Browsing Tag

Ireland

ଆୟରଲାଣ୍ଡ: ଗଛରେ ପିଟି ହେଲା କାର୍, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ଦୁଇ ଗୁରୁତର

ଦକ୍ଷିଣ ଆୟରଲାଣ୍ଡର କାର୍ଲୋ କାଉଣ୍ଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ କାର୍ ଏକ ଗଛରେ ପିଟି ହୋଇଯିବାରୁ ଦୁହିଁଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣାରେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି…

ପ୍ରତିଦିନ ଗୋଟିଏ ହିଁ ଡିସ୍‌ ଅର୍ଡର କରୁଥିଲେ ବୃଦ୍ଧ ବ୍ୟକ୍ତି, କାଫେର ସରପ୍ରାଇଜ୍‌ ଦେଖି ହୋଇପଡ଼ିଲେ ଭାବୁକ!

ଯେକୌଣସି ରେଷ୍ଟୁରାଣ୍ଟକୁ ଯିବା ପରେ ଯଦି ଲୋକଙ୍କୁ ସେଠାକାର ଖାଦ୍ୟ ପସନ୍ଦ ଆସିଯାଏ, ତା’ ହେଲେ ସେମାନେ ପ୍ରାୟ ସମୟରେ ସେହି ଖାଦ୍ୟ ଖାଇବାକୁ ହିଁ ପସନ୍ଦ କରନ୍ତି। କିନ୍ତୁ ଏଠି ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଏକ କାଫେର ଡିସ୍‌ ଏତେ ପସନ୍ଦ ଆସିଥିଲା ଯେ ସେ ବର୍ଷ ବର୍ଷ ଧରି ସେହି ଖାଦ୍ୟକୁ ହିଁ…

ଆଇସିସି ଅଣ୍ଡର-୧୯ ବିଶ୍ୱକପ ୨୦୨୨: ଆୟର୍ଲାଣ୍ଡକୁ ହରାଇଲା ଭାରତ; ସୁପରଲିଗ୍ କ୍ୱାର୍ଟର ଫାଇନାଲ ପାଇଁ କଲା କ୍ୱାଲିଫାଇ

ୱେଷ୍ଟଇଣ୍ଡିଜରେ ଚାଲିଥିବା ‘ଆଇସିସି ଅଣ୍ଡର-୧୯ ବିଶ୍ୱକପ ୨୦୨୨’ର ଗ୍ରୁପ ବି ମ୍ୟାଚରେ ଭାରତ, ଆୟର୍ଲାଣ୍ଡ ବିପକ୍ଷରେ ୧୭୪ ରନର ବିଜୟ ହାସଲ କରିଛି। କ୍ୟାପଟେନ ୟଶ ଢୁଲ ଏବଂ ଅନ୍ୟ ୬ ଖେଳାଳିଙ୍କ ଅନୁପସ୍ଥିତ ସତ୍ତ୍ୱେ ଭାରତ ଏହି ବିଜୟ ହାସଲ କରି ସୁପରଲିଗ୍ କ୍ୱାର୍ଟର ଫାଇନାଲ ପାଇଁ ଯୋଗ୍ୟତା…

ପୂର୍ବତନ ରାଷ୍ଟ୍ରପତିଙ୍କ ପୈତୃକ ଘରେ ରହୁଛି ଆତ୍ମା! ପ୍ରମାଣ ଦେଖିଲେ ଆପଣ ବି ଥରି ଉଠିବେ, ଜାଣନ୍ତୁ କେଉଁଠି ଅଛି ଏହି…

ସୁପରନ୍ୟାଚୁରାଲ ବା ଅସାଧାରଣ ଅଲୌକିକ ଶକ୍ତି ସବୁବେଳେ ହିଁ ଜିଜ୍ଞାସା ଏବଂ ଖୋଜ୍‌ର ବିଷୟ ରହି ଆସିଛି। ଏମିତି ହିଁ ଏକ ଖୋଜ୍‌ ସମୟରେ ଅନୁସନ୍ଧାନକାରୀଙ୍କ ସାମ୍ନା ଭୂତ ସହିତ ହୋଇଛି। ଅନୁସନ୍ଧାନକାରୀଙ୍କ ଟିମ୍‌ ଦାବି କରିଛି କି, ସେମାନେ ଭୂତର ଫଟୋ ମଧ୍ୟ ନେଇଛନ୍ତି। ଜଣାଯାଇଛି ଯେ ଏହି ଫଟୋ…

ଅପ୍ରାକୃତିକ ଉପାୟରେ କୁକୁର ସହ ଯୌନ ସମ୍ବନ୍ଧ ରଖି କୋର୍ଟର ଦ୍ୱାରସ୍ଥ ହେଲେ ମହିଳା

ଆୟାର୍ଲ୍ୟାଣ୍ଡରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ୨୯ ବର୍ଷିୟ ମହିଳା କୁକୁରଙ୍କ ସହ ଯୌନ ସମ୍ବନ୍ଧ ରଖି ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଏଭଳି ଅଭାବନୀୟ ଘଟଣା ଶୁଣିବା ପରେ ଆପଣଙ୍କୁ ନିଶ୍ଚୟ ଅଜବ ଲାଗୁଥିବ। ଏହାକୁ ନେଇ ମାମଲା ଦାୟର ହୋଇଛି। ଏବେ ମାମଲା କୋର୍ଟରେ ପହଞ୍ଚିଲାଣି।…

