Browsing Tag

ipl auction

ମହିଳା ଆଇପିଏଲ ପାଇଁ ଆଜି ହେବ ନିଲାମୀ: ୧୭ କମ୍ପାନୀ କରିବେ ଡିଲ୍‌, ୧୦ ବର୍ଷ ପାଇଁ ହେବ ନିଲାମୀ

ମହିଳା ଆଇପିଏଲ୍‌ ପାଇଁ ଆଜିଠାରୁ ନିଲାମୀ ଆରମ୍ଭ ହେଉଛି। ମୋଟ ୫ଟି ଟିମ୍‌ କିଣିବା ପାଇଁ ୧୭ କମ୍ପାନୀ ଚାହିଁ ରହିଛନ୍ତି । ୧୭ଟି କମ୍ପାନୀ ମଧ୍ୟରୁ ୭ଟି ପୁରୁଷ ଆଇପିଲ କିଣିଥିବା ଫ୍ରାଞ୍ଚାଇଜ ରହିଛନ୍ତି। ଆଜି ଦ୍ୱିପ୍ରହରରେ ମୁମ୍ବାଇରେ ନିଲାମୀ ଆରମ୍ଭ ହେବ । ରୁଦ୍ଧଦ୍ୱାରରେ ଏହି ନିଲାମୀ…

ଆଇପିଏଲ୍ ନିଲାମୀରେ ସବୁଠୁ ଦାମୀ ଖେଳାଳି ହେଲେ ଇଂଲଣ୍ଡର ସାମ୍ କରନ; IPL ଇତିହାସରେ ଭାଙ୍ଗିଦେଲେ ସବୁ ରେକର୍ଡ

ଆଇପିଏଲ୍ ନିଲାମୀରେ ସବୁଠୁ ଦାମୀ ଖେଳାଳି ଇଂଲଣ୍ଡର ସାମ୍ କରନ। ୧୮ କୋଟି ୫୦ ଲକ୍ଷରେ କିଣିଲା ପଞ୍ଜାବ କିଙ୍ଗସ୍ । ସବୁ ରେକର୍ଡ ଭାଙ୍ଗିଲେ ଇଂଲଣ୍ଡର ଏହି ଖେଳାଳି । ଆଇପିଏଲ୍ ଇତିହାସରେ ଏହା ସବୁଠୁ ବଡ଼ ନିଲାମୀ । ପୂର୍ବରୁ ଏତେ ଉଚ୍ଚ ଦରରେ କୌଣସି ଖେଳାଳି ବିକ୍ରି ହୋଇ ନ ଥିଲେ । ଏହା ପଛକୁ…

ଆଇପିଏଲ୍‌ ମିନି ଅକ୍ସନ: ଇଂଲଣ୍ଡର ଯୁବ ଷ୍ଟାର ହ୍ୟାରି ବ୍ରୁକ୍‌ଙ୍କ ଉପରେ ଟଙ୍କା ବର୍ଷା କରିଦେଲା ସନରାଇଜର୍ସ…

ଆଇପିଏଲର ଆଗାମୀ ସିଜନ ପାଇଁ ମିନି ଅକ୍ସନ ଶୁକ୍ରବାର ୨୩ ଡିସେମ୍ବରରେ କୋଚିରେ ଆରମ୍ଭ ହୋଇଛି। ସନରାଇଜର୍ସ ହାଇଦ୍ରାବାଦ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଇଂଲଣ୍ଡର ଯୁବ ବ୍ୟାଟ୍ସମ୍ୟାନ୍ ହ୍ୟାରି ବ୍ରୁକ୍‌ଙ୍କ ଉପରେ ଟଙ୍କା ବର୍ଷା କରିଛି। ହାଇଦ୍ରାବାଦ ହ୍ୟାରି ବ୍ରୁକ୍‌ଙ୍କୁ ୧୩.୨୫ କୋଟି ଟଙ୍କାରେ…

ଆଜିି କୋଚିରେ ବସିବ ୨୦୨୩ ପାଇଁ ଆଇପିଏଲ ହାଟ, ଅପରାହ୍ନ ୨.୩୦ରେ ହେବ ମିନି ଅକ୍ସନ

କୋଚି: ଆଜିି କୋଚିରେ ବସିବ ୨୦୨୩ ପାଇଁ ଆଇପିଏଲ ହାଟ । ଅପରାହ୍ନ ୨.୩୦ରେ ହେବ ମିନି ଅକ୍ସନ । ନିଲାମରେ ଭାଗ ନେବେ ୪୦୫ ଖେଳାଳି । ଯାହାଙ୍କ ଭିତରେ ଅଛନ୍ତି ୨୭୩ ଭାରତୀୟ ଓ ୧୩୨ ବିଦେଶୀ କ୍ରିକେଟର ।ଖେଳାଳି କିଣିବା ପାଇଁ କଣ ରହିଛି ନିୟମ ଆସନ୍ତୁ ଜାଣିବା । ସବୁ ଫ୍ରାଞ୍ଚାଇଜି ଦଳ ମିଶି କେବଳ…

