Browsing Tag

ipl result today

ହାଇଦ୍ରାବାଦକୁ ହରାଇଲା ଦିଲ୍ଲୀ, ମୁମ୍ବାଇକୁ ଭେଟିବ ଆଇପିଏଲ ଫାଇନାଲରେ

ଆବୁଧାବି : ସନରାଇଜର୍ସ ହାଇଦ୍ରାବାଦକୁ ୧୭ ରନରେ ହରାଇ ଦିଲ୍ଲୀ କ୍ୟାପିଟାଲସ ଆଇପିଏଲ ୨୦୨୦ ଫାଇନାଲରେ ପହଁଚିଛି । ବୁଧବାର ଫାଇନାଲରେ ଦିଲ୍ଲୀ ଦଳ ମୁମ୍ବାଇ ଇଂଡିଆନ୍ସକୁ ଭେଟିବା । ମାର୍କସ ଷ୍ଟୋଇନିସ୍‌ଙ୍କ ଅଲରାଉଣ୍ଡ ସଫଳତା ଦିଲ୍ଲୀକୁ ଜିତାଇଛି । ଆଜି ଦ୍ଵିତୀୟ କ୍ୱାଲିଫାୟରରେ…

ଆଇପିଏଲ୍ : ଓ୍ଵାର୍ଣ୍ଣର ଓ ବ୍ୟାରେଷ୍ଟାଙ୍କ ବିସ୍ଫୋରଣରେ ହାଇଦ୍ରାବାଦ ଉଡ଼ାଇଦେଲା ପଞ୍ଜାବକୁ 

ଦୁବାଇ : ଦୁବାଇ ଇଣ୍ଟରନେସନାଲ ଷ୍ଟାଡିୟମ୍‌ରେ ଆଜି ଧମାକା କରିଛନ୍ତି ହାଇଦ୍ରାବାଦ ସନରାଇଜର୍ସର ଦୁଇ ଓପ୍ନର । ଡେଭିଡ୍ ଓ୍ଵାର୍ଣ୍ଣର ଓ ଜନୀ ବ୍ୟାରେଷ୍ଟା ୧୫ ଓଭର୍‌ରେ ୧୬୦ ରନ୍ ଯୋଡ଼ିଥିଲେ । ଯାହାଫଳରେ କିଙ୍ଗସ ଇଲେଭେନ୍ ପଞ୍ଜାବ ବିପକ୍ଷରେ ତାଙ୍କ ଦଳ ୨୦ ଓଭର୍‌ରେ ୬ ଓ୍ଵିକେଟ୍ ହରାଇ ୨୦୧ ରନ୍…

କିଙ୍ଗସ ପଂଜାବ ଏକାଦଶକୁ ୧୦ ଉଇକେଟରେ ହରାଇଲା ଚେନ୍ନାଇ ସୁପର କିଙ୍ଗସ

ଦୁବାଇ : ଲଗାତାର ତିନିଟି ପରାଜୟ ପରେ ଜୋରଦାର କମଵ୍ୟାକ କଲା ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ । ଆଜିର ଦ୍ଵିତୀୟ ମ୍ୟାଚରେ କିଙ୍ଗସ ପଂଜାବ ଏକାଦଶକୁ ୧୦ ଉଇକେଟରେ ହରାଇ ବିରାଟ ବିଜୟ ହାସଲ କରିଛି । ପଂଜାବ ଦେଇଥିବା ୧୭୯ ରନ ଲକ୍ଷ୍ୟକୁ କୌଣସି ଉଇକେଟ ନହରାଇ ୧୭.୪ ଓଭରରେ ହାସଲ କରି ନେଇଛି ।…

ଆଇପିଏଲ : ଦିଲ୍ଲୀ କ୍ୟାପିଟାଲସ ଠାରୁ ୧୮ ରନରେ ହାରିଗଲା କୋଲକାତା ନାଇଟ ରାଇଡର୍ସ

ଶରଜା : ଆଜି ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ବହୁତ ଚେଷ୍ଟା କଲା ହେଲେ ଶେଷରେ ୧୮ ରନରେ ଦିଲ୍ଲୀ କ୍ୟାପିଟାଲସ ଠାରୁ ହାରିଗଲା । ୨୨୯ ରନ ଲକ୍ଷ୍ୟର ପିଛା କରି ୨୧୦ ରନ କରିଛି । କୋଲକାତା ପକ୍ଷରୁ ଓପନର ଶୁଭମାନ ଗିଲ ୨୮, ନୀତିଶ ରଣା ୩୫ ବଲରେ ୫୮ ରନ (୪ ଚୌକା, ୪ ଛକା), ମୋରଗାନ ୧୮ ବଲରେ…

ଆଇପିଏଲ : ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସର ଲଗାତାର ତୃତୀୟ ପରାଜୟ, ଜିତିଲା ସନରାଇଜର୍ସ ହାଇଦ୍ରାବାଦ

