Browsing Tag

ipl 32 match

ଆଜି ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବ ମୁମ୍ବାଇ ଏବଂ କୋଲକତା ଟକ୍କର, ମୁମ୍ବାଇ ପାଇଁ ସୁବର୍ଣ୍ଣ ସୁଯୋଗ

ଆଇପିଏଲ ୨୦୨୦ ମ୍ୟାଚ ୩୨ରେ ଆଜି ପରସ୍ପର ସହ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକତା ନାଇଟ ରାଇଡର୍ସ। ଆକ୍ରାମକ ବ୍ୟାଟ୍ସମ୍ୟାନ ଯୋଗୁଁ ଚାମ୍ପିଅନ ମୁମ୍ବାଇ ଟିମ୍‌ର ମନୋବଳ ଦୃଢ ରହିଛି। ଆବୁଧାବିରେ ଏହି ମ୍ୟାଚ ଭାରତୀୟ ସମୟାନୁସାରେ ୭.୩୦ରେ ଆରମ୍ଭ ହେବ। ମୁମ୍ବାଇ ଇଣ୍ଡିଆନ୍ସ…