Browsing Tag

IPL

ରାଜସ୍ଥାନର ଦ୍ବିତୀୟ ବିଜୟ: ୧୮୫ ରନ୍ ର ପିଛା କରି ୧୨ ରନ୍ ରେ ହାରିଲା ଦିଲ୍ଲୀ

(କେନ୍ୟୁଜ): ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ରାଜସ୍ଥାନ ରୟାଲ୍ସ ବିଜୟୀ ।  ଆଇପିଏଲର ୯ମ ଲିଗ୍ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୧୨ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି ।  ରିଆନ ପରାଗଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ବିଜୟୀ ହୋଇଛି ରାଜସ୍ଥାନ ରୟାଲ୍ସ ।  ୪୫ଟି ବଲରୁ ୭ଟି ଚୌକା ଓ ୬ଟି…

ବିରାଟଙ୍କ ଜାବୁଡି ଧରିଥିବା ଫ୍ୟାନ୍‌ ଖାଇଲେ ଧୁମ୍‌ ଛେଚା, ଭିଡିଓ ଭାଇରଲ

ଆଇପିଏଲ ଲିଗ୍‌ ୧୭ ସିଜିନରେ ୨୫ ମାର୍ଚ୍ଚରେ ବେଙ୍ଗାଲୁରୁର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚକୁ ଆରସିବି ରୋମାଞ୍ଚକ ଭାବେ ଜିତିଥିଲା । ଏହି ମ୍ୟାଚ ସମୟରେ ଅଜବ ଘଟଣା ଦେଖବାକୁ ମିଳିଥିଲା ।…

ଆଇପିଏଲରେ ଇତିହାସ ରଚିଛି ସନ୍ ରାଇଜର୍ସ ହାଇଦ୍ରାବାଦ, ମୁମ୍ବାଇ ବିପକ୍ଷରେ ୨୭୭ ରନର କଲା ବିଶାଳ ସ୍କୋର

(କେନ୍ୟୁଜ): IPLରେ ବିଶାଳ ସ୍କୋର । ଇତିହାସ ରଚିଛି ସନ୍ ରାଇଜର୍ସ ହାଇଦ୍ରାବାଦ । ପାଞ୍ଚ ଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୩ ୱିକେଟ ହରାଇ କରିଛି ୨୭୭ ରନ୍  । ୨୦୦୮ରେ ଆଇପିଏଲ୍ ଆରମ୍ଭ ହେବା ପରଠାରୁ ଏହା ସର୍ବାଧିକ ସ୍କୋର ।…

ବଢିଲା ଶୁବମନ ଗିଲ୍‌ଙ୍କ ସମସ୍ୟା, ଚେନ୍ନାଇ ଠାରୁ ହାରିବା ପରେ ଏବେ ଦେବାକୁ ହେବ ଜରିମାନା

ଭାରତୀୟ ଟିମର ଷ୍ଟାର ଖେଳାଳି ଶୁବମନ ଗିଲ୍‌ ଆଇପିଏଲରେ ପ୍ରଥମଥର ପାଇଁ ଅଧିନାୟକତ୍ୱ କରୁଛନ୍ତି । ଗୁଜରାଟ ଟାଇଟନ୍ସ ଟିମର ଅଧିନାୟକ ଦାୟିତ୍ୱରେ ଅଛନ୍ତି ଶୁବମନ । ଆଇପିଏଲ ୨୦୨୪ ର ପ୍ରଥମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଗୁଜରାଟ ଜିତିଯାଇଛି କିନ୍ତୁ ଦ୍ୱିତୀୟ ମ୍ୟାଚରେ ଚେନ୍ନାଇ ସୁପର…

ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର ବଡ଼ ବିଜୟ, ଗୁଜରାଟ ଟାଇଟନ୍ସକୁ ୬୩ ରନରେ ହରାଇଲା

ଆଇପିଏଲର ସପ୍ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସର ଦମଦାର ବିଜୟ । ଗୁଜରାଟ୍ ଟାଇଟନ୍ସକୁ ୬୩ ରନ୍ ରେ ପରାସ୍ତ କରିଛି ଚେନ୍ନାଇ। ୨୦୭ ରନ୍ ଟାର୍ଗେଟକୁ ପିଛା କରୁଥିବା ଗୁଜରାଟ୍ ଟିମ୍ ନିର୍ଦ୍ଧାରିତ ଓଭରରେ ୮ଟି ୱିକେଟ୍ ହରାଇ ୧୪୩ ରନ୍ କରିଥିଲା । ଦଳ ପାଇଁ ସୁଦର୍ଶନ ସର୍ବାଧିକ ୩୭ ରନ୍…

ରୋହିତଙ୍କୁ ନିଜ ଇସାରାରେ ଦୌଡାଇଲେ ହାର୍ଦ୍ଦିକ, ରାଗିଗଲେ ଫ୍ୟାନ୍ସ

ଗୁଜରାଟ ଟାଇଟନ୍ସ ଠାରୁ ମୁମ୍ବାଇ ଇଣ୍ଡିଆନ୍ସ ୬ ରନରେ ହାରିଯାଇଛି । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଜିତିଛି ଗୁଜରାଟ ଟାଇଟନ୍ସ । କିନ୍ତୁ ଏହି ମ୍ୟାଚ୍‌ ସମୟରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏମିତି କିଛି କାମ କରିଛନ୍ତି, ଯାହାକୁ ଦେଖି ଫ୍ୟାନ୍ସ ନାରାଜ ହୋଇଛନ୍ତି ।…

ଗିଲ୍‌ଙ୍କ ସାମ୍ନାରେ ହାର୍ଦ୍ଦିକ ଫେଲ୍‌, ୬ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ଗୁଜରାଟ ଟାଇଟନ୍ସ

