Browsing Tag

ipl auction

IPL-୧୫ ନିଲାମୀର ଦ୍ୱିତୀୟ ଦିନ: ଜାଣନ୍ତୁ ଆଉ କେଉଁ ପ୍ଲେୟାର୍ସଙ୍କୁ କେଏ କେତେ ଟଙ୍କାରେ କିଣିଲା

କେନ୍ୟୁଜ୍(ବ୍ୟୁରୋ):  ବେଙ୍ଗାଳୁରୁରେ IPL-୧୫ ନିଲାମୀର ଦ୍ୱିତୀୟ ଦିନରେ ଇଂଲଣ୍ଡ କ୍ରିକେଟର ଲିଆମ ଲିଭିଂଷ୍ଟୋନ୍‌ଙ୍କୁ ୧୧.୫ କୋଟିରେ କିଣିଲା ପଞ୍ଜାବ କିଙ୍ଗସ । ଏଡେନ୍‌ଙ୍କୁ ୨.୬ କୋଟିରେ କିଣିଛି ହାଇଦ୍ରାବାଦ। ଅଜିଙ୍କ୍ୟ ରାହାଣେଙ୍କୁ ୧ କୋଟିରେ କିଣିଲା KKR। ମନଦୀପ ସିଂଙ୍କୁ ଦିଲ୍ଲୀ…

କାଲିଠୁ ବେଙ୍ଗାଲୁରୁରେ ଦୁଇ ଦିନ ଧରି IPLର ମେଗା ଅକ୍ସନ୍‌: ସାମିଲ ହେବେ ୫୯୦ ଖେଳାଳି

କେନ୍ୟୁଜ୍(ବ୍ୟୁରୋ):  କାଲିଠୁ ବେଙ୍ଗାଲୁରୁରେ ଦୁଇ ଦିନ ଧରି ଆଇପିଏଲ୍‌ର ମେଗା ଅକ୍ସନ୍‌ । ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ଖେଳାଯିବାକୁ ଥିବା ଆଇପିଏଲ୍‌-୧୫ତମ ସଂସ୍କରଣ ପାଇଁ ଖେଳାଳି ନିଲାମୀ ହେବ । ଏହି ମେଗା ନିଲାମୀରେ ସାମିଲ ହେବେ ୫୯୦ ଖେଳାଳି । ଏମାନଙ୍କ ଭିତରେ ଅଛନ୍ତି ୩୭୦ ଭାରତୀୟ…

ଆଇପିଏଲ୍‌ ଖେଳାଳି ନିଲାମ ଦୌଡ଼ରେ ୫ ଓଡ଼ିଆ ଖେଳାଳି, ସାମିଲ ପାଇଁ OCAର ସୁପାରିଶ

କେନ୍ୟୁଜ୍(ବ୍ୟୁରୋ):  ଆଇପିଏଲ୍‌ ଖେଳାଳି ନିଲାମ ଦୌଡ଼ରେ ୫ ଓଡ଼ିଆ ଖେଳାଳି । ଶୁଭ୍ରାଂଶୁ ସେନାପତି, ଅଭିଷେକ ରାଉତ, ବିକାଶ ରାଉତ, ଜୟନ୍ତ ବେହେରା ଓ ରାଜେଶ ମହାନ୍ତିଙ୍କ ନାଁ ସୁପାରିଶ । ଓଡ଼ିଶାର ପାଞ୍ଚ ଖେଳାଳିଙ୍କୁ ନିଲାମରେ ସାମିଲ କରିବା ପାଇଁ ସୁପାରିଶ କରିଛି ଓସିଏ । ଚଳିତ ଆଇପିଏଲ୍‌ରେ…

ଆଇପିଏଲ୍‌ ନିଲାମୀ : ଲକ୍ଷ୍ନୌ ୭୦୦ କୋଟି ଓ ଅହମଦାବାଦ ୫ ହଜାର ୬୦୦ କୋଟିରେ ବିକ୍ରି

ଦୁବାଇ : ଆରପି ସଞ୍ଜୀବ ଗୋଏଙ୍କା ଗ୍ରୁପ୍‌ ଆଇପିଏଲ୍‌ ନୂଆ ଟିମ୍‌ ନିଲାମୀରେ ସର୍ବାଧିକ ବିଡ୍‌ ଉପସ୍ଥାପନ କରି କିଣିଛି ଲକ୍ଷ୍ନୌକୁ । ଅହମଦାବାଦ ଟିମ୍‌କୁ କିଣିଛି ସିଭିସି କ୍ୟାପିଟାଲ୍‌ସ । ଲକ୍ଷ୍ନୌକୁ ୭୦୦ କୋଟି ଟଙ୍କାରେ ଗୋଏଙ୍କା ଗ୍ରୁପ୍‌ କିଣିଥିବା ବେଳେ ଅହମଦାବାଦକୁ ୫,୬୦୦ କୋଟି…

