Browsing Tag

ips DS kutte

କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବେ ଆଇପିଏସ୍‌ ଡିଏସ୍‌ କୁଟ୍ଟେ, ବିଏସ୍‌ଏଫ୍‌ ଆଇଜି ଭାବେ ବଦଳି

ଭୁବନେଶ୍ବର: କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବେ ଆଇପିଏସ୍‌ ଡିଏସ୍‌ କୁଟ୍ଟେ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ଚିଠି ହୋଇଛି । ଓଡ଼ିଶା ୧୯୯୭ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଡିଏସ୍‌ କୁଟ୍ଟେ ‌ଏବେ ରାଜ୍ୟ ସରକାରଙ୍କ ଗୃହ ବିଭାଗରେ ଓଏସ୍‌ଡି ପଦବିରେ ଅଛନ୍ତି।…