ଆଇପିଏଲ ୨୦୨୪ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ହରାଇଲେ ଶୁବମନ୍ ଗିଲ୍ । ୬ ରନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଛି ଶୁଭମନ ଗିଲଙ୍କ ଗୁଜରାଟ ଟାଇଟନ୍ସ । ଗତକାଲିର ଦ୍ବିତୀୟ ମ୍ୟାଚରେ ଦେଖିବାକୁ ମିଳିଥିଲା ଉତ୍କଣ୍ଠାପୂର୍ଣ୍ଣ ଖେଳ । ପ୍ରଥମେ ବ୍ୟାଟିଂ କରି ଗୁଜରାଟ…

ମୟଙ୍କଙ୍କୁ ଫ୍ଲାଇଂ କିସ୍‌ କରିବା ହର୍ଷିତଙ୍କୁ ପଡିଲା ମହଙ୍ଗା, କଟିଲା ୬୦ ପ୍ରତିଶତ ମ୍ୟାଚ୍‌ ଫି

ଆଇପିଏଲ୍‌ ୨୦୨୪ରେ କୋଲକତା ନାଇଟ ରାଇଡର୍ସ ଠାରୁ ସନରାଇଜର୍ସ ହାଇଦ୍ରାବାଦ ମାତ୍ର ୪ ରନରେ ପରାଜୟ ଗ୍ରହଣ କରିଛି । ଏହି ମ୍ୟାଚରେ କୋଲକତା ନାଇଟ ରାଇଡର୍ସର ଖେଳାଳି ହର୍ଷିତ ରାଣା କମାଲ ପ୍ରଦର୍ଶନ କରିଛନ୍ତି । ସେ ଶେଷ ଓଭରେ ୧୩ ରନ୍‌ ରିଫେଣ୍ଡ କରି କୋଲକତାକୁ ବିଜୟ ଦେଇଛନ୍ତି । କିନ୍ତୁ ଏହି…

ଦୀର୍ଘ ୧୫ ମାସ ପରେ ପଡ଼ିଆକୁ ଫେରିବେ ଋଷଭ ପନ୍ତ, ଆଜି ଆଇପିଏଲ୍ ମ୍ୟାଚରେ ଦେଖାଇବେ କମାଲ

ଫେରୁଛନ୍ତି ଋଷଭ ପନ୍ତ । ଆଜି ଆଇପିଏଲ୍ ମ୍ୟାଚରେ ଦେଖାଇବେ କମାଲ । ଆଇପିଏଲରେ ଆଜି ଦୁଇଟି ମ୍ୟାଚ୍ ଖେଳାଯିବ । ଅପରାହ୍ଣ ୩ଟା ୩୦ରେ ପ୍ରଥମ ମ୍ୟାଚରେ ପଞ୍ଜାବ କିଙ୍ଗସ ଏକାଦଶ ଓ ଦିଲ୍ଲୀ କ୍ୟାପିଟାଲସ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚରେ ସମସ୍ତଙ୍କ ନଜର ରହିଛି ଦିଲ୍ଲୀ କ୍ୟାପିଟାଲସ…

ଆଜିଠୁ ଆରମ୍ଭ ଆଇପିଏଲ : ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ – ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

(କେନ୍ୟୁଜ): ଆଜିଠାରୁ ଫଟାଫଟ୍ କ୍ରିକେଟ୍ ମହାସମର-ଆଇପିଏଲ। ଇଣ୍ଡିଆନ ପ୍ରିମିୟର ଲିଗର ୧୭ ତମ ସଂସ୍କରଣ ଆସନ୍ତାକାଲିଠୁ ଆରମ୍ଭ ହେବ । ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପରକିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଧୋନୀଙ୍କୁ ଦେଖିବାକୁ ଉତ୍କଣ୍ଠାରେ…

ଆଇପିଏଲ ପୂର୍ବରୁ କୋଚ ସହିତ ଜବରଦସ୍ତ ଡ୍ୟାନ୍ସ କଲେ ରିଙ୍କୁ ସିଂ, ଭିଡିଓ ଭାଇରଲ

ଆଇପିଏଲ୍‌ ୨୦୨୪ ସିଜିନ ଆସନ୍ତାକାଲିରୁ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ମ୍ୟାଚ ଚେନ୍ନାଇ ସୁପରକିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବାକୁ ଯାଉଛି । ଶ୍ରେୟସ ଆୟରଙ୍କ ନେତୃତ୍ୱରେ କୋଲକତା ନାଇଟ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବ । ଦୁହେଁ ୨୩…

ଭାଇରଲ ହେଉଛି ଧୋନିଙ୍କ ପୁରୁଣା ରୂପ, ଆଇପିଏଲ ୨୦୨୪ ପୂର୍ବରୁ ନେଟ୍ସରେ ମାରିଲେ ହେଲିକପ୍ଟର ସଟ୍‌

ଚେନ୍ନାଇ ସୁପରକିଙ୍ଗସ ଟିମ୍‌ର ଖେଳାଳି ଆଇପିଏଲ୍‌ ୨୦୨୪ ସିଜିନ ପାଇଁ ଜୋରଦାର ଅଭ୍ୟାସ କରିଦେଇଛନ୍ତି । ଆଉ ଏଥିରୁ ଧୋନି କିଭଳି ବାଦ୍‌ ପଡିବେ । ଆଇପିଏଲ୍‌ ୨୦୨୪ ସିଜିନର ପ୍ରଥମ ମୁକାବିଲା ଚେନ୍ନାଇ ସୁପରକିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବାକୁ ଯାଉଛି । ଆଉ ଧୋନି…