Browsing Tag

irctc mobile app

୩୫ ପଇସା ବୀମାରେ ପାଆନ୍ତୁ ୧୦ ଲକ୍ଷ ଟଙ୍କା

ଦେଶରେ ପ୍ରତିଦିନ ଅନେକ ଲୋକ ଟ୍ରେନରେ ଯାତ୍ରା କରନ୍ତି । ନିତିଦିନିଆ କାର୍ଯ୍ୟ ପାଇଁ ଆମେ ସାଧାରଣତଃ ଅନ୍ୟ ଯାତାୟତ ବ୍ୟବସ୍ଥା ଅପେକ୍ଷା ଟ୍ରେନ ଯାତ୍ରାରେ ଅଧିକ ସୁବିଧା ପାଇଥାଉ । ଯେଉଁଥିପାଇଁ ଟ୍ରେନ୍ ଯାତ୍ରାକୁ ଲୋକମାନେ ଅଧିକ ପସନ୍ଦ କରନ୍ତି । କମ ଟଙ୍କାରେ ଆରାମ ଦାୟକ ଯାତ୍ରା…

ଏପରି କରନ୍ତୁ IRCTC ମୋବାଇଲ ଆପ୍‌ ଦ୍ୱାରା ଟିକେଟ୍‌ ବୁକିଂ, ଜାଣନ୍ତୁ ତରିକା

ଇଣ୍ଡିଆନ୍‌ ରେଲେଓ୍ଵ କ୍ୟାଟରିଂ ଆଣ୍ଡ ଟୁରିଜିମ୍‌ କର୍ପୋରେସନ୍‌ ଯାତ୍ରୀମାନଙ୍କୁ irctc.co.in େଓ୍ଵବସାଇଟ୍‌ ବ୍ୟତୀତ IRCTC App ଜରିଆରେ ଟିକେଟ୍‌ ବୁକିଂ କରିବାର ସୁବିଧା ଯୋଗାଇ ଦେଉଛି। ତେବେ ଆମେ ଆପଣଙ୍କୁ ଜଣାଇବୁ କିପରି ଆପଣ େଓ୍ଵବସାଇଟ୍‌ କୁ ନଯାଇ ଆପ୍‌ ଜରିଆରେ ଅର୍ଥାତ ମୋବାଇଲ୍‌…