ରାଜଧାନୀରେ ଚାଞ୍ଚଲ୍ୟ: ମା’ର ଅନୈତିକ ସମ୍ପର୍କ ଦେଖି ଦେବାରୁ ପିଲାଙ୍କୁ ଚେଙ୍କ ଦେଲା ପ୍ରେମିକ
ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ । ବାପା ଥାଉ ଥାଉ ଅନୈତିକ ସମ୍ପର୍କରେ ବୁଡ଼ି ରହିଥିଲା ମା’ । ଏହାକୁ ବିରୋଧ କରିବା ପିଲାଙ୍କ ପାଇଁ କାଳ ହେଲା । ମାଆ ଆଗରେ ପିଲାଙ୍କୁ ଚେଙ୍କ ଦେଲା ପ୍ରେମିକ । ବନ୍ଦ ଘରେ ଦୁଇ ପିଲାଙ୍କୁ ତିନିଦିନ ଧରି ଗରମ ଚିମୁଟାରେ ଚେଙ୍କ ଦିଆଯାଉଥିଲା । ଏ ପରି ଏକ…