ଇରଫାନ ପଠାନଙ୍କ ମେକଅପ୍ ଆର୍ଟିଷ୍ଟଙ୍କ ମୃତ୍ୟୁ, ସୁଇମିଂ ପୁଲରେ ଗାଧେଇବା ବେଳେ ଚାଲିଗଲା ଜୀବନ
ପୂର୍ବତନ ଭାରତୀୟ କ୍ରିକେଟର ତଥା କମେଣ୍ଟେଣ୍ଟର ଇରଫାନ ପଠାନଙ୍କ ମେକଅପ ଆର୍ଟିଷ୍ଟଙ୍କ ମୃତ୍ୟୁ । ସୁଇମିଂ ପୁଲରେ ବୁଡ଼ି ଯିବାରୁ ଚାଲିଗଲା ମେକଅପ ଆର୍ଟିଷ୍ଟଙ୍କ ଜୀବନ। ୱେଷ୍ଟଇଣ୍ଡିଜର ଏକ ସୁଇମିଂ ପୁଲରେ ବୁଡ଼ିଯିବା କାରଣରୁ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେ ଟି୨୦ ବିଶ୍ୱକପରେ…