ହ୍ଵାଟସଆପ୍‌କୁ ୨୨.୫ କୋଟି ଡଲାରର ଝଟକା, ଡିପିସି ପକ୍ଷରୁ ଲାଗିଲା ଜରିମାନା

ଇନଷ୍ଟାଣ୍ଟ ମେସେଜିଂ ଆପ ହ୍ଵାଟସଆପକୁ ନେଇ ଆୟାର୍ଲ୍ୟାଣ୍ଡରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆୟାର୍ଲ୍ୟାଣ୍ଡରେ ହ୍ଵାଟସଆପକୁ ନେଇ ଲାଗିଛି ବଡ଼ ଝଟକା। ଅନ୍ୟ ଫେସବୁକ କମ୍ପାନିଙ୍କ ସହ ପର୍ସନାଲ ଡାଟାକୁ ସେୟାର କରିବା ମାମଲା ଯାଞ୍ଚ କରିବା ପରେ ଗୁରୁବାର ହ୍ଵାଟସଆପକୁ ୨୨.୫ କୋଟି ଡଲାରର ଜରିମାନା…

ଆୟାର୍ଲାଣ୍ଡ: ଶହେ ବର୍ଷ ପୁୁରୁଣା ପ୍ରାଚୀନ ଶିବ ଲିଙ୍ଗର ଜାଣନ୍ତୁ ବିଶେଷତ୍ୱ

ଆୟାର୍ଲାଣ୍ଡର କାଉଣ୍ଟିମୀଥରେ ତାରାହିଲ ଅବସ୍ଥିତ । ଏହି ସ୍ଥାନରେ ଏକ ପଥରକୁ ଇଟା ଘେରରେ ସ୍ଥାପିତ କରାଯାଇଛି। ସେଠାକାର ଲୋକ ଏହି ପଥରକୁ ରହସ୍ୟମୟ ପଥର ରୂପେ ମାନିଥାନ୍ତି। ଏହାକୁ ଲିଆ ଫେଇଲ ବା ଭାଗ୍ୟର ପଥର କୁହାଯାଏ। କିନ୍ତୁ ଏହା କେବେ ସ୍ଥାପିତ କରାଯାଇଥିଲା ସେ ନେଇ କୌଣସି ସୂଚନା…

ଏଠି ଆଳୁ କାରଣରୁ ଯାଇଥିଲା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ, ଜାଣନ୍ତୁ କଣ ଥିଲା ଏହା ପଛର ପ୍ରକୃତ କାରଣ

ବର୍ତ୍ତମାନ ସମୟରେ କରୋନା ସହ ଲଢ଼ୁଥିବା ଆମେରିକାର ମୂଳ ଵଂଶଜ ମାନଙ୍କୁ ଆୟରଲ୍ୟାଣ୍ଡ ଖୁବ ସାହାଯ୍ୟ ଯୋଗାଉଛି । କିନ୍ତୁ ଏହା ପଛର କାରଣ ୧୭୩ ବର୍ଷ ପୁରୁଣା । ୧୭୩ ବର୍ଷ ତଳେ ଆୟାରଲ୍ୟାଣ୍ଡରେ ଦେଖାଦେଇଥିବା ଏକ ଖାଦ୍ୟ ସଂକଟ ସମୟରେ ଲକ୍ଷ ଲକ୍ଷ ଆୟାରଲ୍ୟାଣ୍ଡବାସୀଙ୍କ ମୃତ୍ୟୁ ହୋଇଥିଲା । ଏହି…

କୁନି ଓଡିଆ ପୁଅଙ୍କ କମାଲ, ଆୟରଲାଣ୍ଡ ଦୂତାବାସ ଦ୍ବାରା ଆୟୋଜିତ ଫ୍ଯାନ୍ସି ଡ୍ରେସ୍ ପ୍ରତିଯୋଗିତାରେ ସାରା ଦେଶରେ…

ଡବଲିନ୍: ଆୟରଲାଣ୍ଡରେ ଓଡିଶା ପାଇଁ ଗର୍ବ ଆଣିଲେ ଜଣେ କୁନି ଓଡିଆ । ଆନ୍ତର୍ଜାତୀୟ ଫ୍ୟାନ୍ସି ଡ୍ରେସ ପ୍ରତିଯୋଗିତାରେ ସାରା ଦେଶରେ ଦ୍ୱିତୀୟ ସ୍ଥାନ ହାସଲ କରି ଜିତିଲେ ସମସ୍ତଙ୍କ ହୃଦୟ। ବାସ୍ତବରେ ଆୟରଲାଣ୍ଡରେ ରହୁଥିବା ଓଡିଆଙ୍କ ପାଇଁ ଏହା ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ ଥିଲା । ଯେତେବେଳେ…

କଣ ସତରେ ଅଛନ୍ତି ଏଲିୟନ୍ ? ଆୟର୍ଲ୍ୟାଣ୍ଡ ଆକାଶରେ ଦେଖିବାକୁ ମିଳିଲା ଉଡନ୍ତା ଥାଳିଆ

ଆୟର୍ଲ୍ୟାଣ୍ଡ ଆକାଶରେ ଉଡନ୍ତା ଥାଳିଆ । ଏଭଳି ଏକ ଅଦଭୂତ ଦୃଶ୍ୟ ଦେଖିବାକୁ ମିଳିଥିଲା ଗତ ଶୁକ୍ରବାର ସନ୍ଧ୍ୟାରେ । ଯାହା ପରେ ତଦନ୍ତ ଆରମ୍ଭ କରିଛନ୍ତି ଆୟର୍ଲ୍ୟାଣ୍ଡ ବିମାନ କର୍ତ୍ତୃପକ୍ଷ । ଆୟର୍ଲ୍ୟାଣ୍ଡର ଆକାଶରେ କିଛି ଉଜ୍ଜଳ ଆଲୋକ ପ୍ରଥମେ ଦେଖିଥିଲେ ବ୍ରିଟିଶ୍ ବିମାନର ପାଇଲଟ୍ । ଏହା…