IPL ୧୬ତମ ସଂସ୍କରଣ ପାଇଁ ୨ ଓଡ଼ିଆ ଖେଳାଳିଙ୍କୁ ସୁଯୋଗ: ୨୦୨୩ ଅକ୍ସନରେ ସାମିଲ ହୋଇପାରନ୍ତି

କେନ୍ୟୁଜ୍(ବ୍ୟୁରୋ): ୨୦୨୩ ଆଇପିଏଲର ୧୬ ତମ ସଂସ୍କରଣ ପାଇଁ ଦୁଇ ଓଡ଼ିଆ ଖେଳାଳିଙ୍କୁ ସୁଯୋଗ । ଏମାନଙ୍କ ମଧ୍ୟରେ ଅଛନ୍ତି ଢେଙ୍କାନାଳର ଯୁବ ଖେଳାଳି ମୁସ୍ତାକ ବେଗ । ୨୦୨୩ରେ ହେବାକୁ ଥିବା ଆଇପିଏଲର ଅକସନରେ ସେ ସାମିଲ ହୋଇପାରନ୍ତି । ଏଥିପାଇଁ ମୁସ୍ତାକ ଓସିଏକୁ ଧ୍ୟନ୍ୟବାଦ ଜଣାଇଛନ୍ତି ।…

CSK ହାତ ଛାଡିବା ପରେ ଆଇପିଏଲରେ ରାଇନାଙ୍କୁ ଏଣ୍ଟ୍ରି ଦେଇପାରେ ଏହି ଟିମ୍‌, ଭାଇରଲ ହେଉଛି ଫଟୋ

ଚଳିତ ଆଇପିଏଲ ୨୦୨୨ ସିଜିନ ପାଇଁ ନିଲାମୀ ସରିଯାଇଛି। ଆଉ ସବୁ ଖେଳାଳିଙ୍କ ମଧ୍ୟ ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ସୁରେଶ ରାଇନାଙ୍କୁ କେବଳ ଚେନ୍ନାଇ ନୁହେଁ ଅନ୍ୟ କୌଣସି ଟିମ୍‌ ମଧ୍ୟ କିଣିନଥିଲା। ଯାହାକୁ ନେଇ ବହୁତ ମନ ଦୁଃଖ କରିଥିଲେ ରାଇନା। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏକ…

୨୦୨୧ରେ ଆହତ କାରଣରୁ ଖେଳିପାରିନଥିଲେ ଜୁନିଅର ତେନ୍ଦୁଲକର କିନ୍ତୁ ଏଥର ଆଇପିଏଲରେ କରିପାରନ୍ତି କମାଲ୍‌

ଚଳିତ ଆଇପିଏଲ ସିଜିନ ପାଇଁ ଖେଳାଳି ବିକ୍ରି ହୋଇସାରିଛନ୍ତି। ନିଲାମୀର ଦ୍ୱିତୀୟ ଦିନରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ତେନ୍ଦୁଲକରଙ୍କୁ ୩୦ ଲକ୍ଷରେ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ। ଅର୍ଜୁନ ଜଣେ ଅଲରାଉଣ୍ଡର ହୋଇଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ପୁଣି ଥରେ…

IPL-୧୫ ନିଲାମୀର ଦ୍ୱିତୀୟ ଦିନ: ଜାଣନ୍ତୁ ଆଉ କେଉଁ ପ୍ଲେୟାର୍ସଙ୍କୁ କେଏ କେତେ ଟଙ୍କାରେ କିଣିଲା

କେନ୍ୟୁଜ୍(ବ୍ୟୁରୋ):  ବେଙ୍ଗାଳୁରୁରେ IPL-୧୫ ନିଲାମୀର ଦ୍ୱିତୀୟ ଦିନରେ ଇଂଲଣ୍ଡ କ୍ରିକେଟର ଲିଆମ ଲିଭିଂଷ୍ଟୋନ୍‌ଙ୍କୁ ୧୧.୫ କୋଟିରେ କିଣିଲା ପଞ୍ଜାବ କିଙ୍ଗସ । ଏଡେନ୍‌ଙ୍କୁ ୨.୬ କୋଟିରେ କିଣିଛି ହାଇଦ୍ରାବାଦ। ଅଜିଙ୍କ୍ୟ ରାହାଣେଙ୍କୁ ୧ କୋଟିରେ କିଣିଲା KKR। ମନଦୀପ ସିଂଙ୍କୁ ଦିଲ୍ଲୀ…

