IRCTC ଟିକେଟ ବୁକିଂ ଆପ୍ ଠପ୍, ବୈଷୟିକ ତ୍ରୁଟି ଯୋଗୁଁ ଯାତ୍ରୀ ହନ୍ତସନ୍ତ
ଟ୍ରେନ ଟିକେଟ ବୁକିଂ ଆପ୍ IRCTC ଠପ୍ ହୋଇଛି । ଫଳରେ ଦେଶରେ ଲକ୍ଷ ଲକ୍ଷ ସଂଖ୍ୟାରେ ଟିକେଟ ବୁକିଂ ହୋଇପାରୁନାହିଁ । IRCTC ବୁକିଂ ଅସ୍ଥାୟୀ ଭାବେ ପ୍ରଭାବିତ ହୋଇଛି ବୋଲି ଟ୍ଵିଟ୍ କରି ଜଣାଇଛି । ଖୁବଶୀଘ୍ର ବୁକିଂ ଆରମ୍ଭ ହେବ ।
ଏବେ IRCTC ୱେବସାଇଟ ଲଗଇନ୍ କରିବା ଦ୍ୱାରା ସୂଚନା…