ଡିସେମ୍ବରରେ ହେବ IPLର ସୁପର ନିଲାମୀ! ଯୋଡ଼ି ହେବାକୁ ଯାଉଛି ଆଉ ଦୁଇଟି ନୂଆ ଟିମ୍‌

ଆଇପିଏଲ୍‌ରେ ବହୁତ ଜଲ୍‌ଦି ଦୁଇଟି ନୂଆ ଟିମ୍‌ ଯୋଡ଼ି ହେବାକୁ ଯାଉଛି, ଯାହା ପରେ ଆଇପିଏଲ୍‌ ୧୦ ଟିମ୍‌ର ଟୁର୍ନାମେଣ୍ଟ ବନିଯିବ ଏବଂ ଅଧିକରୁ ଅଧିକ ଖେଳାଳି ଖେଳିବାକୁ ସୁଯୋଗ ପାଇବେ। ସେପଟେ ଟିମ୍‌ ସଂଖ୍ୟା ବଢ଼ିଲେ ଦୁନିଆର ସବୁଠାରୁ ବଡ଼ ଟି-୨୦ କ୍ରିକେଟ ଲିଗ୍‌ର ରୋମାଞ୍ଚ ମଧ୍ୟ ଆହୁରି ବଢ଼ିଯିବ।…

ଆଜି ଚେନ୍ନାଇରେ ବସିବ ଆଇପିଏଲ୍‌ ହାଟ, ସାମିଲ ହେବେ ୨୯୨ ଖେଳାଳି

ଚେନ୍ନାଇ: ଆଜି ଚେନ୍ନାଇରେ ବସିବ ଆଇପିଏଲ୍‌ ହାଟ । ୮ ଜଣ ଫ୍ରାଞ୍ଚାଇଜ୍‌ ସେମାନଙ୍କ ଖେଳାଳିଙ୍କୁ ଚୟନ କରିବେ । ଚଳିତବର୍ଷ ୨୯୨ ଜଣ ଖେଳାଳି ନିଲାମରେ ସାମିଲ ହେବେ । ତାଲିକାରେ ୧୬୪ ଭାରତୀୟ ଓ ୧୨୫ ବିଦେଶୀ ଖେଳାଳି ରହିଛନ୍ତି । ତେବେ ସମସ୍ତଙ୍କ ନଜର ରହିଛି ମାକ୍ସେଓ୍ଵଲଙ୍କ ଉପରେ । ଏପଟେ…

୧୮ରେ ଚେନ୍ନାଇରେ ବସିବ ଆଇପିଏଲ ହାଟ, ନିଲାମରେ ମୋଟ ୨୯୨ ଜଣଙ୍କ ମଧ୍ୟରେ ଅଛନ୍ତି ୧୬୪ ଭାରତୀୟ ଓ ଦୁଇ ଓଡ଼ିଆ ଖେଳାଳି

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତା ୧୮ରେ ଚେନ୍ନାଇରେ ବସିବ ଆଇପିଏଲ ହାଟ । ଚାଲିବ ଖେଳାଳି ନିଲାମ । ୨୦୨୧ ନିଲାମରେ ଅଛନ୍ତି  ୧୬୪ ଭାରତୀୟ ଓ ୧୨୮ ବିଦେଶୀ ଖେଳାଳି । ୨୯୨ ଖେଳାଳିଙ୍କ ତାଲିକା ପ୍ରକାଶ କରିଛି ଆଇପିଏଲ ପରିଚାଳନା ପରିଷଦ । ନିଲାମ ବେଳେ ଫୋକସରେ ରହିବେ ମାଷ୍ଟର ବ୍ଲାଷ୍ଟର ସଚ୍ଚିନ…

ଆଇପିଏଲ୍‌ ସିଜିନ୍‌ ୧୩ ପାଇଁ ଖେଳାଳିଙ୍କ ନିଲାମ ତାରିଖ ଘୋଷଣା, ଚଳିତ ଥର କୋଲକାତାରେ କରାଯିବ ଅକ୍ସନ

ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲ୍‌ ସିଜିନ୍‌ ୧୩ ପାଇଁ ଖେଳାଳି ନିଲାମ ତାରିଖ ଘୋଷଣା ହୋଇଛି । ଆସନ୍ତା ଡିସେମ୍ବର ୧୯ ତାରିଖରେ କୋଲକାତାରେ ଖେଳାଳି ନିଲାମ କରାଯିବ । ସବୁ ୮ ଫ୍ରାଞ୍ଚାଇଜି ପାଇଁ ଟ୍ରେଡିଂ ଓ୍ଵିଣ୍ଡୋ ନଭେମ୍ବର ୧୪ ତାରିଖରେ ବନ୍ଦ ହେବ । ଖେଳାଳିଙ୍କୁ ନିଜ ପାଖରେ ରଖିବା ଓ…