ଦୁବାଇ : ଚଳିତ ଆଇପିଏଲରେ ପୁଣି ଝୁଂଟିଲା ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ । ଚେନ୍ନାଇ ୭ ରନରେ ହାରିଗଲା । ଏହା ତାର ଲଗାତାର ତୃତୀୟ ପରାଜୟ । ପ୍ରଥମ ଭାଗ ବ୍ୟାଟ୍ସମ୍ୟାନ ବିଫଳ ହେବା ଯୋଗୁ ଚେନ୍ନାଇର ଏ ଦଶା ହେଲା । ରବୀନ୍ଦ୍ର ଜାଡେଜାଙ୍କ ୩୫ ବଳରେ ୫୦ ରନ (୫ ଚୌକ, ୨ ଚୌକା ) ବି ଦଳକୁ…

ଆଇପିଏଲ : ପୁଣି ବ୍ୟାଟିଂ ଓ ବୋଲିଂରେ ପଂଜାବ ଫ୍ଲପ, ମୁମ୍ବାଇ ଜିତିଲା ଆଉ ଏକ ମ୍ୟାଚ

ଆବୁଧାବି : ଚଳିତ ଆଇପିଏଲରେ କିଙ୍ଗସ ଏକାଦଶ ପଂଜାବ ଆଉ ଏକ ପରାଜୟ ଲଭିଛି । ଆଜି ପଞ୍ଜାବକୁ ମୁମ୍ବାଇ ଇଂଡିଆନ୍ସ ୪୮ ରନରେ ହରାଇଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୪ ଉଇକେଟରେ ୧୯୧ ରନ କରିଥିଲା । ପରେ ପଂଜାବ ୮ ଉଇକେଟରେ କରିଛି ୧୪୩ ରନ । ସ୍କୋର : ମୁମ୍ବାଇ-୪/୧୯୧ (ରୋହିତ ଶର୍ମା…

ଆଇପିଏଲ : ମ୍ୟାଚ ଟାଇ ପରେ ସୁପର ଓଭରରେ ଜିତିଲା କୋହଲିଂକ ଟିମ, ମୁମ୍ବାଇ ଇଂଡିଆନ୍ସକୁ ହରାଇଲା ରୟାଲ ଚ୍ୟାଲେଞ୍ଜର…

ଦୁବାଇ : ଆଇପିଏଲରେ ଆଜି ରୋମାଞ୍ଚକର ବିଜୟ ହାସଲ କରିଛି ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର । କୋହଲି ଫ୍ଲପ ହେଲେ କିନ୍ତୁ ଜିତିଲା ଦଳ, ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ହରାଇଲା ମୁମ୍ବାଇ ଇଂଡିଆନ୍ସକୁ । ମ୍ୟାଚର ଫଇସଲା ହେଲା ସୁପର ଓଭରରେ । ଦ୍ଵିତୀୟରେ ବ୍ୟାଟିଂ କରି ପ୍ରଥମରୁ ଉଇକେଟ ହରାଇ…

ଆଇପିଏଲ : ମୟଙ୍କ ଅଗ୍ରୱାଲଙ୍କ ଶତକ ବେକାର, ରାଜସ୍ଥାନ ରୟାଲସ ଠାରୁ କିଙ୍ଗସ ଏକାଦଶ ପଂଜାବ ୪ ଉଇକେଟରେ ପରାସ୍ତ

ଶାରଜା : ସଂଜୁ ସାମସନ ମାତ୍ର ୪୨ ବଲରେ ୮୫ ରନ କଲେ ଆଉ କିଙ୍ଗସ ଏକାଦଶ ପଂଜାବକୁ ୪ ଉଇକେଟରେ ପରାସ୍ତ କଲା ରାଜସ୍ଥାନ ରୟାଲସ । ଆଜି ଆଇପିଏଲରେ ସଂଜୁଙ୍କ ବ୍ୟାଟିଂ କମାଲ ପଞ୍ଜାବକୁ ହରାଇ ଦେଇଛି । ୪ ଚୌକ ଓ ୭ଟି ଛକା ମାରିଥିବା ସଂଜୁ ପ୍ଲେୟାର ଅଫ ଦି ମ୍ୟାଚ ହୋଇଛନ୍ତି । ପ୍ରଥମେ ବ୍ୟାଟିଂ…

ରାହୁଲଙ୍କ ତୋଫାନୀ ଶତକରେ ଉଡ଼ିଗଲା କୋହଲି ସେନା, ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଶୋଚନୀୟ ଭାବେ ହରାଇଲା କିଙ୍ଗସ…

ଦୁବାଇ : କେ ଏଲ ରାହୁଲଙ୍କ ୬୯ ବଲରେ ୧୩୨ ରନ ଏବଂ ରବି ବିଷ୍ଣୋଇ ଓ ମୁରୁଗନ ଅଶ୍ଵିନଙ୍କ ଚମତ୍କାର ବୋଲିଂରେ ରୟାଲ ଚାଲେଞ୍ଜର ବାଙ୍ଗାଲୋରକୁ ଆଇପିଏଲରେ ୯୭ ରନରେ ହରାଇ ବଡ ବିଜୟ ହାସଲ କରିଛି କିଙ୍ଗସ ଇଲେଭେନ ପଞ୍ଜାବ । ରବି ବିଷ୍ଣୋଇ ୩୨ରେ ୩ ଏବଂ ମୁରୁଗନ ଅଶ୍ୱିନ ୨୧ରେ ୩ଟି ଉଇକେଟ ନେଇଛନ୍ତି…