Browsing Tag

IPL

ମୁମ୍ବାଇ ଇଣ୍ଡିଆନ୍‌ସକୁ ଲାଗିପାରେ ଝଟକା, ରୋହିତ ଶର୍ମା ଆଗକୁ ମ୍ୟାଚ ଖେଳିବାକୁ ନେଇ ସସପେନ୍ସ

ଇଣ୍ଡିଆନ ପ୍ରିମିଅର ଲିଗ ବା ଆଇପିଏଲ ଚଳିତ ବର୍ଷ ଚାଲିଥିବା ମୁକାବିଲାର ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ସବୁ ଟିମ୍‌ ନିଜ ପ୍ଲେ ଅଫରେ ପହଞ୍ଚିବା ପାଇଁ ଅଣ୍ଟା ଭିଡି ସାରିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍‌ସ ପାଇଁ ସମୟ କିଛି ଠିକ୍‌ ଚାଲୁନାହିଁ। ମୁମ୍ବାଇ ଇଣ୍ଡିଆନ୍‌ସର କ୍ୟାପଟେନ ରୋହିତ…

IPL: ହସ୍ପିଟାଲରେ ବି ମସ୍ତି କଲେ କ୍ରିସ ଗେଲ, ଫଟୋ ପୋଷ୍ଟ କରି ଏମିତି ଲେଖିଲେ କ୍ୟାପସନ

କିଙ୍ଗସ ଇଲେଭେନ ପଞ୍ଜାବର ବ୍ୟାଟ୍ସମ୍ୟାନ କ୍ରିସ୍ ଗେଲ ହସ୍ପିଟାଲ ବେଡରେ ପଡିଥିବା ବେଳେ ନିଜର ଏକ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି କି, ସେ ୟୁନିଭର୍ସ ବସ। ଆଇପିଏଲ-୧୩ରେ ପଞ୍ଜାବକୁ କୋଲକାତା ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଗେଲ ଏହି…

ଆଇପିଏଲ: ରାଇନାକୁ ପଛରେ ପକାଇ ନିଜ ନାମରେ ଏହି ରେକର୍ଡ କଲେ ଧୋନୀ

ମହେନ୍ଦ୍ର ସିଂ ଧୋନୀ ଆଇପିଏଲ୍ ଇତିହାସରେ ସର୍ବାଧିକ ମ୍ୟାଚ୍ ଖେଳିବାର କୀର୍ତ୍ତିମାନକୁ ନିଜ ନାମରେ କରି ନେଇଛନ୍ତି। ପୂର୍ବରୁ ରାଇନା ଅଧିକ ମ୍ୟାଚ ଖେଳିବାର ରେକର୍ଡ ରହିଥିବା ବେଳେ ଧୋନୀ ଏବେ ଏହି ରେକର୍ଡ ଛଡାଇ ଆଣିଛନ୍ତି। ଶୁକ୍ରବାର ଧୋନି  ହାଇଦ୍ରାଦାବ ବିପକ୍ଷରେ ନିଜ ୧୯୪ତମ ଆଇପିଏଲ୍…

IPL 2020: ୧୯ ସେପ୍ଟେମ୍ବରରୁ ମ୍ୟାଚ ପ୍ରସାରଣ କରିବ ଷ୍ଟାର ସ୍ପୋର୍ଟସ ଚ୍ୟାନେଲ, ଘୋଷଣା କଲା କମେଣ୍ଟ୍ରି ପ୍ୟାନେଲ

Dream11 IPL 2020ର ଅଫିସିଆଲ ପ୍ରସାରଣକର୍ତ୍ତା ଷ୍ଟାର ସ୍ପୋର୍ଟସ କମେଣ୍ଟ୍ରି ପ୍ୟାନେଲ ଘୋଷଣା କରିଛି, ଯେଉଁଥିରେ ବିଶ୍ୱର କିଛି ମହାନ ତଥା ପ୍ରତିଷ୍ଠିତ କ୍ରିକେଟ ବିଶେଷଜ୍ଞ ସାମିଲ ହୋଇଛନ୍ତି। ଆବୁ ଧାବିରେ ସେପ୍ଟେମ୍ବର ୧୯ରେ ଆଇପିଏଲର ଉଦଘାଟନୀ ମ୍ୟାଚ ଅନୁଷ୍ଠିତ ହେବ। ଏଥିରେ ମୁମ୍ବାଇ…

IPL 2020 ର କୋ- ସ୍ପନସର ହେଲା VI, ମିଳିଲା ଲାଇଭ ବ୍ରଡକାଷ୍ଟ ସ୍ପନସରସିପ ରାଇଟ

ଟେଲିକମ୍ ଅପରେଟର କମ୍ପାନୀ ଭୋଡାଫୋନ୍-ଆଇଡିଆ (VI) ଆଗାମୀ Dream11 IPL 2020ର କୋ- ସ୍ପନସର ବା ସହ-ପ୍ରଯୋଜକ ହୋଇଛି । 19 ସେପ୍ଟେମ୍ବରରୁ ୟୁଏଇରେ IPL 2020 ଆରମ୍ଭ ହେବାକୁ ଯାଉଛି । ତେବେ କମ୍ପାନୀ ଶନିବାର ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦେଇଛି । ଆଇପିଏଲ୍ କ୍ରିକେଟ୍…

ଧୋନିଙ୍କୁ ନୁହେଁ, ଏହି ଖେଳାଳିଙ୍କୁ ନିଜ ଆଇପିଏଲ୍ ଟିମ୍‌ରେ ନେବାକୁ ଚାହୁଁଥିଲେ ଚେନ୍ନାଇ ସୁପରକିଙ୍ଗ୍‌ସର ମାଲିକ

ଆଇପିଏଲ୍‌ରେ ଏମ୍‌ଏସ୍‌ ଧୋନି ଓ ଚେନ୍ନାଇ ସୁପରକିଙ୍ଗ୍‌ସ ପରସ୍ପର ସହ ଜଡ଼ିତ। ଚେନ୍ନାଇ ସୁପରକିଙ୍ଗସ୍‌ କହିଲେ ଧୋନିଙ୍କୁ ବୁଝାଏ। ସେହିପରି ଧୋନିଙ୍କ ଦ୍ୱିତୀୟ ଘର ହେଉଛି ଚେନ୍ନାଇ। ଧୋନିଙ୍କ ପରିଚୟ ଚେନ୍ନାଇ। ଆଇପିଏଲ୍‌ ଇତିହାସରେ ସିଏସ୍‌କେ ଆଠ ଥର ଫାଇନାଲରେ ସ୍ଥାନ ପାଇଥିବା ବେଳେ ତିନି ଥର…

ଟିମର ଲୋଗୋକୁ ନେଇ ନିଜ ନିଜ ଭିତରେ ସଂଘର୍ଷ କଲେ IPLର ଦୁଇ ‘ରୟାଲ ଟିମ’, ଜାଣନ୍ତୁ କେଉଁଠୁ ଆରମ୍ଭ ହେଲା…

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)ର 2020 ସିଜନର କାର୍ଯ୍ୟସୂଚୀ ପ୍ରକାଶ ପାଇବା ମାତ୍ରେ ଲିଗର ଦୁଇଟି ରୟାଲ୍ ଟିମ ଅର୍ଥାତ୍ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଲୋଗୋର ବ୍ୟବହାରକୁ ନେଇ ନିଜ ଭିତରେ ସଂଘର୍ଷ କରିଥିଲେ । ତେବେ ଏହି ଲଢେଇ କୌଣସି କୋର୍ଟ-କୋର୍ଟରେ ନଥିଲା,…

IPL 2020: ଚେନ୍ନାଇ ସୁପର କିଙ୍ଗସକୁ ଆଉ ଏକ ଝଟକା, ରାଇନାଙ୍କ ପରେ ହରଭଜନ ସିଂ ମଧ୍ୟ ଖେଳିବେ ନାହିଁ ଆଇପିଏଲ

ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ଆରମ୍ଭ ହେବା ଆଗରୁ ଚେନ୍ନାଇ ସୁପର କିଙ୍ଗସର ସମସ୍ୟା ବଢିଚାଲିଛି। ସୁରେଶ ରାଇନାଙ୍କ ପରେ ଏବେ ଅଫ ସ୍ପିନର ହରଭଜନ ସିଂ ବି ଟୁର୍ଣ୍ଣାମେଣ୍ଟରୁ ହଟିଯାଇଛନ୍ତି। ସେ ମଧ୍ୟ ଆଇପିଏଲରୁ ହଟିବା କାରଣକୁ ବ୍ୟକ୍ତିଗତ ବୋଲି ଦର୍ଶାଇଛନ୍ତି। ତେବେ ହରଭଜନ ଟିମ ସହିତ…

