ଫାଇନାଲ ମ୍ୟାଚ ଖେଳିବ । ଆଇପିଏଲରେ ପ୍ରତିବର୍ଷ ନୂଆ ନୂଆ ରେକର୍ଡ ହୋଇଥାଏ । ପ୍ରତିବର୍ଷ ଖେଳର…

ଗୁଜରାଟ ଟାଇଟନ୍ସ ହାରିଯିବା ପରେ କାନ୍ଦି ପକାଇଲେ ଆଶିଷ ନେହେରାଙ୍କ ପୁଅ-ଝିଅ, ଶୁବମନ ଗିଲଙ୍କ ଭଉଣୀ ହେଲେ ଭାବୁକ :…

ଆଇପିଏଲ୍ ୨୦୨୫ରେ ଦମଦାର ପ୍ରଦର୍ଶନ କରି ପ୍ଲେଅଫକୁ ଯାଇଥିବା ଗୁଜରାଟ ଟାଇଟନ୍ସ ଏଲିମିନେଟର ମ୍ୟାଚରୁ ବାଦ୍ ପଡିଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ବରେ ମୁମ୍ବାଇ ଇଣ୍ଡିଆନ୍ସ ଗୁଜରାଟକୁ ୨୦ ରନରେ ପରାସ୍ତ କରିଛି । ଗୁଜରାଟକୁ ପରାସ୍ତ କରି ମୁମ୍ବାଇ ଇଣ୍ଡିଆନ୍ସ କ୍ବାଲିଫାୟର-୨ରେ…

ଆଇପିଏଲ୍-୨୦୨୫ : ମ୍ୟାଚ୍‌କୁ ୮ ୱିକେଟ୍‌ରେ ଜିତି ଫାଇନାଲରେ ବେଙ୍ଗାଲୁରୁ

ଚଣ୍ଡିଗଡ଼: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଅଷ୍ଟାଦଶ ସଂସ୍କରଣରେ କ୍ବାଲିଫାୟର-୧ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୮ ୱିକେଟ୍‌ରେ ଜିତିବା ସହିତ ଫାଇନାଲରେ ପହଞ୍ଚିଛି। ଚଣ୍ଡିଗଡ଼ର ମୁଲାନପୁରସ୍ଥିତ ମହାରାଜା ୟାଦାବିନ୍ଦର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ…

ଶେଷ ମ୍ୟାଚକୁ ପୂରା ଷ୍ଟାଇଲରେ ଜିତିଲା ଧୋନିଙ୍କ ଟିମ୍, ଚେନ୍ନାଇ ଠାରୁ ୮୩ ରନରେ ହାରିଲା ଗୁଜରାଟ

ଆଜି ଆଇପିଏଲ୍ ୨୦୨୫ରେ ତାର ଶେଷ ମ୍ୟାଚ୍ ଖେଳିଛି ଚେନ୍ନାଇ ସୁପର କିଙ୍ଗସ ଆଉ ଚମତ୍କାର ବିଜୟ ହାସଲ କରିଛି । ପଏଣ୍ଟ ତାଲିକା ଶୀର୍ଷରେ ଥିବା ଗୁଜରାଟ ଟାଇଟନ୍ସକୁ ୮୩ ରନରେ ହରାଇଛି । ଧୋନିଙ୍କ ଟିମ୍ ପାଇଁ ଚଳିତ ବର୍ଷ ଅତି ଖରାପ ଥିଲା । ସେମାନେ ମୋଟ ୧୪ଟି ମ୍ୟାଚ ଖେଳି ୪ଟି ବିଜୟ ସହ ୮ ପଏଣ୍ଟ…

ଆଇପିଏଲ ୨୦୨୫ : ଏବେ ୪ଟି ଟିମ କରିବେ ଟପ୍-୨ ପାଇଁ ଲଢେଇ, ଟପ୍ ୨ରେ ପହଞ୍ଚିବାକୁ ମିଳିବ ମାତ୍ର ଦୁଇଟି ସୁଯୋଗ