କାଲିଠୁ ବେଙ୍ଗାଲୁରୁରେ ଦୁଇ ଦିନ ଧରି IPLର ମେଗା ଅକ୍ସନ୍‌: ସାମିଲ ହେବେ ୫୯୦ ଖେଳାଳି

କେନ୍ୟୁଜ୍(ବ୍ୟୁରୋ):  କାଲିଠୁ ବେଙ୍ଗାଲୁରୁରେ ଦୁଇ ଦିନ ଧରି ଆଇପିଏଲ୍‌ର ମେଗା ଅକ୍ସନ୍‌ । ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ଖେଳାଯିବାକୁ ଥିବା ଆଇପିଏଲ୍‌-୧୫ତମ ସଂସ୍କରଣ ପାଇଁ ଖେଳାଳି ନିଲାମୀ ହେବ । ଏହି ମେଗା ନିଲାମୀରେ ସାମିଲ ହେବେ ୫୯୦ ଖେଳାଳି । ଏମାନଙ୍କ ଭିତରେ ଅଛନ୍ତି ୩୭୦ ଭାରତୀୟ…

ଆଇପିଏଲ୍‌ ଖେଳାଳି ନିଲାମ ଦୌଡ଼ରେ ୫ ଓଡ଼ିଆ ଖେଳାଳି, ସାମିଲ ପାଇଁ OCAର ସୁପାରିଶ

କେନ୍ୟୁଜ୍(ବ୍ୟୁରୋ):  ଆଇପିଏଲ୍‌ ଖେଳାଳି ନିଲାମ ଦୌଡ଼ରେ ୫ ଓଡ଼ିଆ ଖେଳାଳି । ଶୁଭ୍ରାଂଶୁ ସେନାପତି, ଅଭିଷେକ ରାଉତ, ବିକାଶ ରାଉତ, ଜୟନ୍ତ ବେହେରା ଓ ରାଜେଶ ମହାନ୍ତିଙ୍କ ନାଁ ସୁପାରିଶ । ଓଡ଼ିଶାର ପାଞ୍ଚ ଖେଳାଳିଙ୍କୁ ନିଲାମରେ ସାମିଲ କରିବା ପାଇଁ ସୁପାରିଶ କରିଛି ଓସିଏ । ଚଳିତ ଆଇପିଏଲ୍‌ରେ…

ଆଇପିଏଲ୍‌ ନିଲାମୀ : ଲକ୍ଷ୍ନୌ ୭୦୦ କୋଟି ଓ ଅହମଦାବାଦ ୫ ହଜାର ୬୦୦ କୋଟିରେ ବିକ୍ରି

ଦୁବାଇ : ଆରପି ସଞ୍ଜୀବ ଗୋଏଙ୍କା ଗ୍ରୁପ୍‌ ଆଇପିଏଲ୍‌ ନୂଆ ଟିମ୍‌ ନିଲାମୀରେ ସର୍ବାଧିକ ବିଡ୍‌ ଉପସ୍ଥାପନ କରି କିଣିଛି ଲକ୍ଷ୍ନୌକୁ । ଅହମଦାବାଦ ଟିମ୍‌କୁ କିଣିଛି ସିଭିସି କ୍ୟାପିଟାଲ୍‌ସ । ଲକ୍ଷ୍ନୌକୁ ୭୦୦ କୋଟି ଟଙ୍କାରେ ଗୋଏଙ୍କା ଗ୍ରୁପ୍‌ କିଣିଥିବା ବେଳେ ଅହମଦାବାଦକୁ ୫,୬୦୦ କୋଟି…

ଡିସେମ୍ବରରେ ହେବ IPLର ସୁପର ନିଲାମୀ! ଯୋଡ଼ି ହେବାକୁ ଯାଉଛି ଆଉ ଦୁଇଟି ନୂଆ ଟିମ୍‌

ଆଇପିଏଲ୍‌ରେ ବହୁତ ଜଲ୍‌ଦି ଦୁଇଟି ନୂଆ ଟିମ୍‌ ଯୋଡ଼ି ହେବାକୁ ଯାଉଛି, ଯାହା ପରେ ଆଇପିଏଲ୍‌ ୧୦ ଟିମ୍‌ର ଟୁର୍ନାମେଣ୍ଟ ବନିଯିବ ଏବଂ ଅଧିକରୁ ଅଧିକ ଖେଳାଳି ଖେଳିବାକୁ ସୁଯୋଗ ପାଇବେ। ସେପଟେ ଟିମ୍‌ ସଂଖ୍ୟା ବଢ଼ିଲେ ଦୁନିଆର ସବୁଠାରୁ ବଡ଼ ଟି-୨୦ କ୍ରିକେଟ ଲିଗ୍‌ର ରୋମାଞ୍ଚ ମଧ୍ୟ ଆହୁରି ବଢ଼ିଯିବ।…