ଏବେ କୁକୁର ଓ ବିଲେଇଙ୍କ ପାଇଁ ହେବ ଟ୍ରେନ ଟିକେଟ ବୁକିଂ
ଆପଣ ନିଜ ଘରେ କୁକୁର , ବିଲେଇ ପାଳିଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର । ଏଣିକି ଆପଣମାନେ ବିନା କୌଣସି ସମସ୍ୟା ରେ ନିଜର ପାଳିତ ପଶୁଙ୍କୁ ସାଙ୍ଗରେ ନେଇ ଟ୍ରେନରେ ଯାତ୍ରା କରି ପାରିବେ । ଏହି ଖୁସି ଖବର ରେଳ ମନ୍ତ୍ରଣାଳୟ ପକ୍ଷରୁ ଜାରି କରିଦିଆଯାଇଛି । ରେଳ ମନ୍ତ୍ରଣାଳୟ ଏସି -୧…