Browsing Tag

ips basant ratha

ଇସ୍ତଫା ଦେଲେ ବରିଷ୍ଠ ଆଇପିଏସ ବସନ୍ତ ରଥ, ଖୁବ ଶୀଘ୍ର ରାଜନୀତିରେ ଯୋଗ ଦେବାକୁ ଇଚ୍ଛା ରଖିଛନ୍ତି

କେନ୍ୟୁଜ୍(ବ୍ୟୁରୋ): ଇସ୍ତଫା ଦେଲେ ବରିଷ୍ଠ ଆଇପିଏସ ବସନ୍ତ ରଥ। ଜମ୍ମୁ କଶ୍ମୀର କ୍ୟାଡରର ଓଡ଼ିଆ ଆଇପିଏସ ବସନ୍ତ ରଥ ଚାକିରିରୁ ଇସ୍ତଫା ଦେଇଛନ୍ତି। ଏହା ସହ ଖୁବ ଶୀଘ୍ର ରାଜନୀତିରେ ଯୋଗ ଦେବାକୁ ଇଚ୍ଛା ପ୍ରକାଶ କରିଥିବା ବୋଲି ଜମ୍ମୁ କଶ୍ମୀର ମୁଖ୍ୟ ସଚିବଙ୍କୁ ଇସ୍ତଫା ପତ୍ରରେ ଜଣାଇଛନ୍ତି।…