କେନ୍ୟୁଜ୍(ବ୍ୟୁରୋ): ଦୁଇ ଆପିଏସଙ୍କୁ ନୂଆ ଦାୟିତ୍ବ। ଆପିଏସ ହିମାଂଶୁ ଲାଲଙ୍କୁ ଡିଆଇଜି ପଦକୁ ପଦନ୍ନୋତି। ବର୍ତ୍ତମାନ GA ଓ PG ବିଭାଗର ଆଇଜି ଭାବେ କାର୍ଯ୍ୟରତ ଅଛନ୍ତି। …