୮ ବର୍ଷ ପରେ ବିବାହ ବାର୍ଷିକୀରେ ପତ୍ନୀଙ୍କ ମୁହଁ ଦେଖାଇଲେ ଇରଫାନ ପଠାନ, ସୁନ୍ଦରତାରେ ଅଭିନେତ୍ରୀଙ୍କୁ ଦେବେ ମାତ୍
ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ ନିଜର ମନ୍ତବ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଗତ କିଛିଦିନ ତଳେ ଘରୋଇ କ୍ରିକେଟରେ କମାଲ ରନ୍ କରିଥିବା ବ୍ୟାଟର ସରଫରାଜ ଖାନଙ୍କୁ ଟିମରେ ସ୍ଥାନ ନ ମିଳିବା ନେଇ ନିଜର ପ୍ରତିକ୍ରିୟା ଦେଇଥିଲେ । ଏବେ ଇରଫାନ କ୍ରିକେଟ…