ହୋର୍ମୁଜ ଆଇଲ୍ୟାଣ୍ଡ! ଯେଉଁଠି ଲୋକେ ଖାଦ୍ୟରେ ମସଲା ନୁହେଁ, ବରଂ ମାଟି ଓ ବାଲି ବ୍ୟବହାର କରି ଥାଆନ୍ତି; ଜାଣନ୍ତୁ…
ଭାରତ ନିଜର ନିଆରା ଖାଦ୍ୟପେୟ ପାଇଁ ବେଶ୍ ପ୍ରସିଦ୍ଧ। ଏଠାକାର ଲୋକେ ଅନେକ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇ ଥାଆନ୍ତି। ଆଉ ସେଗୁଡିକୁ ଆହୁରି ସ୍ୱାଦିଷ୍ଟ କରିଥାଏ ଏଠାରେ ମିଳୁଥିବା ବିଭିନ୍ନ ପ୍ରକାରର ମସଲା। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ଦୁନିଆରେ ଏମିତି ବି ଏକ ସ୍ଥାନ…