IPL ୨୦୨୫ର ଲିଗ୍ ଷ୍ଟେଚରେ ଆଉ ମାତ୍ର ୪ଟି ମ୍ୟାଚ ବାକି ରହିଛି । ପ୍ଲେ ଅଫରେ ଗୁଜରାଟ ଟାଇଟନ୍ସ, ମୁମ୍ବାଇ ଇଣ୍ଡିଆନ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗସ ଟିମ ପହଞ୍ଚିଛନ୍ତି । ଏବେ ଏହି ୪ଟି ଯାକ ଟିମ୍ ମଧ୍ୟରେ ଟପ୍ ୨ ପାଇଁ ଲଢେଇ ଜାରି ରହିଛି । ଆଇପିଏଲରେ ଏଯାଏଁ…

ଆଇପିଏଲ ଚାଲିଥିବା ବେଳେ ଟେଷ୍ଟ ପାଇଁ ଅଭ୍ୟାସ କରୁଛନ୍ତି ଶୁବମନ ଗିଲ୍, କାରଣ କ’ଣ

ଆଇପିଏଲ ୨୦୨୫ରେ ଶୁବମନ ଗିଲଙ୍କ ଅଧିନାୟକତ୍ବରେ ଗୁଜରାଟ ଟାଇଟନ୍ସ ଦମଦାର ପ୍ରଦର୍ଶନ କରୁଛି । ଗୁଜରାଟ ପ୍ଲେ ଅଫରେ ସ୍ଥାନ ପକ୍କା କରିଛି, ଏହାସହିତ ପଏଣ୍ଟ ତାଲିକାରେ ପ୍ରଥମ ସ୍ଥାନରେ ରହିଛି । ଆଇପିଏଲ ଟି୨୦ ଫର୍ମାଟରେ ଖେଳାଯାଉଛି, ହେଲେ ଗିଲ୍ ଟେଷ୍ଟ ମ୍ୟାଚ ପାଇଁ ଅଭ୍ୟାସ କରୁଥିବାର…

ଆଇପିଏଲ ଫାଇନାଲ ଏବଂ ପ୍ଲେ ଅଫ୍ ପାଇଁ ଭେନ୍ୟୁ ଘୋଷଣା, ଅହମଦାବାଦରେ ଖେଳାଯିବ ଫାଇନାଲ ମ୍ୟାଚ୍

କୋଲକତା ନୁହେଁ ଅହମଦାବାଦରେ ଖେଳାଯିବ ଆଇପିଏଲ ୨୦୨୫ ଫାଇନାଲ । ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଖେଳାଯିବ । ମଙ୍ଗଳବାର ଦିନ ଏକ ବୈଠକ କରିବା ପରେ ବିସିସିଆଇ ଏଭଳି ନିଷ୍ପତ୍ତି ନେଇଛି । ଏହାସହିତ ଆଇପିଏଲ୍ ୨୦୨୫ରେ ପ୍ଲେଅଫ୍ ପାଇଁ ନୂଆ ଭେନ୍ୟୁ ଘୋଷଣା କରିଛି…

ମହଙ୍ଗା ପଡ଼ିଲା ଫାଇଟ୍, ଦିଗବେଶଙ୍କୁ ମ୍ୟାଚ୍ ବ୍ୟାନ, ଅଭିଷେକଙ୍କର କଟିଲା ଫି

IPLରେ ସୋମବାର ସନରାଇଜର୍ସ ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ହାଇଦ୍ରାବାଦ ଲକ୍ଷ୍ନୌକୁ ୬ ୱିକେଟରେ ପରାସ୍ତ କରିଛି । ଲକ୍ଷ୍ନୌର ପ୍ଲେଅଫରେ ପହଞ୍ଚିବାର ଆଶାକୁ ମଧ୍ୟ ଭାଙ୍ଗି ଦେଇଛି ହାଇଦ୍ରାବାଦ । କିନ୍ତୁ ଏହି ମ୍ୟାଚ୍ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି…