Browsing Tag

IPL

ଚଳିତ ବର୍ଷ ଆଇପିଏଲ୍‌ ଆୟୋଜନ ନେଇ ପଥ ପରିଷ୍କାର, ସେପ୍ଟେମ୍ବର ୨୬ରୁ ନଭେମ୍ବର ୮ତାରିଖ ମଧ୍ୟରେ ହେବ ଆୟୋଜିତ !

ମୁମ୍ବାଇ:  ଆଇପିଏଲ୍‌ ଆୟୋଜନ ନେଇ ପଥ ପରିଷ୍କାର । ଆଇପିଏଲ୍‌ର ଆସନ୍ତା ସଂସ୍କରଣ ଚଳିତ ବର୍ଷ ୟୁଏଇରେ ସେପ୍ଟେମ୍ବର ମାସ ୨୬ତାରିଖରୁ ନଭେମ୍ବର ୮ତାରିଖ ମଧ୍ୟରେ ଆୟୋଜିତ ହେବ । ଆନୁଷ୍ଠାନିକ ଘୋଷଣା କରି ନଥିଲେ ମଧ୍ୟ ବିସିସିଆଇ ଏହି ୪୪ ଦିନ ମଧ୍ୟରେ ଆଇପିଏଲ୍‌-୧୩କୁ ଶେଷ କରିବାକୁ ନିଷ୍ପତ୍ତି…

ଓ୍ଵିମ୍ବଲଡନ୍‌ ଓ ଅଲିମ୍ପିକ ପରେ ସ୍ଥଗିତ ହେଲା IPL, ସୂଚନା ଦେଲା ବିସିସିଆଇ

ମୁମ୍ବାଇ: ଓ୍ଵିମ୍ବଲଡନ୍‌ ଓ ଅଲିମ୍ପିକ ପରେ ଏବେ ଆଇପିଏଲ ଉପରେ କଳା ବାଦଲ । ଲକ୍‌ଡାଉନ୍‌ ଅବଧି ବଢ଼ିବା ସହ ମଉଳିଲା ଫଟାଫଟ କ୍ରିକେଟ ଲଢ଼େଇ ଆଶା । ଦେଶରେ ସାମ୍ପ୍ରତିକ ସ୍ଥିତିକୁ ନଜରରେ ରଖି ସ୍ଥଗିତ ହୋଇଛି ଆଇପିଏଲ ୧୩ତମ ସଂସ୍କରଣ । ଏନେଇ ବିସିସିଆଇ ସୂଚନା ଦେଇଛି । ପ୍ରଥମେ ଏପ୍ରିଲ ୧୫…

ଜାଣନ୍ତୁ ଏଥର IPLରେ ସବୁଠାରୁ ମହଙ୍ଗା ଭାରତୀୟ ଖେଳାଳି କିଏ

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଶୁକ୍ରବାର ୨୦୨୦ ଆଇପିଏଲ ଖେଳାଳି ମାନଙ୍କ ନିଲାମୀ ପାଇଁ ଏକ ସର୍ଟ ଲିଷ୍ଟ ଜାରି କରିଛନ୍ତି । ଆସନ୍ତା ବର୍ଷ ହେବାକୁ ଥିବା ଆଗାମୀ ଆଇପିଏଲ ପାଇଁ ୮ ଟି ଫ୍ରାଞ୍ଛାଇଜି ଦଳ ଆସନ୍ତା ଡିସେମ୍ବର ୧୯ ତାରିଖରେ କଲିକତା ଠାରେ ନିଜ ନିଜ ଖେଳାଳିଙ୍କ ନିଲାମ ଡାକିବେ ।…

ଆଇପିଏଲ୍‌ରେ ଆସିବ ନୂଆ ରୋମାଞ୍ଚ, ଆରମ୍ଭ ହେବ ପାଓ୍ଵାର ପ୍ଲେୟାର ନିୟମ

ନୂଆଦିଲ୍ଲୀ:ଆଇପିଏଲ୍‌ରେ ଆସିବ ନୂଆ ରୋମାଞ୍ଚ । ଆରମ୍ଭ ହେବ ପାଓ୍ଵାର ପ୍ଲେୟାର ନିୟମ । ମ୍ୟାଚ୍ ମଝିରେ ପରିବର୍ତ୍ତନ କରାଯାଇପାରିବ ଚୂଡାନ୍ତ ଏକାଦଶ । ଏପରି ଏକ ନିୟମ ଲାଗୁ ପାଇଁ ବିଚାର କରୁଛି ବିସିସିଆଇ । ଏହି ନିୟମ ଦ୍ୱାରା କୌଣସି ଦଳ ମ୍ୟାଚ୍ ମଝିରେ ଖେଳାଳି ପରିବର୍ତ୍ତନ କରିପାରିବେ ।…

ଆଇପିଏଲ୍‌ ସିଜିନ୍‌ ୧୩ ପାଇଁ ଖେଳାଳିଙ୍କ ନିଲାମ ତାରିଖ ଘୋଷଣା, ଚଳିତ ଥର କୋଲକାତାରେ କରାଯିବ ଅକ୍ସନ

ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲ୍‌ ସିଜିନ୍‌ ୧୩ ପାଇଁ ଖେଳାଳି ନିଲାମ ତାରିଖ ଘୋଷଣା ହୋଇଛି । ଆସନ୍ତା ଡିସେମ୍ବର ୧୯ ତାରିଖରେ କୋଲକାତାରେ ଖେଳାଳି ନିଲାମ କରାଯିବ । ସବୁ ୮ ଫ୍ରାଞ୍ଚାଇଜି ପାଇଁ ଟ୍ରେଡିଂ ଓ୍ଵିଣ୍ଡୋ ନଭେମ୍ବର ୧୪ ତାରିଖରେ ବନ୍ଦ ହେବ । ଖେଳାଳିଙ୍କୁ ନିଜ ପାଖରେ ରଖିବା ଓ…

IPL ଫାଇନାଲ ୨୦୧୯: ଚେନ୍ନାଇକୁ ହରାଇ ଚତୁର୍ଥ ଥର ପାଇଁ ଚାମ୍ପିୟନ ହେଲା ମୁମ୍ବାଇ

ଆଇପିଏଲ୍‌ ଫାଇନାଲ ଫାଇଟ୍‌ରେ ଦେଖିବାକୁ ମିଳିଲା ହାଇଭୋଲ୍‌ଟେଜ୍‌ ଟକ୍କର । ଶେଷ ବଲ୍‌ରେ ମାତ୍ର ଏକ ରନ୍‌ରେ ହାରିଲା ଚେନ୍ନାଇ ସୁପରକିଙ୍ଗସ୍‌ । ଚତୁର୍ଥ ଥର ପାଇଁ ଆଇପିଏଲ୍‌ ମୁକୁଟ ପିନ୍ଧିଲା ମୁମ୍ବାଇ ଇଣ୍ଡିଆନ୍ସ । ନାଟକୀୟ ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ୧୫୦ ରନ୍‌ର ବିଜୟ ଲକ୍ଷ୍ୟ…

କିଏ ପିନ୍ଧିବ ଆଇପିଏଲ ୧୨ର ତାଜ୍ ? ଫାଇନାଲରେ ପୁଣି ମୁହାଁମୁହିଁ ହେବେ ମୁମ୍ବାଇ-ଚେନ୍ନାଇ

ଆଇପିଏଲରେ ଗ୍ରାଣ୍ଡ ଫାଇନାଲ୍ । ପୁଣି ଥରେ ଟାଇଟଲ୍ ପାଇଁ ଲଢ଼ିବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗସ୍ । ଚତୁର୍ଥ ଥର ଆଇପିଏଲ୍ ଚାମ୍ପିଅନ୍ ହେବାକୁ ଉଭୟ ଦଳ ଲଢ଼େଇ କରିବେ । ପୂର୍ବରୁ ମୁମ୍ବାଇ ଓ ଚେନ୍ନାଇ ୩ ଥର ଲେଖାଏଁ ଚାମ୍ପିଅନ୍ ହୋଇଛନ୍ତି । ଦ୍ୱିତୀୟ କ୍ୱାଲିଫାୟାରରେ ଦିଲ୍ଲୀ…

ଆଇପିଏଲ୍‌ରେ ସରିଲା ଲିଗ ପର୍ଯ୍ୟୟ, ଆଜିଠୁ ଆରମ୍ଭ ପ୍ଲେ ଅଫ୍‌ ଟକ୍କର

ଆଇପିଏଲ୍‌ରେ ସରିଛି ଲିଗ୍‌ ପର୍ଯ୍ୟୟ। ଆଜିଠୁ ପ୍ଲେ ଅଫ୍‌ ଟକ୍କର। ପ୍ରଥମ କ୍ୱାଲିଫାୟରରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗସ୍‌। ଚେନ୍ନାଇର ଏମ୍‌. ଏ. ଚିଦାମ୍ବରମ୍‌ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ। ଆସନ୍ତାକାଲି ଏଲିମିନେଟର ମ୍ୟାଚ୍‌ରେ ଦିଲ୍ଲୀ…

ଆଇପିଏଲ୍‌ : ସୁପର ଓଭରରେ ହାଇଦ୍ରାବାଦକୁ ହରାଇଲା ମୁମ୍ବାଇ

ମୁମ୍ବାଇ : ଆଇପିଏଲ୍‌ର ୫୧ତମ ମ୍ୟାଚ୍‌ଟି ଆଜି ରୋମାଞ୍ଚକର ଭାବେ ଶେଷ ହୋଇଛି । ମ୍ୟାଚ୍‌ ‘ଟାଇ’ ରହିବା ପରେ ସୁପର ଓଭର ଖେଳରେ ସନରାଇଜର୍ସ ହାଇଦ୍ରାବାଦକୁ ମୁମ୍ବାଇ ଇଣ୍ଡିଆନ୍ସ ପରାସ୍ତ କରିଛି । ମ୍ୟାଚ୍‌ରେ ନିର୍ଦ୍ଧାରିତ ଓଭର ମଧ୍ୟରେ ଉଭୟ ଦଳ ୧୬୨ ରନ୍‌ କରିଥିଲେ । ୧୬୩ ରନ୍‌ର ବିଜୟ…

ବିଶ୍ବକପ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଧୋନୀଙ୍କୁ ଲାଗିଲା ଆଘାତ

ଆଉ ମାତ୍ର କିଛି ଦିନର ଅପେକ୍ଷା । ୩୦ ମେ’ ରେ ଆରମ୍ଭ ହେବ କ୍ରିକେଟ୍ ମହାକୁମ୍ଭ । ତେଣୁ ସବୁ ଟିମ୍ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ସେମାନଙ୍କ ଫିଟନେସ୍ । ବିଶ୍ବକପରେ ଖେଳୁଥିବା ସମସ୍ତ ଦେଶର ଅନେକ ଖେଳାଳି ଆଇପିଏଲରେ ବ୍ୟସ୍ତ । ହେଲେ ଅନେକ ଖେଳାଳି ବିଶ୍ବ କପକୁ ଆଖି ଆଗରେ ରଖି ସ୍ବଦେଶ…

ଫିକା ପଡିବାକୁ ଯାଉଛି ଆଇପିଏଲ୍‌, ଜାଣନ୍ତୁ ଏହାର କାରଣ

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଆଇପିଏଲ୍‌ ଦ୍ୱାଦଶ ସଂସ୍କରଣର ଶେଷ ଭାଗ ଫିକା ପଡ଼ିବ । ଏହାର ମୁଖ୍ୟ କାରଣ ହେଉଛି ବିଶ୍ବକପ୍ ପାଇଁ କିଛି ଖେଳାଳି ଅଧାରୁ ହିଁ ଆଇପିଏଲ୍ ଛାଡି ଚାଲିଯିବେ । ଆଜ୍ଞା ହଁ ୩୦ ମଇରୁ ଇଂଲଣ୍ଡ ଏବଂ େଓ୍ଵଲ୍‌ସରେ ଆରମ୍ଭ ହେଉଥିବା ବିଶ୍ବକପ୍ ପାଇଁ ସବୁ ଟିମର ମୁଖ୍ୟ…

ଧୋନୀ ମାରିଲେ ଚଳିତ IPL ର ସବୁଠାରୁ ଲମ୍ବା ଛକା, ଭିଡିଓ ଯାହା ଉଡାଇଦେବା ଆପଣଙ୍କ ହୋସ୍

ବାଙ୍ଗାଲୁରୁର ଏମ୍.ଚିନ୍ନାସ୍ବାମୀ ଷ୍ଟାଡିୟମରେ ଗତକାଲି ଖେଳାଯାଇଥିଲା ଆଇପିଏଲ-୧୨ର ରେମାଞ୍ଚକର ମୁକାବିଲା।ଏଥିରେ ରୟାଲ ଚାଲେଞ୍ଜରର୍ସ ବେଙ୍ଗାଲୁରୁ ନିକଟରୁ ମାତ୍ର ୧ରନରେ ଚେନ୍ନାଇ ସୁପରକିଙ୍ଗସ୍ ପରାସ୍ତ ହୋଇଛି । ୪୮ ବଲରେ ୮୪ ରନର ଧମାକାଦାର ପାଳି ଖେଳିଛନ୍ତି କ୍ୟାପଟେନ୍ ମହେନ୍ଦ୍ର ସିଂହ…