IPL : ଧୋନିଙ୍କ ନେତୃତ୍ୱରେ UAE ଯାତ୍ରା କଲେ CSK ଟିମ, ଚତୁର୍ଥ ଟାଇଟିଲ ଉପରେ ରହିଛି ନଜର

ତିନିଥର ଚାମ୍ପିଅନ୍ ହୋଇଥିବା ଚେନ୍ନାଇ ସୁପର କିଙ୍ଗ୍ସ ବା CSK ଟିମ ଆଇପିଏଲ୍ ୨୦୨୦ ଅଭିଯାନ ପାଇଁ ବାହାରି ଯାଇଛନ୍ତି । ଶୁକ୍ରବାର ଦିନ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଟିମ ସଂଯୁକ୍ତ ଆରବ ଏମିରେଟ୍ସ (UAE) ଯାତ୍ରା କରିଥିଲେ । ଆଇପିଏଲର ୬୦ ଟି ମ୍ୟାଚ୍ ତିନି ଦିନ - ଦୁବାଇ, ଆବୁଧାବି…

ଆଜି ଘୋଷଣା ହେବ ଆଇପିଏଲ୍‌ର ନୂଆ ସ୍ପନସରସିପ୍‌! ଦୌଡ଼ରୁ ପତଞ୍ଜଳି ବିଦା, ବାଜିମାରିପାରେ ଏହି ଭାରତୀୟ କମ୍ପାନୀ

କରୋନା ମହାମାରୀ ମଧ୍ୟରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୩ ତମ ସଂସ୍କରଣ ୟୁଏଇରେ ଖେଳାଯିବ। ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ କେତେକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଚଳିତଥର ଚୀନୀ କମ୍ପାନୀ ଭିଭୋ ଆଇପିଏଲ୍‌ର ସ୍ପନସରସିପ୍‌ କରିବ ନାହିଁ। ଏଣୁ ବିସିସିଆଇ…

ରାଜସ୍ଥାନ ରୟାଲସର ଫିଲଡିଙ୍ଗ କୋଚ ଦିଶାନ୍ତ ୟାଗନିକ କରୋନା ପଜିଟିଭ୍‌, ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି

ମୁମ୍ବାଇ: ଆଇପିଏଲ୍ ଆସନ୍ତା ସଂସ୍କରଣ ଚଳିତ ବର୍ଷ ୟୁଏଇରେ ସେପ୍ଟେମ୍ବର ମାସ ୧୯ ତାରିଖରୁ ନଭେମ୍ବର ୮ତାରିଖ ମଧ୍ୟରେ ଆୟୋଜିତ ହେବ । ଆଇପିଏଲ୍‌ର ଚେୟାରମ୍ୟାନ ବ୍ରିଜେଶ ପଟେଲ ଏହା ଘୋଷଣା କରିଛନ୍ତି। ବିସିସିଆଇ ୫୧ ଦିନ ମଧ୍ୟରେ ଆଇପିଏଲ୍-୧୩କୁ ଶେଷ କରିବାକୁ ନିଷ୍ପତ୍ତି ନେଇ ସାରିଛି । ଏହି…

ଚଳିତ ବର୍ଷ ଆଇପିଏଲ୍‌ ଆୟୋଜନ ନେଇ ପଥ ପରିଷ୍କାର, ସେପ୍ଟେମ୍ବର ୨୬ରୁ ନଭେମ୍ବର ୮ତାରିଖ ମଧ୍ୟରେ ହେବ ଆୟୋଜିତ !

ମୁମ୍ବାଇ:  ଆଇପିଏଲ୍‌ ଆୟୋଜନ ନେଇ ପଥ ପରିଷ୍କାର । ଆଇପିଏଲ୍‌ର ଆସନ୍ତା ସଂସ୍କରଣ ଚଳିତ ବର୍ଷ ୟୁଏଇରେ ସେପ୍ଟେମ୍ବର ମାସ ୨୬ତାରିଖରୁ ନଭେମ୍ବର ୮ତାରିଖ ମଧ୍ୟରେ ଆୟୋଜିତ ହେବ । ଆନୁଷ୍ଠାନିକ ଘୋଷଣା କରି ନଥିଲେ ମଧ୍ୟ ବିସିସିଆଇ ଏହି ୪୪ ଦିନ ମଧ୍ୟରେ ଆଇପିଏଲ୍‌-୧୩କୁ ଶେଷ କରିବାକୁ ନିଷ୍ପତ୍ତି…